-+91-9937148622 |

prerana_bgr@rediffmail.com |

  Thursday 5th March 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   (05-Mar-2026)       ||      ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (05-Mar-2026)       ||      ହରିହର ଭେଟ ସମ୍ପନ୍ନ   (05-Mar-2026)       ||      ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   (05-Mar-2026)       ||      ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   (05-Mar-2026)       ||      ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ    (05-Mar-2026)       ||      ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ସଚିବସ୍ତରୀୟ  ସମୀକ୍ଷା ବୈଠକ   (05-Mar-2026)       ||      ଆଗଲପୁରରେ ଦୋଳ ମହୋତ୍ସବ ୨୦୨୬ ପାଳନ   (05-Mar-2026)       ||      ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ହୋଲି ଉତ୍ସବ ପାଳିତ   (05-Mar-2026)       ||      ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ   (05-Mar-2026)       ||      *ସ୍ୱଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ହୋଲି ଉତ୍ସବ ଛିନା ଛକା ପାଳନ*- - *ଜିଲ୍ଲାପାଳ ଓ ପୋଲିସ ଅଫିସର ଗୀତ ଗାଇ ଲୋକ ଙ୍କ ମନ ଜିଣିଲେ*-   (05-Mar-2026)       ||      ଶନିଶ୍ଚରମହାଗ୍ରହ ମନ୍ଦିରର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ତରଭା ଅଞ୍ଚଳ    (05-Mar-2026)       ||      ବଲାଙ୍ଗୀର : କିଛି ଔଷଧ ବିତରକ ସଂସ୍ଥାରେ ନିମ୍ନମାନର ଏବଂ ସ୍ୱଳ୍ପ ଅବଧି ଥିବା ଔଷଧ ମହଜୁଦ    (04-Mar-2026)       ||      ରାଜାରାଜୁଡା ଅମଳର ଜଳାଶୟ ରାଣୀ ବନ୍ଧର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ବ୍ୟାପକ ଅଭିଯାନ, ସରକାରୀ ଅନୁଦାନର ସଠିକ ବିନିଯୋଗ ନହଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ରାଣୀ ବନ୍ଧ ସୁରକ୍ଷା କମିଟି   (04-Mar-2026)       ||      ହୋଲିରେ ଅଘଟଣ: ରଙ୍ଗ ଖେଳ ପରେ ଗାଧୋଇବାକୁ ଯାଇ ଯୁବକ ମୃତ୍ୟୁ   (04-Mar-2026)       ||      ହୃଦୟକୁ ହୃଦୟର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ    (04-Mar-2026)       ||      ଏକ ଭିନ୍ନ ଶିକ୍ଷକ   (04-Mar-2026)       ||      ବରପାଲି ରେ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଆଦ୍ୟ ଫଗୁଣ   (04-Mar-2026)       ||      *ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ରଙ୍ଗର ପର୍ବ ହୋଲି, ଜନସାଧାରଣ ଙ୍କ ସହ ହୋଲି ଖେଳିଲେ ଡାବୁଗାଁ ବିଧାୟକ*   (04-Mar-2026)       ||      କୁଶଙ୍ଗ ଦୋଳଯାତ୍ରା ଉଦ୍‌ଯାପିତ   (04-Mar-2026)       ||     

HOME   ଜିଲ୍ଲା

ମହିଳା ମାନଙ୍କ କେରିୟର ଗଠନ ପାଇଁ ସହାୟକ ହୋଇଛି ଉତ୍କଳ କଲେଜ ଅଫ୍ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍ସ: ଏ.ଏନ୍.ଏମ୍ ଓ ଜି.ଏନ୍.ଏମ୍ ଶିକ୍ଷାଗ୍ରହଣ ପାଇଁ ଆକର୍ଷିତ ହେଉଛନ୍ତି ଛାତ୍ରୀ

