-+91-9937148622 |
prerana_bgr@rediffmail.com |
Thursday 10th July 2025 |
R.N.I. Regd No. ODIODI/2010/46693
Breaking News
18-Jun-2025
କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲଙ୍କ ରିପୋର୍ଟ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ବାରନ୍ଧାପଡା ପଞ୍ଚାୟତ ଅନ୍ତର୍ଗତ ବଉପଙ୍ଗା ଘିଉଗାଡି ଗାଁର ମନ୍ଧ ଦିଗାଲ ନିଜ ମା ସ୍ତ୍ରୀ ପୁଅ ଝିଅ ମାନଙ୍କୁ ନେଇ ଦୀର୍ଘ ବର୍ଷରୁ ଭଙ୍ଗା କାନ୍ଥ ଦଦରା କୁଡ଼ିଆରେ ରହି ଆସୁଛନ୍ତି। ଗାଁ ଲୋକ ଓ ପରିବାର କହିବା ଅନୁସାରେ ଦିର୍ଘ ବର୍ଷରୁ ପାଞ୍ଚ ଜଣ ସଦସ୍ୟ ବର୍ଷା ଖରାରେ ଏହି ଝାଟିମାଟି କୁଡ଼ିଆରେ ଦିନ କାଟୁଛନ୍ତି। କିନ୍ତୁ ଦୁଃଖର ବିଷୟ ସରକାର ଗରିବ ହିତାଧିକାରୀଙ୍କ ପାଇଁ ଅନେକ ଯୋଜନା ମାଧ୍ୟମରେ