-+91-9937148622 |

prerana_bgr@rediffmail.com |

  Wednesday 25th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଗଲପୁର ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ   (25-Nov-2026)       ||      ଡୁଙ୍ଗୁରିପାଲିରେ ରାଜ୍ କରୁଛି ନକଲି   (25-Nov-2026)       ||      ଛାଡ଼ଖାଇକୁ ନେଇ ଆମିଷ ବଜାରରେ ଉତ୍ସବର ମାହୋଲ   (25-Nov-2026)       ||      ଶୀତ ଋତୁରେ ଅସହାୟଙ୍କ ପାଇଁ ସହଯୋଗ ଫାଉଣ୍ଡେସନର ସହାୟତାର ହାତ   (25-Nov-2026)       ||      ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ   (25-Nov-2026)       ||      ବାଞ୍ଜିପାଲିରେ ନିମ୍ବାର୍କ ଜୟନ୍ତି ପାଲିତ   (25-Nov-2026)       ||      *ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ ଶିଶୁକନ୍ୟାର ମୃତଦେହ*   (25-Nov-2026)       ||      ସିନାପାଲି ହାଇସ୍କୁଲପଡ଼ା ରେ ମା’ ମହାଲକ୍ଷ୍ମୀଙ୍କ ଭବ୍ୟ ପୂଜା ମହୋତ୍ସବ    (25-Nov-2026)       ||      ଦରଦାମ୍ ବୃଦ୍ଧି ପ୍ରତିବାଦରେ ଓଡ଼ିଶା ଜନତା କଂଗ୍ରେସର ବିଧାନସଭା ଘେରାଉ ଇଂ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ବିକ୍ଷୋଭ; ଦରଦାମ୍ ନିୟନ୍ତ୍ରଣ ଦାବିରେ ସରକାରଙ୍କ ବିରୋଧରେ ଗର୍ଜିଲା ଓଜେସି   (25-Nov-2026)       ||      ଧାନ ସଂଗ୍ରହରୁ ଚାଉଳ ଯୋଗାଣ ପର୍ଯ୍ୟନ୍ତ ସମସ୍ୟାରେ ଘାଣ୍ଟି ହେଉଛନ୍ତି ମିଲର୍ସ♦️ ମିଲର୍ସଙ୍କ ୧୨ ଦଫା ଦାବି ପୂରଣ ପାଇଁ ଦାବି    (25-Nov-2026)       ||      ବଡଦେଓ ଦେବ ଲୋକ ନାଟକ ମ‌ହୋସବ- ୨୦୨୬ କାର୍ଯ୍ୟକ୍ରମ   (24-Nov-2026)       ||      ୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬   (24-Nov-2026)       ||      ଓଡ଼ିଶାକୁ ଋଣରେ ବୁଡ଼ାଇ ଦେଉଛନ୍ତି ମୋହନ ମାଝୀ ସରକାର: କଂଗ୍ରେସ   (24-Nov-2026)       ||      ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ ସାମାଜିକ ସାଂସ୍କୃତିକ ସଂଘ ପକ୍ଷରୁ ହାଇସ୍କୁଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ   (24-Nov-2026)       ||      ପର୍ଲିମାଲ ବିରାଟ ବାଲିଯାତ୍ରା ପାଇଁ କଳସ ଯାତ୍ରା   (24-Nov-2026)       ||      କୋକସରା ବଡ଼ ପଡା ଠାରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ପାଳିତ   (24-Nov-2026)       ||      *କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କେଲିଆ ଝାଡେଶ୍ବର ଶୈବପୀଠ ରେ ଭକ୍ତଙ୍କ ଭିଡ଼*   (24-Nov-2026)       ||      ବାଞ୍ଜିପାଲିରେ ନିମ୍ବାର୍କ ଜୟନ୍ତୀ ପାଳିତ    (24-Nov-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ହସ୍ତକ୍ଷେପ: ଭାଲୁ ଆକ୍ରମଣ ଦ୍ଵାରା ଆହତ ଦୁଇ ପୀଡ଼ିତଙ୍କୁ ମିଳିଲା କ୍ଷତିପୂରଣ   (24-Nov-2026)       ||      ହରଡ଼ାଟାଳରେ ତ୍ରିଦିବସୀୟ ପୁରୋହିତ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ♦️ବୈଦିକ ଜ୍ଞାନର ପ୍ରସାର ଓ ନୂତନ ପୁରୋହିତ ସୃଷ୍ଟି ଉପରେ ଗୁରୁତ୍ୱ   (24-Nov-2026)       ||     

