-+91-9937148622 |

prerana_bgr@rediffmail.com |

  Tuesday 30th April 2024 |

| | | |

R.N.I. Regd No. ODIODI/2010/46693

Breaking News

ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିବେ ସି ଏମ୍ ନାମାଙ୍କନ ପତ୍ର ଦାଖଲ କରିବେ। ଆ   (29-Apr-2024)       ||      ସମାଜ ପାଠକ ମଞ୍ଚର ତୃତୀୟ ବୈଠକ, ସମାଜରେ ନାରୀକୁ ପୂର୍ଣ ସ୍ଵାଧୀନତା ମିଳି ନାହିଁ, ଗୋପବନ୍ଧୁଙ୍କୁ ଭାରତରତ୍ନ ପ୍ରଦାନ କରାଯାଉ   (29-Apr-2024)       ||      ଡାବୁଗାଁ ଅବକାରୀ ବିଭାଗ ଚଢାଉ ୧ ଗିରଫ   (29-Apr-2024)       ||      ଆପତ୍ତି ଅଭଯୋଗ ପାଇଁ ମୋବାଇଲ ନମ୍ବର ଜାରି କଲେ ଖର୍ଚ୍ଚ ପର୍ଯ୍ୟବେକ୍ଷକ:-   (29-Apr-2024)       ||      ଘଣ୍ଟାପଡ଼ା ରାମଲୀଳାରେ ନାଟକ ଇନ୍ଦ୍ରଜିତ ବଧ ଓ ଲକ୍ଷ୍ମଣ ଶକ୍ତିଭେଦ ମଞ୍ଚସ୍ଥ    (29-Apr-2024)       ||      ଜିଲ୍ଲା କଳାକାର ସମନ୍ବୟ ସମିତି ତରଫରୁ ମୁଖ୍ୟମନ୍ତ୍ରୀଙ୍କ କଳାକାର  ସହାୟତା ଯୋଜନା ଅବେଦନ  ଏକ ମାସ ବୃଦ୍ଧି ଦାବୀ   (29-Apr-2024)       ||      କଂଗ୍ରେସ ମହିଳା ସମାବେଶ, ଆମେ ଜିତିଲେ ଭୂମିହୀନ, ଜବରଦଖଲକାରୀଙ୍କ ଜମିପଟ୍ଟା ନିଶ୍ଚିତ କରାଯିବ -ସମରେନ୍ଦ୍ର   (29-Apr-2024)       ||      ଭାଜପା ସାଂସଦ ପ୍ରାର୍ଥୀ ସଂଗୀତା,ବିଧାୟକ ପ୍ରାର୍ଥୀ ଗୋପାଳଜୀ ଓ ମୁକେଶଙ୍କ ନାମାଙ୍କନପତ୍ର ଦାଖଲ   (29-Apr-2024)       ||      ହଜାର ହଜାର ସମର୍ଥକ ଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ    (29-Apr-2024)       ||      ଖେଳ ପଡ଼ିଆ ଉନ୍ନତିକରଣ ନାଁରେ ଟଙ୍କା ହଡ଼ପ ପ୍ରଶାସନ ର ନଜର ନାହିଁ   (29-Apr-2024)       ||      ନବରଙ୍ଗପୁର ମହାବିଦ୍ୟାଳୟରେ ଇଗ୍ନୋର ପ୍ରାରମ୍ଭ ପରାମର୍ଶ କାର୍ଯକ୍ରମ   (29-Apr-2024)       ||      ବିଜେଡି ଦଳ ପକ୍ଷରୁ ପ୍ରଦୀପ କୁମାର ଅମାତ ଓ ମହୀଧର ରଣା ଙ୍କ ପ୍ରାର୍ଥୀପତ୍ର ଦାଖଲ    (29-Apr-2024)       ||      ନିଜ ପଇସାରେ ନଳ କୁପ ମରାମତି କଲେ ଗ୍ରାମବାସୀ, ବିଭାଗୀୟ ଅଫିସର ଚିର ନିଦ୍ରାରେ   (29-Apr-2024)       ||      ସମ୍ବଲପୁରର ପୂର୍ବତନ ବିଧାୟିକା ଡା.ରାସେଶ୍ୱରୀ ପାଣିଗ୍ରାହୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ୍ କଲେ କେନ୍ଦ୍ରମନ୍ତ୍ରୀ   (29-Apr-2024)       ||      ସମ୍ବଲପୁର ଲୋକସଭା କଂଗ୍ରେସ ପ୍ରାର୍ଥୀ ଭାବେ ନଗେନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା I   (29-Apr-2024)       ||      ସମ୍ବଲପୁରରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ *ବିଜେପିର ସାମାଜିକ ନ୍ୟାୟ ଆନ୍ଦୋଳନ ବ୍ୟାପକ ହେବ - ଧର୍ମେନ୍ଦ୍ର ପ୍ରଧାନ*   (29-Apr-2024)       ||      ଝାରସୁଗୁଡାରେ କେନ୍ଦ୍ରମନ୍ତ୍ରୀଙ୍କ ରୋଡ୍ ସୋ’   (29-Apr-2024)       ||      ଭାରତୀୟ ଯୋଗ ସଂସ୍ଥାନ ର ୫୮ ତମ ସ୍ଥାପନା ଦିବସ   (29-Apr-2024)       ||      ବଲାଙ୍ଗିର ଗାୟତ୍ରୀ ପରିବାର ର ଜଳଛତ୍ର ଅଭିଯାନ ଗୋପାଳଜି ମନ୍ଦିର ଆଗରେ ଦହି ପାଣି ବଣ୍ଟନ   (29-Apr-2024)       ||      ଭୈରବୀ କଳାପରିଷଦ ର ସମ୍ୱର୍ଦ୍ଧନା ଉତ୍ସବ   (29-Apr-2024)       ||     

