-+91-9937148622 |

prerana_bgr@rediffmail.com |

  Monday 19th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||     

HOME   ଜିଲ୍ଲା

ଆର୍ଟ ଅଫ ଗିଭିଙ୍ଗ ର ୧୨ ତମ ଆନ୍ତଃର୍ଜାତୀକ ଦିବସ

18-May-2025



ରାୟଗଡା (ସୁପ୍ରିୟା ଷଡଙ୍ଗୀ)
 ମହା ଆଡମ୍ବର ସହକାରେ ଆର୍ଟ ଅଫ ଗିଭିଙ୍ଗ ର ୧୨ ତମ 
ଆନ୍ତଃର୍ଜାତୀକ ଦିବସ ରାୟଗଡା ସହରରେ ଉତ୍ସାହ ଓ ଉଦ୍ଦିପନା ର ସହିତ ପାଳନ କରାଯାଇଛି ଏହି ଅବସରରେ ସମାଜରେ ଶାନ୍ତି ଓ ଆନନ୍ଦ ବିସ୍ତାର କରିବା ର ଏକ ସୁନ୍ଦର ଦର୍ଶନ କୁ ପ୍ରତ୍ସୋହିତ  କରାଯାଇଥିଲା .୨୦୧୩  ମସିହାରେ ଆରମ୍ଭ ହୋଇଥିବା ଏହି କର୍ ମାଧ୍ୟମରେ ସମାଜରେ ଦୟା , ସେବା ଓ ନିଃସ୍ବାର୍ଥପର ଦାନ ର ମହତ୍ବ  କୁ ସମସ୍ତଙ୍କ ନିକଟରେ ପହଞ୍ଚେଇବାକୁ ଚେଷ୍ଟା କରାଯାଇଛି  । 
ରାୟଗଡା ବ୍ଳକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମର ସଂଯୋଜକ ରାୟଗଡା କଳିଙ୍ଗ ଟିଭି ବ୍ୟୁରୋହେଡ ଅମୂଲ୍ୟ ରତ୍ନ ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା  । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ନିହାର ରଂଜନ କହଁର ଯୋଗଦେଇ ଆର୍ଟ ଅଫ ଗିଭିଙ୍ଗ ର ମହତ୍ବ ଏବଂ ଏହାକୁ ଆଗକୁ ନେବାରେ କିସ୍ , କିଟ ଓ କିମସ ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ନିରବଛିନ୍ନ ଉଦ୍ୟମ ଓ ବଦାନ୍ୟତା ନେଇ ଉଦବୋଧନ ଦେଇଥିଲେ   । କିସ ଅବିଭାବକ ସଂଘ ର ସଭାପତି  ମାଝି ପିଡିକାକା ସମ୍ମାନୀତ ଅତିଥି  , ଅନ୍ୟତମ  ଅତିଥି ଭାବେ  ବୁଡୁ କୋଣ୍ଡାଗିରି ମଞ୍ଚାସୀନ ହୋଇଥିଲେ  । ଏହି ଅବସରରେ ମୂଖ୍ୟ ଅତିଥି ରାୟଗଡା ଅତିରିକ୍ତ ଜିଲ୍ଲାପାଳ ନିହାର ରଂଜନ କହଁର ଓ ଉତ୍କଳ ଆଲୁମିନାର ମାନବସମ୍ବଲ ବିକାଶ ର ସାଧାରଣ ପରକିଚାଳକ ପିତାମ୍ବର ବେହେରା ଙ୍କୁ  ମଧ୍ୟ   ସମ୍ମାନୀତ କରାଯାଇଥିଲା  । ଡଃ ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ଲିଖିତ ପୁସ୍ତକ ଆର୍ଟ ଅଫ ଗିଭିଙ୍ଗର ଶୁଭ ଉଦ୍ମୋଚନ ମଧ୍ୟ କରାଯାଇଥିଲା  । ଏହି  ଅବସରରେ ରାୟଗଡା ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ହେଉଥିବା ଏନ୍.ସି.ସି କ୍ୟାମ୍ପରେ ଆର୍ଟ ଅଫ୍ ଗିଭିଙ୍ଗର ବାର୍ତା ପହଞ୍ଚେଇବା ପାଇଁ  ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା  ।

