-+91-9937148622 |

prerana_bgr@rediffmail.com |

  Sunday 31st May 2026 |

| | | |

R.N.I. Regd No. ODIODI/2010/46693

Breaking News

ବଙ୍ଗୋମୁଣ୍ଡା ପଂଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ରେ ଆରମ୍ଭ ହେଲା ବିଜ୍ଞାନ ପାଠ୍ୟକ୍ରମ    (31-May-2026)       ||      ବାଲିଯାତ୍ରା ତଳ ପଡିଆରେ ପ୍ରେମୀ ଯୁଗଳଙ୍କ ଭିଡ ପଡ଼ିଆରେ ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ   (31-May-2026)       ||      ଯୁବୋଦୟ ଭିକ୍ଟର ୨୦୨୬♦️ +୨ବିଜ୍ଞାନରେ ୯୦ ପ୍ରତିଶତ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା    (30-May-2026)       ||      ପ୍ରେମ ପାଇଁ ଯୁବକ ଉପରେ ଚଢ଼ାଇ ଦେଲେ ଥାର ଗାଡି|   (30-May-2026)       ||      ନିର୍ମାଣ ସଂସ୍ଥା ବସ ଧକ୍କାରେ ଯୁବତୀ ମୃତ   (30-May-2026)       ||      ମୈଦଳପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ   (30-May-2026)       ||      ନର୍ଲା ପି,ଏସ,ଡିଗ୍ରୀ କଲେଜ ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ ଓ ବରିଷ୍ଟ କିରାଣୀ ସନ୍ତୋଷ ନାଏକଙ୍କୁ ଭାବବିହୋଲ ବିଦାୟକାଳୀନ ସମ୍ବର୍ଦ୍ଧନା   (30-May-2026)       ||      ଉତ୍କଳ ମହିଳା ବିକାଶ ପରିଷଦ”ର ରୌପ୍ୟ ଜୟନ୍ତୀ ପାଳିତ    (30-May-2026)       ||      ବିନା ସୂଚନା ଫଳକ ରେ ଚାଲିଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ   (30-May-2026)       ||      ଓଡିଶା ହାଇକୋର୍ଟରେ ଜଷ୍ଟିସ ରାଧାଚରଣ ପଟ୍ଟନାୟକଙ୍କ ୩୪ତମ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ   (30-May-2026)       ||      ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   (30-May-2026)       ||      କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆମ୍ବୁଲାନ୍ସ ସେବାର ଲୋକାର୍ପଣ   (30-May-2026)       ||      ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ! ଘଟଣା ଦିନ ରାଜ୍ୟ ବାହାରେ ଥାଇ ଵି ସେହି ଘଟଣାରେ ସାମ୍ବାଦିକଙ୍କୁ ଦୋଷୀ କରାଗଲା ♦️ ନିର୍ଦ୍ଦୋଷକୁ ଗିରଫ ନେଇ ସାମ୍ୱାଦିକ ସଂଘର କ୍ଷୋଭ   (30-May-2026)       ||      ନର୍ଲା ଡିଗ୍ରୀ କଲେଜ ଅଧ୍ୟାପିକା ବାସନ୍ତୀ ସାହୁ ବରିଷ୍ଟ କିରାଣୀ ସନ୍ତୋଷ ନାଏକ ଙ୍କୁ ବିଦାୟାଳୀନ ସମର୍ଦ୍ଧନା   (30-May-2026)       ||      ରତାଖଣ୍ଡି-ଆଟଗାଁ ରାସ୍ତାର ତେଲନଦୀରେ ନିର୍ମାଣହେବ ଉଚ୍ଚକ୍ଷମତାସମ୍ପନ୍ନ ପୋଲ   (30-May-2026)       ||      ବୁଥ୍‌ ସ୍ତରୀୟ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (29-May-2026)       ||      ବୁଥ୍‌ ସ୍ତରୀୟ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (29-May-2026)       ||      ବରପାଲି ସାମ୍ୱାଦିକ ସଂଘ ପକ୍ଷରୁ କର୍କଟ ରୋଗର ସଚେତନତା ଶିବିର ଅନୁଷ୍ଠିତ,   (29-May-2026)       ||      ବିନାସୂଚନା ଫଳକ ରେ ଚାଲିଛି ଚେକଡେମ କାମ    (29-May-2026)       ||      ଖାଦ୍ୟ ନ ପାଇ କଟକ ନୂଆବଜ଼ାର କୁଷ୍ଠ ରୋଗୀ ଧାରଣାରେ ବସିଲେ ।   (29-May-2026)       ||     

