-+91-9937148622 |

prerana_bgr@rediffmail.com |

  Monday 18th May 2026 |

| | | |

R.N.I. Regd No. ODIODI/2010/46693

Breaking News

କଳା ପଲସର ଆତଙ୍କ ଆସିଲେ ଝାମ୍ପିଲେ   (18-May-2026)       ||      ବାଲି ମାଫିଆଙ୍କ ଘରେ ବଡ ଧରଣର ରେଡ୍, ୨୫ ଲକ୍ଷ ଟଙ୍କା ଜବତ   (18-May-2026)       ||      ପେଟ୍ରୋଲ ପମ୍ପରେ ସଙ୍କଟ, ଖୁଚୁରା ଦୋକାନରେ ଲିଟର ପିଛା ୧୪୦ ଟଙ୍କାରେ ବିକ୍ରି: ଅଞ୍ଚଳରେ ବଢ଼ୁଛି ଚର୍ଚ୍ଚା   (18-May-2026)       ||      କଟକ ଟାଙ୍ଗି ବ୍ଲକରେ ଅରିନ୍ଦମ ରାୟ ଓ ଅଭୟ ବରିକଙ୍କୁ ଗରଫ ଦାବିରେ ବ୍ଲକ୍ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ   (18-May-2026)       ||      ଆନ୍ତର୍ଜାତୀୟ ‘ଆର୍ଟ ଅଫ ଗିଭିଙ୍ଗ ଡେ’ ଅବସରରେ ଏକତ୍ରିତ ହେଲେ ଗ୍ରାମବାସୀ; ନିଃସ୍ୱାର୍ଥ ସେବାର ମହତ୍ତ୍ୱ ଉପରେ ଜୋର ଦେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (18-May-2026)       ||      ଦୁଲଦୁଲି କଲା ପରିଷଦ ପକ୍ଷରୁ ନବମ ଲୋକକଳା ଉତ୍ସଵ ୨୧ ରୁ    (18-May-2026)       ||      ସହରରେ ଆରମ୍ଭ ହେଲା କନଭେ ପାଟ୍ରୋଲିଂରାତି ସାଢ଼େ ୧୦ରେ ଦୋକାନ ବନ୍ଦ*   (18-May-2026)       ||      ପ୍ରବଳ ଗରମରେ ଘନ ଘନ ବିଦ୍ୟୁତ କାଟ୍ ଅଫିସରେ ଅଭିଯୋଗ କଲେ କାର୍ଣ୍ଣପାତ କରୁ ନଥିବା ଅଭିଯୋଗ    (18-May-2026)       ||      ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ     (17-May-2026)       ||      ଦଶମ ସିବିଏସସି ପରୀକ୍ଷାର ଏ-ୱାନ ଛାତ୍ର ଶିବାଶିସ ବାଘ ସମ୍ବର୍ଦ୍ଧିତ    (17-May-2026)       ||      ଓଡ଼ିଆ କବିତାରେ ନବରସ♦️ ସାହିତ୍ୟ ଅକାଦେମି ଏବଂ ଓଡିଶା ସାହିତ୍ୟ ଏକାଡେମୀର ଆବିଷ୍କାର କାର୍ଯ୍ୟକ୍ରମ    (17-May-2026)       ||      ୬୬ତମ ଓଡିଶା ରାଜ୍ୟ ସିିନିୟର ସୁଇମିଂ ଚମ୍ପିୟାନସିପ୍ ଉଦ୍‌ଯାପିତ   (17-May-2026)       ||      ୧୪ ବର୍ଷ ରୁ କମ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚମ୍ପିୟାନ ସିପ ର ଷଷ୍ଠ ଦିବସ   (17-May-2026)       ||      ଧର୍ମଗଡ଼ ଯାଦବ ଜିଲ୍ଲା ମହାସଭା କାର୍ଯ୍ୟାଳୟ ଉଦଘାଟନ ଓ ସମ୍ବର୍ଦ୍ଧନା ସଭା ।   (17-May-2026)       ||      ବରିଷ୍ଠ ନାଗରିକଙ୍କୁ ସ୍ୱତନ୍ତ୍ର ପରିଚୟ ପତ୍ର ବଣ୍ଟନ   (17-May-2026)       ||      ଡାବୁଗାଁ ରେ ଜଗନ୍ନାଥ ଲୋକ କଳା ପରିଷଦ ର ବୈଠକ   (17-May-2026)       ||      *ସୋନପୁର ଥାନାରେ ଜିଲ୍ଲା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକ ଙ୍କୁ ପରିଚୟ ପତ୍ର ପ୍ରଦାନ*-   (17-May-2026)       ||      ଟ୍ରାକ୍ଟର ଦୁର୍ଘଟଣା ରେ ଚାଷୀ ମୃତ।   (17-May-2026)       ||      *ମାନିଗାଁ ରେ ଆରମ୍ବ ହେଲା ନିଶା ମୁକ୍ତ ଅଭିଯାନ*   (17-May-2026)       ||      ଅପରାଧୀଙ୍କ ନିକଟରେ ଖୁବ୍ ଶୀଘ୍ର ପହଂଚି କାବୁ କରିବା ପାଇଁ ନୂଆବାଜର ଛକରେ ପୋଲିସ ପକ୍ଷରୁ ମକ ଡ୍ରିଲ୍   (17-May-2026)       ||     

