-+91-9937148622 |

prerana_bgr@rediffmail.com |

  Monday 13th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   (13-Apr-2026)       ||      ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   (13-Apr-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   (13-Apr-2026)       ||      ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   (13-Apr-2026)       ||      ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   (13-Apr-2026)       ||      *ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   (12-Apr-2026)       ||      କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   (12-Apr-2026)       ||      *ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   (12-Apr-2026)       ||      ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି    (12-Apr-2026)       ||      ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି    (12-Apr-2026)       ||      ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ    (12-Apr-2026)       ||      ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା    (12-Apr-2026)       ||      *ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-   (12-Apr-2026)       ||      ବିକାଶ କାମରେ ଦୁର୍ନୀତିଖୋରଙ୍କୁ ଘୋର ବିରୋଧ କରନ୍ତୁ ଲୋକେ: ନରସିଂହ   (12-Apr-2026)       ||      ଓଡିଆ ପକ୍ଷରେ କଳାକାର ସମ୍ଭର୍ଷିତ   (12-Apr-2026)       ||      ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ   (12-Apr-2026)       ||      ସ୍ୱାସ୍ଥ୍ୟ ଶିବିର ପାଇଁ ଯୋଜନା   (12-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ବଲାଙ୍ଗିର ଜିଲ୍ଲା କମିଟିର ବୈଠକ    (11-Apr-2026)       ||      କଣ୍ଟାବାଞ୍ଜି ଠାରେ ଜାତୀୟ ସେଭେନ ବ୍ଲକ ଜାତୀୟ ସ୍ତରୀୟ ରେଫରୀ ପରୀକ୍ଷା ଶିବିର ଉଦଘାଟିତ    (11-Apr-2026)       ||      ପିଏମ୍ ଶ୍ରୀ ମହାରାଜା ଉଚ୍ଚବିଦ୍ୟାଳୟ ର ପଞ୍ଚ ସଖା ଶିକ୍ଷା ସେତୁ ନୂତନ କମିଟି ଗଠନ   (11-Apr-2026)       ||     

