-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
08-Feb-2025
ବରଗଡ଼(ପ୍ରେରଣା ଖବର)- ବରଗଡର ଅଗ୍ରଣୀ ଶିଷ୍ୟ ଅନୁଷ୍ଠାନ ଏସ ସି ଏ ଏକାଡୋମି ର ପ୍ରଥମ ବାର୍ଷିକ ଉତ୍ସବ ବରଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠାନ ସମାରୋହରେ ମହାମାରୀ କରୋନା ସମୟରେ ସେବା ତଥା କୁଷ୍ଠ ରୋଗୀ ମାନଙ୍କ ସେବା ଟ୍ରଷ୍ଟ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ପ୍ରତିଷ୍ଠାତା ଶ୍ରୀ ଡଃ ମୁକୁନ୍ଦ ଦାଶ ଙ୍କୁ ଅନୁଷ୍ଠାନ ର ମୁଖ୍ୟ ଡଃ ଦେବାଶିଷ ବିରତିୟାଙ୍କ ସହିତ ଅତିଥି ମାନଙ୍କ ଠାରୁ ମାନପତ୍ର ଓ ମୋମେଟୋ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ଏହି କାର୍ଯ୍ୟକ୍ରମ ଅନେକ ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ୍ ତଥା ଛାତ୍ରୀ ଓ ଛାତ୍ରୀ ମାନଙ୍କୁ ମଧ୍ୟ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା,ସେବା ପାଇଁ ଜନ କଲ୍ୟାଣ ସେବା ଟ୍ରଷ୍ଟ କୁ ସ୍ଵତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା,ଏହି ସମ୍ମାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପାଇଁ ନୁହେଁ ସାରା ବରଗଡ଼ ବାସୀ ତଥା ଓଡ଼ିଶା ବାସୀ ଙ୍କ ଆଶିର୍ବାଦ ଓ ଉତ୍ସାହ ପାଇଁ ଅଟେ ବୋଲି ଅନୁଷ୍ଠାନ ର ପ୍ରତିଷ୍ଠାତା ଡଃ ମୁକୁନ୍ଦ ଦାଶ ସୂଚନା ପ୍ରଦାନ କରିଛନ୍ତି, ପ୍ରକାଶ ଥାଉକି ୨୦୦୮ ମସିହା ରୁ ଅସହାୟ ଲୋକଙ୍କ ସେବା ପାଇଁ ଅନୁଷ୍ଠାନ ନିଜକୁ ସମର୍ପିତ କରିଛି ବୋଲି ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ଼ଃ ଅଜିତ କୁମାର ନାଥ ସୂଚନା ପ୍ରଦାନ କରିଛନ୍ତି,