ଏହି କାର୍ଯ୍ୟକ୍ରମରେ  ସହ ସହ ଏନ୍.ସି.ସି ର ଛାତ୍ରୀ ମାନେ ଉପସ୍ତିତ ରହି ଜଣେ ଅନ୍ୟକୁ ସହାୟତା  ଦେବାର କଳା କୁ କିଭଳି ଡଃ ଅଚ୍ୟୁତ ସାମନ୍ତ ସମଗ୍ର ବିଶ୍ବରେ ପରିବ୍ୟାପ୍ତ କରିଛନ୍ତି ସେଥିନେଇ ଆଲୋଚନା କରିଥିଲେ । ଏନ୍.ସି.ସି ର କ୍ୟାପଟେନ ରୀତାରାଣୀ ମିଶ୍ର ଏହି ସମସ୍ତ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ  ।ସେହିଭଳି  ସେବା ସମାଜ ବାଳିକା ଅନାଥ ଆଶ୍ରମ ପରିସରରେ ଅନୁଷ୍ଠିତ ମଧ୍ୟ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏହି ସେବା ସମାଜ ବାଳିକା ଅନାଥ ଆଶ୍ରମ ପରିସରରେ ଉପସ୍ଥିତ ଛାତ୍ରି ମାନଙ୍କୁ ନେଇ ଏକ  ସଚେତନତା କାର୍ୟ୍କରମ କରାଯାଇଥିଲା  । ଉପସ୍ଥିତ ଛାତ୍ରାମାନଙ୍କୁ କିସ ଅନୁଷ୍ଠାର ପୂର୍ବତନ ଛାତ୍ରୀ ଅମରାବତି ଉଲାକା , କଲ୍ୟାଣସିଂପୁର ବ୍ଳକର କନିଷ୍ଠ ଯନ୍ତ୍ରୀ ପତି ଗିରିଜା ସଙ୍କର ପତି ଓ ଖଲଇଙ୍ଗ ଟିଭିର ବ୍ୟୁରୋହେଡ ଙ୍କ ତରଫରୁ ଅନୁଷ୍ଠାର ଅନ୍ତେବାସୀ ଙ୍କୁ ଉପହାର ପ୍ରଦାନ କରାଯାଇଥିଲା  ।   ଏହି ଅବସରରେ ଉପସ୍ଥିତ ଛାତ୍ରୀମାନଙ୍କୁ କିସ୍ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ଚିନ୍ତାଧାରା  , ଆଦର୍ଶ ଓ ସେବା ମନୋଭାବରେ ଉପତସ୍ଥିତ ଛାତ୍ରୀମାନେ କିଭଳି  ପ୍ରେରଣା ପାଇବେ ସେଥିନେଇ ଆଲୋଚନା ହୋଇଥିଲା  ।  ଏହି କାର୍ୟକ୍ରମରେ ରାଜେସ୍ବରୀ ଦଳାଇ , ଦିପ୍ତିମୟୀ ପ୍ରଧାନ ଓ ସବିତା ଶବରର ସହଯୋଗ କରିଥିଲେ ।  କିସ ଅନୁଷ୍ଠାନର ଜିଲା ସଂଯୋଜକ ରୋନୀତ ସବର ସମସ୍ଥ କାର୍ୟ୍ୟକ୍ରମ କୁ ପରିଚାଳନା କରିବା ସହିତ ଉପସ୍ତିତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026
  ଜିଲ୍ଲା  
ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   18-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   18-Oct-2026
  ଜିଲ୍ଲା  
*ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   18-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   18-Oct-2026
  ଜିଲ୍ଲା  
ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   18-Oct-2026
  ରାଜ୍ୟ  
ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   18-Oct-2026

You Might Also Like