-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||     

HOME   ରାଜ୍ୟ

ଡୁଙ୍ଗୁରିପାଲିରେ ନକଲି ସାର; କୃଷି ବିଭାଗ ନିଦାବିଷ୍ଣୁ

04-Aug-2025



ଡୁଙ୍ଗୁରିପାଲି(ଅରବିନ୍ଦମିଶ୍ର): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଏକ କୃଷିବହୁଳ ଅଞ୍ଚଳ । ବିନିକା ଓ ଡୁଙ୍ଗୁରିପାଲି ବ୍ଲକକୁ ନେଇ କୃଷି ଜିଲା ରହିଛି। ଏହାର କାର୍ଯ୍ୟାଳୟ ଡୁଙ୍ଗୁରିପାଲିରେ ରହିଥ‌ିବା ବେଳେ ଉଭୟ ବ୍ଲକ ପାଇଁ ଏହା କାର୍ଯ୍ୟ କରିଥାଏ। ହୀରାକୁଦ କେନାଳ ଜଳସେଚିତ ଅଞ୍ଚଳ ରହିଥ‌ିବା ବେଳେ ବିନିକା ବ୍ଲକ ମହାନଦୀ କୂଳରେ । ଡୁଙ୍ଗୁରିପାଲି ବ୍ଲକ ଅଙ୍ଗ ନଦୀ ରହିଥ‌ିବାରୁ ଉଭୟ ବ୍ଲକ କେନାଲ ଓ ନଦୀ ପାଣିରେ ଚାଷ କରିଥାନ୍ତି । ବଡବଡ ଚାଷୀ ମଧ୍ୟ ଏହି ଅଞ୍ଚଳରେ ରହିଛନ୍ତି । ଚାଷୀମାନଙ୍କୁ ବିଭିନ୍ନ ସମୟରେ ନକଲି ବିହନ ଧାନଠାରୁ ଆରମ୍ଭ କରି କୀଟନାଶକ ଔଷଧ, ସାର ଅଡୁଆରେ ପକାଇ ଥାଏ । ଚାଷୀମାନଙ୍କୁ ବିଭିନ୍ନ ଲୋଭଦେଖାଇ ଏହି ଅଞ୍ଚଳରେ ଅନେକ ଗୁଡ଼ିଏ ସାର ଓ କୀଟନାଶକ ଦୋକାନ ରହିଛି । ଛତୁଫୁଟିଲା ଭଳି ଦୋକାନ ଗୁଡ଼ିକୁ ଅଧିକାରୀମାନେ ଲାଇସେନ୍ସ ପ୍ରଦାନ କରିଛନ୍ତି। ଲାଇସେନ୍ସ ପ୍ରଦାନ ପରେ ସେମାନ କେଉଁ କଂପାନୀର ସାର, କୀଟନାଶକ, ବିହନ ବିକ୍ରି କରୁଛନ୍ତି ଏହା ଉପରେ ବିଭାଗ ଧ୍ୟାନ ଦେଉ ନାହାନ୍ତି । ସାଉଁଟି ଆଣିଲା ଭଳି ବିଭିନ୍ନ କମ୍ପାନୀର ଷ୍ଟିକର ବ୍ୟବହାର କରି ନିରୀହ ଚାଷୀମାନଙ୍କୁ ଲୁଟି ଚାଲିଛନ୍ତି । ଆଜି ଯିଏ ସାମାନ୍ୟ ଦୋକାନ ଟିଏ କରିଛି, କିଛି ବର୍ଷ ତଳେ କାହିଁରେ କାହିଁ ଚଳୁଛି। ଗାଡି ମଟର, ବଙ୍ଗଳା ଠିକା କରିବା ସହ ବିଦେଶ ବୁଲି ଯିବାର ଅଫର କମ୍ପାନୀଠାରୁ ପାଉଛନ୍ତି। ଅନ୍ୟ ପକ୍ଷରେ ଚାଷୀ ଶୋଷଣର ଶୀକାର ହେଉଛନ୍ତି। ବିଭାଗୀୟ ଅଧିକାରୀମାନେ ମଧ୍ଯ ବିଭିନ୍ନ ସମୟରେ ନାମକୁ ମାତ୍ର ଚଢ଼ଉ, ତଦନ୍ତ କରି ମାସିକିଆ କୋଟାରୁ ଆରମ୍ଭ କରି ପଦ ଅନୁସାରେ ୬ମାସିଆ କୋଟାରେ ଚାଷୀଙ୍କ ସ୍ବାର୍ଥକୁ ବିକ୍ରି କରି ଦେଉଛନ୍ତି । ଏହି ଅଞ୍ଚଳରେ କେତେକ ଦୋକାନରେ ନ‌କଲି ସାର କାରବାର ଚାଲିଥିବା ଆଲୋଚନା ହେଉଛି । ବର୍ତ୍ତମାନେ ଚାଷୀ ଗ୍ରାମର ସାର ୨୮-୨୮-୦ର ଆବଶ୍ୟକତା ବାରୁ କେତେକ ଦୋକାନୀ ଉକ୍ତ ବସ୍ତାର ଲଗୋ ଥିବା ବ୍ୟବହାର କରି ୨୦-୨୦-୦ ସାରକୁ ଭକ୍ତ ବସ୍ତାରେ ବିକ୍ରି କରି ଲାଭବାନ ହେଉଛନ୍ତି । ଏହି ଖବର ବିଭାଗୀୟ ଅଧିକାରୀ ମାନଙ୍କ ପାଖରେ ଥିଲେ ମଧ୍ୟ ଚୁପ । ଚାପରେ ଚେପା ବିଭାଗ ନା ଭିତରି ସଲସୁତୁରା ଚାଲିଛି ବୋଲି ଆଲୋଚନା ହେଉଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026

You Might Also Like