HOME   ଜିଲ୍ଲା

ସଫେଇ କାର୍ଯ୍ୟର ଟ୍ରେଣ୍ଡରରେ ଅନିୟମିତତା ଅଭିଯୋଗ

07-Mar-2025




ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌରପରିଷଦ ପକ୍ଷରୁ ସଫେଇ ଟ୍ରେଣ୍ଡର ଡକାଯାଇ ଥିବା ବେଳେ ଜଣକୁ ଅତ୍ଯଧିକ ଅନୁକମ୍ପା ଦେଖାଇ ତାଙ୍କୁ ଟ୍ରେଣ୍ଡର ଦିଆଯାଇ ଥିବା ବଲାଙ୍ଗୀର ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଛି। ସଫେଇ କାର୍ଯ୍ୟ ପାଇଁ ପୌରପରିଷଦ ପକ୍ଷରୁ ସଫେଇ କାର୍ଯ୍ୟର ଟ୍ରେଣ୍ଡର ଅନଲାଇନରେ ଆବେଦନ କରିବା ପାଇଁ ଆହ୍ବାନ କରାଯାଇଥିଲା । ଏହାପରେ ଚାରିଜଣ ଟ୍ରେଣ୍ଡର ପକାଇ ଥିଲେ। କିନ୍ତୁ ପୌରପରିଷଦ ପକ୍ଷରୁ ତା୨୫-୨-୨୦୨୫ରେ କାହାକୁ ନ ଜଣାଇ ଏକ ତରଫା ଭାବେ ଅନାଦି ଚରଣ ନାଥକୁ ଟ୍ରେଣ୍ଡର କାର୍ଯ୍ୟଦେଶ ଦିଆଯାଇଛି। ଉକ୍ତ ସଂସ୍ଥା ୨୦୨୦ମସିହାରେ ଟିଟିଲାଗଡ ପୌରପରିଷଦରେ ସଫେଇ କାର୍ଯ୍ୟ କରୁଥିଲେ। କିନ୍ତୁ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ପାରି ନଥିବାରୁ ତତ୍କାଳୀନ ପୌରପରିଷଦର ନିର୍ବାହିଧିକାରୀ ଆଇଏଏସସୋମେଶ ଉପାଧ୍ୟାୟ ଉକ୍ତ ସଂସ୍ଥାକୁ କାର୍ଯ୍ୟରୁ ବାହାର କରି ଦେଇ ଥିଲେ। କିନ୍ତୁ ଏବେ କେଉଁ ଅଦୃଶ୍ଯ ଶକ୍ତି ବଳରେ ପୁଣି ଉକ୍ତ ସଂସ୍ଥା ପୌରପରିଷଦର ଗୋହ୍ଳା ପୁଅ ସାଜିଛି ବୋଳି ସାଧାରଣରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଳଟିଛି। ଅନ୍ୟ ପକ୍ଷରେ ଟ୍ରେଣ୍ଡର ପକାଇଥିବା ସଂସ୍କା ଗୁଡିକ ଟ୍ରେଣ୍ଡରରେ ଅନିୟମିତ ହୋଇ ଥିବା ନେଇ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ବଲାଙ୍ଗୀର ସାଂସଦ, ଟିଟିଲାଗଡ ବିଧାୟକ, ବଲାଙ୍ଗୀର ଜିଲ୍ଲାପାଳ, ପୌରପରିଷଦ ଅଧ୍ୟକ୍ଷା ଓ ନିର୍ବାହୀଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ନ୍ୟାୟ ଦେବାକୁ ଦାବୀ କରିଛନ୍ତି । ଏନେଇ ଟିଟିଲାଗଡ ପୌରପରିଷଦ ନିର୍ବାହିଧିକାରୀ ଚନ୍ଦନ ସତପଥୀଙ୍କୁ ପଚାରିବାରୁ ସେ କହନ୍ତି ଯେ, ସବୁ ଠିକ ଠାକରେ କାର୍ଯ୍ୟା ଦେଶ ଦିଆଯାଇଛି, ବାକି ଅଭିଯୋଗ ଭିତ୍ତିହୀନ ବୋଳି ସଫେଇ ଦେଇଥିଲେ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌରପରିଷଦ ପକ୍ଷରୁ ସଫେଇ ଟ୍ରେଣ୍ଡର ଡକାଯାଇ ଥିବା ବେଳେ ଜଣକୁ ଅତ୍ଯଧିକ ଅନୁକମ୍ପା ଦେଖାଇ ତାଙ୍କୁ ଟ୍ରେଣ୍ଡର ଦିଆଯାଇ ଥିବା ବଲାଙ୍ଗୀର ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଛି। ସଫେଇ କାର୍ଯ୍ୟ ପାଇଁ ପୌରପରିଷଦ ପକ୍ଷରୁ ସଫେଇ କାର୍ଯ୍ୟର ଟ୍ରେଣ୍ଡର ଅନଲାଇନରେ ଆବେଦନ କରିବା ପାଇଁ ଆହ୍ବାନ କରାଯାଇଥିଲା । ଏହାପରେ ଚାରିଜଣ ଟ୍ରେଣ୍ଡର ପକାଇ ଥିଲେ। କିନ୍ତୁ ପୌରପରିଷଦ ପକ୍ଷରୁ ତା୨୫-୨-୨୦୨୫ରେ କାହାକୁ ନ ଜଣାଇ ଏକ ତରଫା ଭାବେ ଅନାଦି ଚରଣ ନାଥକୁ ଟ୍ରେଣ୍ଡର କାର୍ଯ୍ୟଦେଶ ଦିଆଯାଇଛି। ଉକ୍ତ ସଂସ୍ଥା ୨୦୨୦ମସିହାରେ ଟିଟିଲାଗଡ ପୌରପରିଷଦରେ ସଫେଇ କାର୍ଯ୍ୟ କରୁଥିଲେ। କିନ୍ତୁ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ପାରି ନଥିବାରୁ ତତ୍କାଳୀନ ପୌରପରିଷଦର ନିର୍ବାହିଧିକାରୀ ଆଇଏଏସସୋମେଶ ଉପାଧ୍ୟାୟ ଉକ୍ତ ସଂସ୍ଥାକୁ କାର୍ଯ୍ୟରୁ ବାହାର କରି ଦେଇ ଥିଲେ। କିନ୍ତୁ ଏବେ କେଉଁ ଅଦୃଶ୍ଯ ଶକ୍ତି ବଳରେ ପୁଣି ଉକ୍ତ ସଂସ୍ଥା ପୌରପରିଷଦର ଗୋହ୍ଳା ପୁଅ ସାଜିଛି ବୋଳି ସାଧାରଣରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଳଟିଛି। ଅନ୍ୟ ପକ୍ଷରେ ଟ୍ରେଣ୍ଡର ପକାଇଥିବା ସଂସ୍କା ଗୁଡିକ ଟ୍ରେଣ୍ଡରରେ ଅନିୟମିତ ହୋଇ ଥିବା ନେଇ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ବଲାଙ୍ଗୀର ସାଂସଦ, ଟିଟିଲାଗଡ ବିଧାୟକ, ବଲାଙ୍ଗୀର ଜିଲ୍ଲାପାଳ, ପୌରପରିଷଦ ଅଧ୍ୟକ୍ଷା ଓ ନିର୍ବାହୀଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ନ୍ୟାୟ ଦେବାକୁ ଦାବୀ କରିଛନ୍ତି । ଏନେଇ ଟିଟିଲାଗଡ ପୌରପରିଷଦ ନିର୍ବାହିଧିକାରୀ ଚନ୍ଦନ ସତପଥୀଙ୍କୁ ପଚାରିବାରୁ ସେ କହନ୍ତି ଯେ, ସବୁ ଠିକ ଠାକରେ କାର୍ଯ୍ୟା ଦେଶ ଦିଆଯାଇଛି, ବାକି ଅଭିଯୋଗ ଭିତ୍ତିହୀନ ବୋଳି ସଫେଇ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଙ୍ଗୋମୁଣ୍ଡା ପଂଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ରେ ଆରମ୍ଭ ହେଲା ବିଜ୍ଞାନ ପାଠ୍ୟକ୍ରମ   31-May-2026
  ଜିଲ୍ଲା  
ବାଲିଯାତ୍ରା ତଳ ପଡିଆରେ ପ୍ରେମୀ ଯୁଗଳଙ୍କ ଭିଡ ପଡ଼ିଆରେ ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ   31-May-2026
  ଜିଲ୍ଲା  
ଯୁବୋଦୟ ଭିକ୍ଟର ୨୦୨୬♦️ +୨ବିଜ୍ଞାନରେ ୯୦ ପ୍ରତିଶତ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   30-May-2026
  ଜିଲ୍ଲା  
ପ୍ରେମ ପାଇଁ ଯୁବକ ଉପରେ ଚଢ଼ାଇ ଦେଲେ ଥାର ଗାଡି|   30-May-2026
  ଜିଲ୍ଲା  
ନିର୍ମାଣ ସଂସ୍ଥା ବସ ଧକ୍କାରେ ଯୁବତୀ ମୃତ   30-May-2026
  ଜିଲ୍ଲା  
ମୈଦଳପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ   30-May-2026
  ଜିଲ୍ଲା  
ନର୍ଲା ପି,ଏସ,ଡିଗ୍ରୀ କଲେଜ ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ ଓ ବରିଷ୍ଟ କିରାଣୀ ସନ୍ତୋଷ ନାଏକଙ୍କୁ ଭାବବିହୋଲ ବିଦାୟକାଳୀନ ସମ୍ବର୍ଦ୍ଧନା   30-May-2026
  ଜିଲ୍ଲା  
ଉତ୍କଳ ମହିଳା ବିକାଶ ପରିଷଦ”ର ରୌପ୍ୟ ଜୟନ୍ତୀ ପାଳିତ   30-May-2026
  ଜିଲ୍ଲା  
ବିନା ସୂଚନା ଫଳକ ରେ ଚାଲିଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ   30-May-2026
  ଜିଲ୍ଲା  
ଓଡିଶା ହାଇକୋର୍ଟରେ ଜଷ୍ଟିସ ରାଧାଚରଣ ପଟ୍ଟନାୟକଙ୍କ ୩୪ତମ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ   30-May-2026
  ଜିଲ୍ଲା  
ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   30-May-2026
  ଜିଲ୍ଲା  
କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆମ୍ବୁଲାନ୍ସ ସେବାର ଲୋକାର୍ପଣ   30-May-2026

You Might Also Like