HOME   ଜିଲ୍ଲା

ଏକ ଭିନ୍ନ ଶିକ୍ଷକ

04-Mar-2026



ବର୍ତ୍ତମାନ ଯୁଗରେ କୋଚିଂ ଏକ ଭଲ ବ୍ୟବସାୟ ।ଏହି ବ୍ୟବସାୟ କୁ ଲୋକେ ନିଜର ରୋଜଗାରର ମାଧ୍ୟମ କରି ହଜାର ହଜାର ଟଙ୍କା କମାଉଛନ୍ତି । କିନ୍ତୁ ବଲାଙ୍ଗୀର ଜିଲ୍ଲା ରାମଚନ୍ଦ୍ରପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟରତ ଅଭୟ ଚରଣ ତ୍ରିପାଠୀ ଟିକେ ଭିନ୍ନ । ସେ କୋଚିଂ କୁ ସେବା ଭାବି ଦେଇଚାଲିଛନ୍ତି ମାଗଣା ଶିକ୍ଷା । ଉଭୟ ଅଫଲାଇନ୍ ଓ ଅନଲାଇନ୍ ମାଧ୍ୟମରେ ତାଙ୍କର ଏହି କାର୍ଯ୍ୟ ବେଶ୍ ଭଲ ଭାବରେ କରିଚାଲିଛନ୍ତି ସେ । ଯାହା ଦ୍ଵାରା ପ୍ରତ୍ୟେକ ଦିନ ପ୍ରାୟ ୨୦୦ ଛାତ୍ର ଛାତ୍ରୀ ଅଫଳାଇନ୍ ଓ ୩୦-୪୦ ଜଣ ଅନଲାଇନ୍ ରେ ଉପକୃତ ହେବା ସହିତ ଗତ ୬ ବର୍ଷ ରେ ପାଖାପାଖି ୯୦୦ ରୁ ଅଧିକ ଛାତ୍ର ଛାତ୍ରୀ ଯୋଡ଼ି ହୋଇ ସାରିଲେଣି ।ଯାହା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଗହଣରେ ବେଶ୍ ଗ୍ରହଣ ଯୋଗ୍ୟ ହୋଇଅଛି । ଦେଓଗାଁ ବ୍ଲକର ଜରାସିଂହା ପଞ୍ଚାୟତ ଅନ୍ତର୍ଗତ ବରକାନୀ ଗ୍ରାମର ଶ୍ରୀଯୁକ୍ତ ଦ୍ଵାରୁ ତ୍ରିପାଠୀ ଓ ଶ୍ରୀମତୀ କୁମୁଦିନୀ ତ୍ରିପାଠୀଙ୍କ ସାନ ପୁଅ ଅଭୟ ନିଜ ବଡ଼ ଭାଇ ଶ୍ରୀ ପ୍ରଦୀପ କୁମାର ତ୍ରିପାଠୀଙ୍କ ଦିଗ୍ ଦର୍ଶନ ରେ ନିଜ ଗ୍ରାମ ବିଦ୍ୟାଳୟରୁ ପାଠ ପଢା ଆରମ୍ଭକରିବା ପରେ ନେତ୍ର ଭାନୁ ଉଚ୍ଚ ବିଦ୍ୟାଳୟରେ ଦଶମ ପର୍ଯ୍ୟନ୍ତ, ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଯୁକ୍ତ ଦୁଇ, ପୁରୀ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ରେ ଯୁକ୍ତ ତିନି ସାରି ବିଏଡ୍ କରି ଥିଲେ । ସେ ଦୁଇଟି ଭାଷା ଇଂରାଜୀ ଓ ସଂସ୍କୃତରେ ପିଜି ମଧ୍ୟ କରି ସାରିଛନ୍ତି ।୨୦୧୯ ମସିହାରେ ରାମଚନ୍ଦ୍ରପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ପାଇବା ପରେ ପୂର୍ବ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପର୍ଶୁରାମ ଧରୁଆ ଓ ବର୍ତ୍ତମାନ ର ପ୍ରଧାନ ଶିକ୍ଷୟିତ୍ରୀ ସୁଲତା ପଣ୍ଡା ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରେରଣାରେ ନବମ ଦଶମ ଶ୍ରେଣୀ ଛାତ୍ରୀ ମାନଙ୍କୁ ମାଗଣା କୋଚିଂ କାର୍ଯ୍ୟକ୍ରମ ଆରମ୍ଭ କରି ଥିଲେ ।କରୋନା ଭଳି ଦୁଃସହ ସ୍ଥିତିରେ ମଧ୍ୟ ସେ ଅନଲାଇନ ମାଧ୍ୟମରେ ଏହାକୁ ଚାଲୁ ରଖିଥିଲେ । ଏହାଦ୍ବାରା ଏସ୍ ସି ଓ ଏସ୍ ଟି ଛାତ୍ରୀ ମାନଙ୍କ ଶିକ୍ଷାର ଅନେକ ମାନ ବୃଦ୍ଧି ହଉଛି। ଏହା ବ୍ୟତୀତ ବିଦ୍ୟାଳୟର କ୍ରୀଡା ଶିକ୍ଷକର ଅଭାବ ଯୋଗୁଁ ନିଜେ ଦାୟିତ୍ଵ ନେଇ କ୍ରୀଡା କ୍ଷେତ୍ରରେ ମଧ୍ୟ ବିଦ୍ୟାଳୟ ପାଇଁ ଅନେକ ସୁନାମ ଅର୍ଜନ କରିଛନ୍ତି । ତାଙ୍କ ନେତୃତ୍ଵରେ ଜୋନ ସ୍ତରୀୟ ଭଲିବଲ୍ ପ୍ରତିଯୋଗିତାରେ ବିଦ୍ୟାଳୟ ଚାମ୍ପିଅନ ହେବାରେ ସଫଳ ହୋଇଥିବା ବେଳେ ଗତ ଦୁଇ ବର୍ଷରେ ଉଭୟ ଆଦିବାସୀ ହରିଜନ କଲ୍ୟାଣ ବିଭାଗ ଓ ଗଣ ଶିକ୍ଷା ବିଭାଗର ବିଭିନ୍ନ ଖେଳକୁଦ ପ୍ରତିଯୋଗୀତାରେ ୧୫ ଜଣ ଛାତ୍ରୀ ରାଜ୍ୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇ ପାରିଛନ୍ତି । ଏହା ସହ ସମଗ୍ର ଓଡ଼ିଶାର ଅନେକ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ମାଧ୍ୟମରେ ମାଗଣା କୋଚିଂ ପ୍ରଦାନ କରି ଅନେକ ଛାତ୍ରଛାତ୍ରୀଙ୍କୁ  ସିଟି ଏବଂ ବିଏଡ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ କରାଇବା ସହ ଅନେକ ପିଲାଙ୍କ ନିଯୁକ୍ତି ରେ ମଧ୍ୟ ସହାୟକ ହୋଇ ପାରିଛନ୍ତି ।