04-Sep-2024



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିନା କାଗଜପତ୍ର ଓ ରାଜ୍ୟ ସରକାରଙ୍କ ବିନା ଏନ୍.ଓ.ସି  ତଥା ସରକାରୀ ଗାଇଡ଼ଲାଇନକୁ ଉଲ୍ଲଙ୍ଘନ କରି ଏକାଧିକ ଶିକ୍ଷାନୁଷ୍ଠାନ ଗଢି ଉଠିଛି l ନର୍ସିଂ ସ୍କୁଲ ଠାରୁ ଆରମ୍ଭ କରି ହାୟର ସେକେଣ୍ଡାରି ଓ ଆଇଟିଆଇ କଲେଜ ପରି ଏପରି ଅନେକ ଅନୁଷ୍ଠାନ ଆଜି ବିନା ଏଫିଲିଏସନରେ ଜିଲ୍ଲାର କୋଣଅନୁକୋଣରେ ନିଜର ଶିକ୍ଷା ବ୍ୟବସାୟ ଚଳାଇଛନ୍ତି l ଦୁଃଖର ବିଷୟ ହେଲା,  ସରକାରଙ୍କ କୌଣସି ଗାଇଡ୍ ଲାଇନ କୁ ଏଠାରେ ପାଳନ କରାଯାଉ ନାହିଁ l ଏପରି ଅନେକ ଘରୋଇ ଶିକ୍ଷାନୁଷ୍ଠାନ ଅଛି ଯେଉଁଠାରେ ନା ଅଛନ୍ତି ତାଲିମପ୍ରାପ୍ତ ଅଭିଜ୍ଞ ଶିକ୍ଷକ ନା  ଅଛି ଶିକ୍ଷାନୁଷ୍ଠାନର ଭିତ୍ତିଭୂମି l  ଲୋକଙ୍କ ସଚେତନତାର ଅଭାବ ଯୋଗୁଁ ଅନେକ ଅଭିଭାବକ ମାନେ ନିଜର ପିଲାଛୁଆଙ୍କୁ ଏଠାରେ ନାମ ଲେଖାଇ ପିଲାଙ୍କ ଭବିଷ୍ୟତକୁ ନଷ୍ଟ କରୁଛନ୍ତି l ଓଡ଼ିଶା ନର୍ସ  ଆଣ୍ଡ ମିଡ ୱାଇଭସ ରେଜିଷ୍ଟ୍ରେସନ୍ କାଉନସିଲ୍ ର ବିନା ଅନୁମୋଦନ ରେ ଏବେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏପରି ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ମୁଣ୍ଡ ଟେକିଛନ୍ତି l

   ତବେ ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଗଇଁତଳl ଠାରେ ସ୍ଥାପିତ ଉତ୍କଳ କଲେଜ ଅଫ୍ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍ସ 

 

