-+91-9937148622 |

prerana_bgr@rediffmail.com |

  Wednesday 22nd May 2024 |

| | | |

R.N.I. Regd No. ODIODI/2010/46693

Breaking News

କେନ୍ଦ୍ର ସାହିତ୍ୟ ଏକାଡେମୀର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ୟୁରୋପୀୟ ବିଦ୍ବାନ୍ ମିଣ୍ଡୁଗାସ୍ କ୍ୱିଟ୍ଉସ୍କାସ୍   (21-May-2024)       ||      ପ୍ରେମବିବାହ ପାଇଁ ଶବକୁ ଜାତି ସମାଜ କରିଦେଲା ପର; ଅଛୁଆଁ ଶବ ଏବଂ ଅନ୍ୟ ଦୁଇ ଅପରିଚିତ ଶବକୁ ସସମ୍ମାନେ ସତ୍କାର କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ   (21-May-2024)       ||      ବାଲିଗୁଡା ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିଲ୍ ହେଲା ୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ, ୨୪ ଘଣ୍ଟିଆ ସୁରକ୍ଷା ସହ ନଜର ରଖିବ ସିସି ଟିଭି   (21-May-2024)       ||      ସାହସପୁରରେ ବିଶାଳ ଆଦିବାସୀ ସମାବେଶ    (21-May-2024)       ||      ଶିବନାରାୟଣପୁର ଠାରେ କୁମ୍ବିଂ ଅପରେସନ ଜାରି ଥିବା ବେଳେ ଏକ ମାଓ କେମ୍ପ ଠାବ, ବିପୁଳ ମାଓ ସାମ ଜବତ୍, ଏସ ପି ଙ୍କ ସୂଚନା   (21-May-2024)       ||      ନେଟୱର୍କ ନାଇଁ ତୋ ଭୋଟ ନାଇଁ ।ଭୋଟ ବର୍ଜନ କଲେ ୧୨୨ ନମ୍ବର ବୁଥ, ବାରବନ୍ଧ ଗ୍ରାମବାସୀ   (21-May-2024)       ||      କୁକୁର କାମୁଡିବା ପରେ ଯୁବକ ଦେଖାଉଛନ୍ତି କୁକୁର ଭଳି ଆଚରଣ   (21-May-2024)       ||      ଭୋଟିଂ ନେଇ ସରଗାଡରେ ଉତ୍ତେଜନା,ସେକ୍ଟର ଅଫିସର ଓ ସରପଞ୍ଚଙ୍କ ନାମରେ ଥାନାରେ ଏତଲା   (21-May-2024)       ||      ସିନ୍ଧେକେଲା ପଞ୍ଚାୟତ ଭୋଟର୍ ତାଲିକାରେ ତ୍ରୁଟି, ଭୋଟଦାନରୁ ବଞ୍ଚିତ ହେଲେ ଶତାଧିକ ଲୋକ    (21-May-2024)       ||      ଗାଁମଝି ରାସ୍ତାରେ ବୋହି ଯାଉଛି ଦୁର୍ଗନ୍ଧ ମଇଳା ପାଣି    (21-May-2024)       ||      ମୃତ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ   (20-May-2024)       ||      ବଳାଙ୍ଗିରରେ ୧୦୦୧ ଗଛ ଲଗାଇବା ଅଭିଯାନର ଆରମ୍ଭ: ପରିବେଶ ସୁରକ୍ଷାର ପଥରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ   (20-May-2024)       ||      ରାସ୍ତାନାହିଁ ତ ଭୋଟନାହିଁ,କୁହିମୁଣ୍ଡା ଗ୍ରାମବାସୀଙ୍କ ଭୋଟବର୍ଜନ   (20-May-2024)       ||      ବଲାଙ୍ଗୀରରେ ଶାନ୍ତିଶୃଙ୍ଖଳାର ସହିତ ୫ଟା ସୁଦ୍ଧା ୬୧.୩୫% ମତଦାନ   (20-May-2024)       ||      ସୁନାବେଡ଼ା ଅଭୟରଣ୍ୟ ସୀମାନ୍ତ ଶିବନାରାୟଣପୁର ଗ୍ରାମ ନିକଟ ରେ କମ୍ୱିଂ ବେଳେ ଗୁଳି ଚାଳନା, ଜଣେ ଏସ ଓ ଜି ଯବାନ ଗୁଳି ବାଜି ଆହତ,ରାୟପୁର ଠାରେ ଚିକିତ୍ସିତ, ସୁରକ୍ଷିତ ଥିବା ଏସ ପି ସୂଚନା   (20-May-2024)       ||      ସି ଆର୍ ପି ଏଫ୍ ଯବାନ ରାସ୍ତା ଦୁର୍ଘଟଣାରେ ମୃତ   (20-May-2024)       ||      ମାୟାବର୍ହା ଗାଁରେ ନିର୍ବାଚନୀହିଂସା... ବିଜେଡି କର୍ମୀଙ୍କ ପରିବାରକୁ କଂଗ୍ରେସଗୁଣ୍ଡାଙ୍କ ମରଣାନ୍ତକ ଆକ୍ରମଣ,ଜଣେ ଅଟକ ୪ଗୁରୁତର ଭୀମଭୋଇ ମେଡିକାଲକଲେଜ ହସପିଟାଲରେ ଭର୍ତ୍ତି   (19-May-2024)       ||      Bnn   (19-May-2024)       ||      ବଲାଙ୍ଗିର: ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ  ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାଇରାଜ ମିଶ୍ର ସମ୍ବର୍ଦ୍ଧିତ    (19-May-2024)       ||      ଗୁଡଭେଲାବ୍ଲକର ବିଜେପି କର୍ମୀଙ୍କୁ ପୋଲିସର ଡାକରା    (19-May-2024)       ||     