HOME   ଜିଲ୍ଲା

ନବରଙ୍ଗପୁର ଜିଲ୍ଲାରେ ପୁଣି ଲୋଭ ଜିହାଦ ର ଶିକାର ହେଲେ ଜଣେ ଆଦିବାସୀ ନାବାଳିକା ଝିଅ

26-Apr-2025



ନବରଙ୍ଗପୁର (ମିହିର ଶଙ୍କର ପାତ୍ର)
ଲଭ ସେକ୍ସ ଓର ଧୋକା ଏହି  ଜାଲରେ ଏବେ ନିରୀହ ଆଦିବାସୀ ଝିଅ, ଏଭଳି ଏକ ଘଟଣା ଏବେ ସମଗ୍ର ଜିଲ୍ଲା କୁ ସ୍ତବ୍ଧ କରିଦେଇଛି, ଆଦିବାସୀ  ପରଜା ସମ୍ପ୍ରଦାୟ ର ଜଣେ ୧୬ ବର୍ଷୀୟା ନାବାଳିକା ଝିଅ କୁ ପ୍ରଥମେ ନିଜ ପ୍ରେମ ଜାଲରେ ଫସେଇ ତାକୁ ଗର୍ଭବତୀ କରେଇବା ପରେ ଏବେ ତାକୁ କାମନା ଲାଳସା ଚରିତାର୍ଥ କରୁଥିବା ଏକ କଣ୍ଢେଇ ଭଳି ବ୍ୟବହାର କରୁଥିଲା ହିର୍ଲି ଅଞ୍ଚଳର ଜଣେ ମୁସଲମାନ ଯୁବକ ଶେଖ ଆଲାମ ହୁସେନ, ସ୍ଥାନୀୟ ଜଣେ ସମାଜ ସେବୀ ଅସହାୟ ନାବାଳିକା ଜଣକର କରୁଣ କାହାଣୀ ଶୁଣି ଚାଇଲଡ ଲାଇନ ସହାୟତାରେ ନାବାଳିକା କୁ ଉଦ୍ଧାର କରି ସିଡବ୍ଲୁସି ର ଦ୍ୱାରସ୍ତ ହେବା ପରେ ଜଣା ପଡିଥିଲା ସମସ୍ତ ଘଟଣା, ସୂଚନା ଅନୁଯାୟୀ ଗତ ଏକ ବର୍ଷ ତଳେ ହିର୍ଲି ଅଞ୍ଚଳର  ଶେଖ ଆଲାମ ହୁସେନ ନାମକ  ଜଣେ ଯୁବକ ଆଦିବାସୀ ସମ୍ପ୍ରଦାୟ ର ଜଣେ ନାବାଳିକା ଙ୍କୁ ନିଜ ପ୍ରେମ ଜାଲରେ ଫସେଇ ତାକୁ ନେଇଯାଇଥିଲା, ନାବାଳିକା ଜଣକ ନିଖୋଜ ଥିବା ନେଇ ପରିବାର ଲୋକେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ, ପୋଲିସ ଉଭୟ ନାବାଳିକା ଏବଂ ଯୁବକଙ୍କୁ ଉଦ୍ଧାର କରି ଆଣିଥିଲେ, ଥାନରେ ଉଭୟ ପରିବାର ର ଆପୋଷ ବୁଝାମଣା ରେ ନାବାଳିକା ଜଣକ ତାଙ୍କ ନିଜ ବାପା ମା ଙ୍କ  ଘରେ ରହିବେ ବୋଲି ରାଜିନାମା ହେବା  ଥାନାରୁ ଫେରିଥିଲେ, ଏବେ କିନ୍ତୁ ସବୁ ଓଲଟା ହେଇଯାଇଛି, ବର୍ଷେ ପରେ ମଧ୍ୟ ଯୁବକ ଜଣକ ନାବାଳିକାର ପିଛା ଛାଡି ନଥିଲା ପୁଣି ମିଠା କଥା କହି ନିଜ ପ୍ରେମ ଜାଲରେ ଫସେଇ ନାବାଳିକା କୁ ଏବେ ଗର୍ଭବତୀ କରେଇଛି,  କେବଳ ନିଜର କାମନା ଲାଳସା ଚରିତାର୍ଥ କରିବା ପାଇଁ ନାବାଳିକା ର ଶରୀର କୁ ଉପଭୋଗ କରିବା ପାଇଁ ଯୁବକ ଝିଅ ଟିକୁ ତା ଘର କୁ ନେଉଛି ପରେ ପୁଣି ଝିଅ ଘରେ ଆଣି ଛାଡି ଦେଉଛି ବର୍ତ୍ତମାନ ନାବାଳିକା ଜଣକ ଅଢେଇ ମାସର ଗର୍ଭବତୀ ଥିବା ଜଣାପଡିଛି, ସମାଜସେବୀ ଙ୍କ ଦ୍ୱାରା ନାବାଳିକା ଉଦ୍ଧାର ହେଇ cwc