ଓଡ଼ିଶା ସରକାରଙ୍କ ଏନ୍.ଓ.ସି ପାଇବା ପରେ ଏବେ ସଫଳତାର ସହ ନିଜର ଜୟଯାତ୍ରା ଜାରି ରଖିଛି l  ଗତ ଜୁଲାଇ ମାସରେ ଆମ ଖବରକାଗଜ ରେ ଏହି ଶିକ୍ଷାନୁଷ୍ଠାନ ସମ୍ପର୍କିତ ଏକ ଭୁଲ ଖବର ପ୍ରକାଶିତ ହୋଇଥିଲା l ଏବେ କଲେଜର ର ଏନ୍ ଓ ସି ମିଳିସାରିଛି l କଲେଜର ନିର୍ଦ୍ଦେଶକ ବିଶ୍ଵଭୂଷଣ ସାମନ୍ତରାୟଙ୍କ ଦିଗଦର୍ଶନର କଲେଜ ଟି ପରିଚାଳିତ ହେଉଥିବା ବେଳେ ଏ ଏନ୍ ଏମ୍ ପାଠ୍ଯକ୍ରମ ପାଇଁ ମୋଟ ୪୦ ଜଣ ଓ ଜି.ଏନ୍.ଏମ୍ କୋର୍ସ ପାଇଁ ୬୦ଜଣ ଛାତ୍ରୀ ଏଠାରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିବା କଲେଜର ଅଧ୍ୟକ୍ଷା ଜ୍ୟୋତି ମେହେର ଓ ପରିଚାଳିକା ମୁଖ୍ୟ ଗୀତାଞ୍ଜଳି ମେହେର ସୂଚନା ଦେଇଛନ୍ତି l ଶିକ୍ଷାର୍ଥୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ତଥା ଆତ୍ମନିର୍ଭରଶୀଳ କରିବା ଦିଗରେ ଏହି ଅନୁଷ୍ଠାନଟି ଆଜି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି l  ହସ୍ପିଟାଲ ଟ୍ରେନିଂ ଠାରୁ ଆରମ୍ଭ କରି ହଷ୍ଟେଲ୍ ସୁବିଧା ଓ ଅନ୍ୟାନ୍ୟ ସୁବିଧାସୁଯୋଗ ଏଠାରେ ଉପଲବ୍ଧ l ସଫଳତା ଓ ବିଫଳତା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ସଦୃଶ ଅଟେ l ଜୀବନରେ ତମାମ ବିଫଳତା ଓ ଉତ୍ଥାନପତନର ଅନ୍ଧାର ଭିତରେ ବି  ପିଲାମାନଙ୍କୁ ସଫଳତାର ବାଟ ଦେଖାଉଥିବା ଏକ ଅନୁଷ୍ଠାନ ହେଉଛି ଉତ୍କଳ କଲେଜ ଅଫ୍ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍ସ l  ନର୍ସିଂ କ୍ଷେତ୍ରରେ କୋରିଅର ସ୍ରୁଷ୍ଟି କରିବାକୁ ଚାହୁଁଥିବା ଛାତ୍ରୀ ମାନଙ୍କ ପାଇଁ ଏହି ଅନୁଷ୍ଠାନ ହେଉଛି ୱାନ ଷ୍ଟପ୍ ସଲ୍ୟୁସନ୍ l ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନର୍ସିଂ କଲେଜ ମାନ ସ୍ଥାପନ କରି ନର୍ସିଂ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସ୍ଵପ୍ନ ଦେଖିଥିବା କଲେଜର ନିର୍ଦ୍ଦେଶକ ବିଶ୍ଵଭୂଷଣ ସାମନ୍ତରାୟଙ୍କ ଆଗାମୀ ଦିନରେ ନିଜର ଏହି ମହତ  ଲକ୍ଷ୍ୟ ପୂରଣ ହେଉ,  ଏତିକି କାମନା l


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   05-Mar-2026
  ଜିଲ୍ଲା  
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   05-Mar-2026
  ଜିଲ୍ଲା  
ହରିହର ଭେଟ ସମ୍ପନ୍ନ   05-Mar-2026
  ଜିଲ୍ଲା  
ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   05-Mar-2026
  ଜିଲ୍ଲା  
ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   05-Mar-2026
  ଜିଲ୍ଲା  
ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ   05-Mar-2026
  ଜିଲ୍ଲା  
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ସଚିବସ୍ତରୀୟ  ସମୀକ୍ଷା ବୈଠକ   05-Mar-2026
  ଜିଲ୍ଲା  
ଆଗଲପୁରରେ ଦୋଳ ମହୋତ୍ସବ ୨୦୨୬ ପାଳନ   05-Mar-2026
  ଜିଲ୍ଲା  
ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ହୋଲି ଉତ୍ସବ ପାଳିତ   05-Mar-2026
  ଜିଲ୍ଲା  
ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ   05-Mar-2026
  ଜିଲ୍ଲା  
*ସ୍ୱଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ହୋଲି ଉତ୍ସବ ଛିନା ଛକା ପାଳନ*- - *ଜିଲ୍ଲାପାଳ ଓ ପୋଲିସ ଅଫିସର ଗୀତ ଗାଇ ଲୋକ ଙ୍କ ମନ ଜିଣିଲେ*-   05-Mar-2026
  ଜିଲ୍ଲା  
ଶନିଶ୍ଚରମହାଗ୍ରହ ମନ୍ଦିରର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ତରଭା ଅଞ୍ଚଳ   05-Mar-2026

You Might Also Like