HOME   ଜିଲ୍ଲା

ଡା.ଶ୍ରୀଯୁକ୍ତ ଶିବରାମ ନାଏକ ଙ୍କ ଧୀରେ ଧୀରେ ଜନ ସମର୍ଥନ ବୃଦ୍ଧି

01-May-2024



ନର୍ଲା (ଚିନ୍ତାମଣି ନାଏକ )
କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ପାର୍ଟି. ଯାହାକି ନେତାଜୀ ସୁବାଷ ଚନ୍ଦ୍ରଙ୍କ ପାର୍ଟି ଏବଂ ଏହାର  ଚିହ୍ନ  ସିଂହ (lion). ଏଥିରେ  ରେ ପ୍ରତିଦ୍ବନ୍ଦିତା କରୁଥିବା ଡା.ଶ୍ରୀଯୁକ୍ତ ଶିବରାମ ନାଏକ ଙ୍କ ଧୀରେ ଧୀରେ ଜନ ସମର୍ଥନ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି ଶ୍ରୀ ନାଏକ କଳାହାଣ୍ଡି ଜିଲ୍ଲାର ଜଣେ ଜଣାଶୁଣା ଶିକ୍ଷବିତ ଭାବରେ ବେଶ୍ ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କର ନର୍ଲା ନିର୍ବାଚନ ମଣ୍ଡଳୀରେ ଅନେକ ଗୁଡ଼ିଏ ଶିକ୍ଷା ଅନୁଷ୍ଠାନ କରି ଅଞ୍ଚଳର ଆଗାମୀ ଭବିଶ୍ୱତ ଛାତ୍ରଛାତ୍ରୀ ଙ୍କ ଭାଗ୍ୟ ବଦଳାଇବା ଦିଗରେ କାର୍ଯ୍ୟ କରିବେ ବୋଲି ମତ ବ୍ୟକ୍ତ କରିଛନ୍ତି ସିଏ ତାଙ୍କର ଇସ୍ତାହାର ରେ ନର୍ଲା ଚପଟ୍ ଖଣ୍ଡା ଠାରେ ୱାଗନ ଫେକ୍ଟ୍ରି ,ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ନର୍ଲା ନିର୍ବାଚନ ମଣ୍ଡଳୀ ର ୨୦ ହଜାର ରୁ ଉର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ ନିଯୁକ୍ତି ଗ୍ୟରେଣ୍ଟି ଏବଂ ନର୍ଲା,କର୍ଲାମୁଣ୍ଡା , କେସିଙ୍ଗା ,ଓ ମଦନପୁର ରାମପୁର ଠାରେ ସହିଦ ରେଣ୍ଡୋ ମାଝୀ ଙ୍କ ନାମରେ ଘରୋଇ ଆବାସିକ ବିଦ୍ୟାଳୟ ସ୍ଥାପନ କରି ପ୍ରତ୍ୟେକ ବିଦ୍ୟାଳୟ ରେ ହଜାର ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ପ୍ରଥମ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ରେ ଉତ୍ତମ ଶିକ୍ଷାଦାନ ର ଗ୍ୟାରେଣ୍ଟି ଦେବା ସହ ଅଞ୍ଚଳର ଛାତ୍ର ଛାତ୍ରୀ ଙ୍କ ଆଗାମୀ ଭବିଶ୍ୱତ ଉଜ୍ଵଳମୟ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ତେଣୁ ଶିବରାମ ନାଏକ ଙ୍କୁ ସିଂହ ଚିହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନର୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟର ଭାଇ ଭଉଣୀ ମାନଙ୍କୁ ଭୋଟ ଭିକ୍ଷା କରିଛନ୍ତି.ତାଙ୍କର ଆଭିମୁଖ୍ୟ ହଉଛି ଯେହେତୁ ସେ ଶିକ୍ଷକତା ଭଳି ଗୋଟେ ପବିତ୍ର ଜାଗା ରୁ ଆସିଛନ୍ତି ତାଙ୍କର ମୁଖ୍ୟ ଆଭିମୁଖ୍ୟ ହଉଛି ସମସ୍ତଙ୍କୁ ସ୍ୱାକ୍ଷର କରିବା ସହ ରୋଜଗାର ପ୍ରଦାନ କରିବା . ନର୍ଲା ବୁଦ୍ଧିଜୀବୀ ମହଲରେ ମଧ୍ୟ ଶିବରାମ ନାଏକ ଙ୍କ ବିଚାରଧାରା ଙ୍କୁ ସାଧୁବାଦ ଜଣେଇଛନ୍ତି .


