-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
08-Nov-2025
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର) ଡାବୁଗାଁ ସଦର ମହକୁମା ସ୍ଥିତ ପଞ୍ଚାୟତ ପାଖ ଦୋକାନ ରୁ ଚୋରି ହେଇଥିବା ଦେଖିବକୁ ମିଳିଛି । ସୂଚନଯୋଗ୍ୟ ଡାବୁଗାଁ ର ସନ୍ୟାସୀ ଦଳେଇ ଦୋକାନ ବନ୍ଦ କରି ନିଜ ଘରକୁ ଯାଇଥିଲେ । ଆଜି ସକାଳ 8ଘଣ୍ଟା ସମୟରେ ଦୋକାନ ଖୋଲିବାକୁ ଆସିଥିବା ସମୟରେ ଦୋକାନ ଗୃହ କବାଟ ର ତାଲା ଭାଙ୍ଗି ଥିବା ଦେଖିବକୁ ପାଇଥିଲେ । ପରେ ସେ ତାଙ୍କ ପୁଅକୁ ଫୋନ କରିଥିଲେ । ତାଙ୍କ ପୁଅ ଶଙ୍କର ଆସି ଦେଖିଲେ ତାଲା ଭାଙ୍ଗି ଦୋକାନରୁ ପଇସା ଓ କିଛି ଜିନିଷ ଚୋରି ହୋଇଛି। ଏନେଇ ଶଙ୍କର ଡାବୁଗାଁ ଥାନାର ଏତଲା ଦେଇଛନ୍ତି । ଉକ୍ତ ଏତଲା କୁ ଭିତ୍ତିକରି ଥାନା କର୍ମଚାରୀ ତଦନ୍ତ ଜାରି ରଖିଛନ୍ତି ।