HOME   ଜିଲ୍ଲା

ଜିଲ୍ଲା ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ: ଓକିଲାତି ବୃତ୍ତିର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ସହ ସମାଜରେ ଏହି ବୃତ୍ତିର ଗାରିମା କିପରି ବଜାୟ ରହି ପାରିବ ତାହାକୁ ଜଗିବା ଆମ ସମସ୍ତଙ୍କ ଦାୟିତ୍ଵ: ନରସିଂହ ମିଶ୍ର

08-Nov-2025



ଆଜି ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏକ ସାଧାରଣ ସଭା ଓ ସମ୍ବର୍ଦ୍ଧନା ଉତ୍ସବ  ସ୍ଥାନୀୟ ସିଭିଲ କୋର୍ଟ ବାର ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀରର ପୂର୍ବତନ ବିଧାୟକ ନରସିଂହ ମିଶ୍ର ଯୋଗ ଦେଇ ନିଜ ବକ୍ତବ୍ଯରେ ଅତୀତରେ ବଲାଙ୍ଗୀର ବାର୍ ର ଅନେକ ଆଇନଜୀବୀ ଓକିଲାତି ବୃତ୍ତିରେ ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ଜୁଡିସିଆଲ ସାର୍ଭିସ  କ୍ଷେତ୍ରରେ ସୁନାମ ଅର୍ଜନ କରିସାରିଛନ୍ତି ବୋଲି କହିଥିଲେ l ଓକିଲାତି ବୃତ୍ତିର ମୂଲ୍ୟବୋଧ, ପୂର୍ବ ମାନ ଓ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ସହ ସମାଜରେ ଏହି ବୃତ୍ତିର ଗାରିମା କିପରି ବଜାୟ ରହି ପାରିବ ତାହାକୁ ଜଗିବା ଆମ ସମସ୍ତଙ୍କ ଦାୟିତ୍ଵ ବୋଲି ମୁଖ୍ୟ ଅତିଥି ଶ୍ରୀ ମିଶ୍ର ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l ଏହି ଅବସରରେ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ୧୭ଜଣ ବ୍ୟକ୍ତିବିଶେଷଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ସାମ୍ବାଦିକତା କ୍ଷେତ୍ରରେ ପ୍ରମେୟ ର  କେବିକେ ବ୍ୟୁରୋ ଚିଫ୍ ଅଖିଳ ହୋତା, ଧରିତ୍ରୀ ଖବରକାଗଜର ବିରେନ୍ଦ୍ର ଝଙ୍କାର, ଇଂରାଜୀ ଖବରକାଗଜ 'ଦି ପାଓନିଅର' ର  ସୁଧୀର ମିଶ୍ର , ବିଦେଶରେ ଓଡିଶୀ ନୃତ୍ୟ କରି ଚର୍ଚ୍ଚିତ ଥିବା ଦୁଇ ପ୍ରତିଭା ପ୍ରିୟଂଶା ସାହୁ, କ୍ରିଷ୍ଣା ଠାକୁର, ଉଚ୍ଚାଙ୍ଗ ସାହିତ୍ୟ କ୍ଷେତ୍ରରେ ଶ୍ରୀନିବାସ ଉଦଗାତା, ଜଗଦାନନ୍ଦ ଛୁରିଆ,  ପ୍ରହଲ୍ଲାଦ ସତପଥୀ, ଦେବେନ୍ଦ୍ର ନାଏକ, କ୍ରୀଡା କ୍ଷେତ୍ରରେ ସୁଶ୍ରୀ ଆନନ୍ଦିନୀ ଦର୍ଜି,  ସମାଜସେବା କ୍ଷେତ୍ରରେ ବିକ୍ରମାନନ୍ଦ ବହିଦାର, ଅଶୋକ ରଥ, କାହ୍ନା ସତପଥୀ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡ. ଜ୍ୟୋତ୍ସ୍ନାମୟୀ ମହାପାତ୍ର, ସଙ୍ଗୀତ କ୍ଷେତ୍ରରେ  ଜୀବନବ୍ୟାପୀ ସାଧନା ପାଇଁ ଗୁରୁଶ୍ରୀ ଘାସିରାମ ମିଶ୍ର ଓ କଳା କ୍ଷେତ୍ରରେ ବିଥିକା ଚାଟାର୍ଜୀ ଓ ଅଜୟ ମହାନ୍ତି ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସଂଘର ପ୍ରମୋଦ ତ୍ରିପାଠୀ ସଞ୍ଜୟ ଭୋଇ,ଶଙ୍କର ମିଶ୍ର, ସଙ୍ଗୀତା ମାଝୀ, ସୁଶାନ୍ତ ବାଗ, ସୁବାଷ ନନ୍ଦ, ଅଶୋକ ରାଉତ, ମଳୟ ଗଡତ୍ୟା ମାନପତ୍ର ପଠନ କରିଥିବା ବେଳେ କାର୍ଯ୍ୟକ୍ରମକୁ ସଫଳ କରିବାରେ ଜିଲ୍ଲା ଓକିଲ ସଂଘର ଉପସଭାପତି ସୁଧାଂଶୁ ଦେଓ, କୋଷାଧ୍ୟକ୍ଷ ସମୀର ମିଶ୍ରଙ୍କ ସମେତ କାର୍ଯ୍ୟକାରୀ କମିଟିର ସଭ୍ଯ  ସଞ୍ଜୟ ଭୋଇ, ଦୀପ୍ତି ଶର୍ମା, ସବିତା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ l ଏହି ଉତ୍ସବରେ ଜିଲ୍ଲା ଓକିଲ ସଂଘର ବହୁ ସଭ୍ଯ ସଭ୍ୟା ଯୋଗ ଦେଇଥିଲେ l ବରିଷ୍ଠ  ଆଇନଜୀବୀ ଜୟକୃଷ୍ଣ ସାହୁ ସଭାକୁ ସଂଯୋଜନା କରିଥିବା ବେଳେ ସଂଘର ସମ୍ପାଦକ ସଞ୍ଜୟ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
କଳା ପଲସର ଆତଙ୍କ ଆସିଲେ ଝାମ୍ପିଲେ   18-May-2026
  ଜିଲ୍ଲା  
ବାଲି ମାଫିଆଙ୍କ ଘରେ ବଡ ଧରଣର ରେଡ୍, ୨୫ ଲକ୍ଷ ଟଙ୍କା ଜବତ   18-May-2026
  ରାଜ୍ୟ  
ପେଟ୍ରୋଲ ପମ୍ପରେ ସଙ୍କଟ, ଖୁଚୁରା ଦୋକାନରେ ଲିଟର ପିଛା ୧୪୦ ଟଙ୍କାରେ ବିକ୍ରି: ଅଞ୍ଚଳରେ ବଢ଼ୁଛି ଚର୍ଚ୍ଚା   18-May-2026
  ଜିଲ୍ଲା  
କଟକ ଟାଙ୍ଗି ବ୍ଲକରେ ଅରିନ୍ଦମ ରାୟ ଓ ଅଭୟ ବରିକଙ୍କୁ ଗରଫ ଦାବିରେ ବ୍ଲକ୍ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ   18-May-2026
  ରାଜ୍ୟ  
ଆନ୍ତର୍ଜାତୀୟ ‘ଆର୍ଟ ଅଫ ଗିଭିଙ୍ଗ ଡେ’ ଅବସରରେ ଏକତ୍ରିତ ହେଲେ ଗ୍ରାମବାସୀ; ନିଃସ୍ୱାର୍ଥ ସେବାର ମହତ୍ତ୍ୱ ଉପରେ ଜୋର ଦେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   18-May-2026
  ଜିଲ୍ଲା  
ଦୁଲଦୁଲି କଲା ପରିଷଦ ପକ୍ଷରୁ ନବମ ଲୋକକଳା ଉତ୍ସଵ ୨୧ ରୁ   18-May-2026
  ଅପରାଧ  
ସହରରେ ଆରମ୍ଭ ହେଲା କନଭେ ପାଟ୍ରୋଲିଂରାତି ସାଢ଼େ ୧୦ରେ ଦୋକାନ ବନ୍ଦ*   18-May-2026
  ରାଜ୍ୟ  
ପ୍ରବଳ ଗରମରେ ଘନ ଘନ ବିଦ୍ୟୁତ କାଟ୍ ଅଫିସରେ ଅଭିଯୋଗ କଲେ କାର୍ଣ୍ଣପାତ କରୁ ନଥିବା ଅଭିଯୋଗ    18-May-2026
  ଜିଲ୍ଲା  
ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ    17-May-2026
  ଜିଲ୍ଲା  
ଦଶମ ସିବିଏସସି ପରୀକ୍ଷାର ଏ-ୱାନ ଛାତ୍ର ଶିବାଶିସ ବାଘ ସମ୍ବର୍ଦ୍ଧିତ   17-May-2026
  ରାଜ୍ୟ  
ଓଡ଼ିଆ କବିତାରେ ନବରସ♦️ ସାହିତ୍ୟ ଅକାଦେମି ଏବଂ ଓଡିଶା ସାହିତ୍ୟ ଏକାଡେମୀର ଆବିଷ୍କାର କାର୍ଯ୍ୟକ୍ରମ   17-May-2026
  ରାଜ୍ୟ  
୬୬ତମ ଓଡିଶା ରାଜ୍ୟ ସିିନିୟର ସୁଇମିଂ ଚମ୍ପିୟାନସିପ୍ ଉଦ୍‌ଯାପିତ   17-May-2026

You Might Also Like