News Comment




Photo in News

Advertisment
Lastest News
  ଜିଲ୍ଲା  
କେନ୍ଦ୍ର ସାହିତ୍ୟ ଏକାଡେମୀର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ୟୁରୋପୀୟ ବିଦ୍ବାନ୍ ମିଣ୍ଡୁଗାସ୍ କ୍ୱିଟ୍ଉସ୍କାସ୍   21-May-2024
  ରାଜନୀତି  
ପ୍ରେମବିବାହ ପାଇଁ ଶବକୁ ଜାତି ସମାଜ କରିଦେଲା ପର; ଅଛୁଆଁ ଶବ ଏବଂ ଅନ୍ୟ ଦୁଇ ଅପରିଚିତ ଶବକୁ ସସମ୍ମାନେ ସତ୍କାର କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ   21-May-2024
  ଜିଲ୍ଲା  
ବାଲିଗୁଡା ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିଲ୍ ହେଲା ୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ, ୨୪ ଘଣ୍ଟିଆ ସୁରକ୍ଷା ସହ ନଜର ରଖିବ ସିସି ଟିଭି   21-May-2024
  ରାଜନୀତି  
ସାହସପୁରରେ ବିଶାଳ ଆଦିବାସୀ ସମାବେଶ   21-May-2024
  ଜିଲ୍ଲା  
ଶିବନାରାୟଣପୁର ଠାରେ କୁମ୍ବିଂ ଅପରେସନ ଜାରି ଥିବା ବେଳେ ଏକ ମାଓ କେମ୍ପ ଠାବ, ବିପୁଳ ମାଓ ସାମ ଜବତ୍, ଏସ ପି ଙ୍କ ସୂଚନା   21-May-2024
  ଅପରାଧ  
ନେଟୱର୍କ ନାଇଁ ତୋ ଭୋଟ ନାଇଁ ।ଭୋଟ ବର୍ଜନ କଲେ ୧୨୨ ନମ୍ବର ବୁଥ, ବାରବନ୍ଧ ଗ୍ରାମବାସୀ   21-May-2024
  ମହାନଗର  
କୁକୁର କାମୁଡିବା ପରେ ଯୁବକ ଦେଖାଉଛନ୍ତି କୁକୁର ଭଳି ଆଚରଣ   21-May-2024
  ଜିଲ୍ଲା  
ଭୋଟିଂ ନେଇ ସରଗାଡରେ ଉତ୍ତେଜନା,ସେକ୍ଟର ଅଫିସର ଓ ସରପଞ୍ଚଙ୍କ ନାମରେ ଥାନାରେ ଏତଲା   21-May-2024
  ରାଜନୀତି  
ସିନ୍ଧେକେଲା ପଞ୍ଚାୟତ ଭୋଟର୍ ତାଲିକାରେ ତ୍ରୁଟି, ଭୋଟଦାନରୁ ବଞ୍ଚିତ ହେଲେ ଶତାଧିକ ଲୋକ   21-May-2024
  ରାଜ୍ୟ  
ଗାଁମଝି ରାସ୍ତାରେ ବୋହି ଯାଉଛି ଦୁର୍ଗନ୍ଧ ମଇଳା ପାଣି   21-May-2024
  ଜିଲ୍ଲା  
ମୃତ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ   20-May-2024
  ଜିଲ୍ଲା  
ବଳାଙ୍ଗିରରେ ୧୦୦୧ ଗଛ ଲଗାଇବା ଅଭିଯାନର ଆରମ୍ଭ: ପରିବେଶ ସୁରକ୍ଷାର ପଥରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ   20-May-2024

You Might Also Like