ଏହି ସବୁ କାର୍ଯ୍ୟ ପାଇଁ ତାଙ୍କୁ ଗତ ବର୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମଧ୍ୟ ପ୍ରଦାନ କରା ଯାଇଥିଲା । ପୁନଶ୍ଚ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ୱର୍ଦ୍ଧନା ଜ୍ଞାପନ ମଧ୍ୟ କରା ଯାଇଛି ଯଥା ଭୀମ ପାହାଡ଼ ଆଦର୍ଶ ଶିକ୍ଷକ ସମ୍ମାନ, ଅର୍କଶ୍ରୀ ଶିକ୍ଷା ସେବୀ ସମ୍ମାନ(କୋଣାର୍କ), ତେଜସ୍ଵିନୀ ପ୍ରତିଭା ସମ୍ମାନ (ବଲାଙ୍ଗୀର), ଭାରତୀୟ ସାହିତ୍ୟ ଓ ସଂସ୍କୃତି ସାଂସଦ, ସମ୍ବଲପୁର ଦ୍ଵାରା ଆଦର୍ଶ ଶିକ୍ଷକ ସମ୍ମାନ, ସୋମ ଫାଉଣ୍ଡେସନ ଦ୍ବାରା ମାଟି ଗୌରବ ସମ୍ମାନ , ମାଟିଲଗ୍ନା ସମର୍ପିତ ସେବା ସମ୍ମାନ ଆଦି । ତାଙ୍କର ବିଶ୍ବାସ ଶିକ୍ଷା ହିଁ ଏକମାତ୍ର ପନ୍ଥା ଯାହାଦ୍ଵାରା  ସମାଜ ରୁ ଗରିବୀ, ଅନ୍ୟାୟ ଓ କୁସଂସ୍କାର କୁ ଦୂର କରି ପାରିବ । ତେଣୁ ଏହି ଅଧିକାର ସମସ୍ତେ ପାଇବା ଯୋଗ୍ୟ । ଏଣୁ ଶିକ୍ଷାସେବା ମାର୍ଗ ର ବ୍ରତୀ ହେବା ନିମନ୍ତେ ସେ ପ୍ରୟାସ ରତ । ଏସବୁ ଭିତରେ ତାଙ୍କର ନିଶା ହେଉଛି ସାହିତ୍ୟ ସର୍ଜନା । ସେ ଓଡ଼ିଆ, ଇଂରାଜୀ,ହିନ୍ଦୀ, ସଂସ୍କୃତ ଓ ସମ୍ବଲପୁରୀ ଆଦି ପାଞ୍ଚଟି ଭାଷାରେ ସାହିତ୍ୟ ରଚନା କରି ପ୍ରାୟ ୫୦୦ ରୁ ଉର୍ଦ୍ଧ କବିତା ,ଗଳ୍ପ, ପ୍ରବନ୍ଧ ସୃଷ୍ଟି କରି ସାରିଛନ୍ତି । ସାହିତ୍ୟ ପାଇଁ ତାଙ୍କୁ ମାଟିଲଗ୍ନା ଚନ୍ଦନ ସମ୍ମାନ, ଟାଇମ୍ସ ୱାନ୍ କବିଶ୍ରୀ ସମ୍ମାନ, ମାଟିଲଗ୍ନା ଯୁବ କିଶଳୟ ସମ୍ମାନ ପ୍ରଦାନ କରା ଯାଇଛି । ଦେଓଗାଁ ସାହିତ୍ୟ ଘରର ସେ ଜଣେ ସକ୍ରିୟ ସଦସ୍ୟ । ନିକଟଭବିଷ୍ୟତରେ ଅନେକ ଗୁଡ଼ିଏ ପୁସ୍ତକ ପ୍ରକାଶିତ କରିବା ଲକ୍ଷ ରଖିଛନ୍ତି । ତାଙ୍କର ଏହି ସବୁ କାର୍ଯ୍ୟ ଆମ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରି ପାରିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   13-Apr-2026
  ଜିଲ୍ଲା  
ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   13-Apr-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   13-Apr-2026
  ଜିଲ୍ଲା  
ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   13-Apr-2026
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   13-Apr-2026
  ଜିଲ୍ଲା  
*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   12-Apr-2026
  ଜିଲ୍ଲା  
କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   12-Apr-2026
  ଜିଲ୍ଲା  
*ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   12-Apr-2026
  ଜିଲ୍ଲା  
ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି   12-Apr-2026
  ଜିଲ୍ଲା  
ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି   12-Apr-2026
  ଜିଲ୍ଲା  
ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ   12-Apr-2026
  ଜିଲ୍ଲା  
ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା   12-Apr-2026

You Might Also Like