ର ଦ୍ୱାରସ୍ତ ହେବା ପରେ ଏ ସବୁ କାହାଣୀ ଜଣା ପଡିଥିଲା, cws କମିଟି ନାବାଳିକା ର ସତ୍ୟାସତ୍ୟ ତଦନ୍ତ କରିବା ପରେ ଯୁବକ ଙ୍କ ବିରୁଦ୍ଧ ରେ ପୋକ୍ସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଵା ପାଇଁ ଲିଖିତ ଭାବେ ଜଣାଇଛନ୍ତି, ନ୍ୟାୟ ପାଇବା ଆଶାରେ ଅପେକ୍ଷା କରିଛନ୍ତି ନିରୀହ ଆଦିବାସୀ ନାବାଳିକାର ପରିବାର।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଗଲପୁର ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ   25-Nov-2026
  ଜିଲ୍ଲା  
ଡୁଙ୍ଗୁରିପାଲିରେ ରାଜ୍ କରୁଛି ନକଲି   25-Nov-2026
  ଜିଲ୍ଲା  
ଛାଡ଼ଖାଇକୁ ନେଇ ଆମିଷ ବଜାରରେ ଉତ୍ସବର ମାହୋଲ   25-Nov-2026
  ଜିଲ୍ଲା  
ଶୀତ ଋତୁରେ ଅସହାୟଙ୍କ ପାଇଁ ସହଯୋଗ ଫାଉଣ୍ଡେସନର ସହାୟତାର ହାତ   25-Nov-2026
  ଜିଲ୍ଲା  
ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ   25-Nov-2026
  ଜିଲ୍ଲା  
ବାଞ୍ଜିପାଲିରେ ନିମ୍ବାର୍କ ଜୟନ୍ତି ପାଲିତ   25-Nov-2026
  ଜିଲ୍ଲା  
*ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ ଶିଶୁକନ୍ୟାର ମୃତଦେହ*   25-Nov-2026
  ଜିଲ୍ଲା  
ସିନାପାଲି ହାଇସ୍କୁଲପଡ଼ା ରେ ମା’ ମହାଲକ୍ଷ୍ମୀଙ୍କ ଭବ୍ୟ ପୂଜା ମହୋତ୍ସବ   25-Nov-2026
  ରାଜ୍ୟ  
ଦରଦାମ୍ ବୃଦ୍ଧି ପ୍ରତିବାଦରେ ଓଡ଼ିଶା ଜନତା କଂଗ୍ରେସର ବିଧାନସଭା ଘେରାଉ ଇଂ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ବିକ୍ଷୋଭ; ଦରଦାମ୍ ନିୟନ୍ତ୍ରଣ ଦାବିରେ ସରକାରଙ୍କ ବିରୋଧରେ ଗର୍ଜିଲା ଓଜେସି   25-Nov-2026
  ଜିଲ୍ଲା  
ଧାନ ସଂଗ୍ରହରୁ ଚାଉଳ ଯୋଗାଣ ପର୍ଯ୍ୟନ୍ତ ସମସ୍ୟାରେ ଘାଣ୍ଟି ହେଉଛନ୍ତି ମିଲର୍ସ♦️ ମିଲର୍ସଙ୍କ ୧୨ ଦଫା ଦାବି ପୂରଣ ପାଇଁ ଦାବି   25-Nov-2026
  ଜିଲ୍ଲା  
ବଡଦେଓ ଦେବ ଲୋକ ନାଟକ ମ‌ହୋସବ- ୨୦୨୬ କାର୍ଯ୍ୟକ୍ରମ   24-Nov-2026
  ଜିଲ୍ଲା  
୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬   24-Nov-2026

You Might Also Like