HOME   ଜିଲ୍ଲା

କଥା ଦେଇଥିବା କଥା ରଖିଲେ ଲୋଇସିଂହା ସରପଞ୍ଚ

24-May-2023



ଲୋଇସିଂହା, (ବିନୋଦ କୁମାର ଦୀପ) ବର୍ଷ ବର୍ଷ ଧରି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ପଂଚାୟତ ଅନ୍ତର୍ଗତ ପତ୍ରାପାଲି, ଜଡ଼ାମୁଣ୍ଡା ଓ ସମ୍ବଲପୁରିଆ ପଡା ର ଲୋକେ ପିଇବା ପାଣି ପାଇଁ ବାରମ୍ବାର ପ୍ରଶାସନ ର ଦ୍ୱାରସ୍ଥ ହେଉଥିଲେ ସୁଦ୍ଧା ତାଙ୍କ କଥା କେହି ଶୁଣୁ ନ ଥିଲେ l ହେଲେ ବର୍ତ୍ତମାନ ସେମାନଙ୍କ ମୁହଁ ରେ ହସ ଫୁଟେଇଛନ୍ତି ଲୋଇସିଂହା ଗ୍ରାମ ପଂଚାୟତ ର ସରପଞ୍ଚ l ନିର୍ବାଚନ ବେଳେ ଲୋକଙ୍କୁ କଥା ଦେଇଥିଲେ ପ୍ରଥମେ ପିଇବା ପାଣି ର ବ୍ୟବସ୍ଥା କରିବା ପାଇଁ, ଆଜି ସେ ଦେଇଥିବା କଥା ରଖିଛନ୍ତି l ତାଙ୍କରି ଉଦ୍ୟମ ରେ ପତ୍ରାପାଲି ଠାରେ ଓଭର ହେଡ଼ ଟାଙ୍କି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି l ଆଜି  ନଡ଼ିଆ ବାଡେଇ ଖୋଦ ସରପଞ୍ଚ ନବକିଶୋର ନାଏକ ଉକ୍ତ ଓଭର ହେଡ଼ ଟାଙ୍କି ନିର୍ମାଣ ର ଶୁଭାରମ୍ଭ କରିଥିଲେ l ପରପଞ୍ଚ ଙ୍କ ଏଭଳି କାର୍ଯ୍ୟ କୁ ଦେଖି  ଲୋକେ ପ୍ରଶଂସା କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିବେ ସି ଏମ୍ ନାମାଙ୍କନ ପତ୍ର ଦାଖଲ କରିବେ। ଆ   29-Apr-2024
  ଜିଲ୍ଲା  
ସମାଜ ପାଠକ ମଞ୍ଚର ତୃତୀୟ ବୈଠକ, ସମାଜରେ ନାରୀକୁ ପୂର୍ଣ ସ୍ଵାଧୀନତା ମିଳି ନାହିଁ, ଗୋପବନ୍ଧୁଙ୍କୁ ଭାରତରତ୍ନ ପ୍ରଦାନ କରାଯାଉ   29-Apr-2024
  ଜିଲ୍ଲା  
ଡାବୁଗାଁ ଅବକାରୀ ବିଭାଗ ଚଢାଉ ୧ ଗିରଫ   29-Apr-2024
ଆପତ୍ତି ଅଭଯୋଗ ପାଇଁ ମୋବାଇଲ ନମ୍ବର ଜାରି କଲେ ଖର୍ଚ୍ଚ ପର୍ଯ୍ୟବେକ୍ଷକ:-   29-Apr-2024
  ଜିଲ୍ଲା  
ଘଣ୍ଟାପଡ଼ା ରାମଲୀଳାରେ ନାଟକ ଇନ୍ଦ୍ରଜିତ ବଧ ଓ ଲକ୍ଷ୍ମଣ ଶକ୍ତିଭେଦ ମଞ୍ଚସ୍ଥ    29-Apr-2024
  ଜିଲ୍ଲା  
ଜିଲ୍ଲା କଳାକାର ସମନ୍ବୟ ସମିତି ତରଫରୁ ମୁଖ୍ୟମନ୍ତ୍ରୀଙ୍କ କଳାକାର  ସହାୟତା ଯୋଜନା ଅବେଦନ  ଏକ ମାସ ବୃଦ୍ଧି ଦାବୀ   29-Apr-2024
  ରାଜନୀତି  
କଂଗ୍ରେସ ମହିଳା ସମାବେଶ, ଆମେ ଜିତିଲେ ଭୂମିହୀନ, ଜବରଦଖଲକାରୀଙ୍କ ଜମିପଟ୍ଟା ନିଶ୍ଚିତ କରାଯିବ -ସମରେନ୍ଦ୍ର   29-Apr-2024
  ରାଜନୀତି  
ଭାଜପା ସାଂସଦ ପ୍ରାର୍ଥୀ ସଂଗୀତା,ବିଧାୟକ ପ୍ରାର୍ଥୀ ଗୋପାଳଜୀ ଓ ମୁକେଶଙ୍କ ନାମାଙ୍କନପତ୍ର ଦାଖଲ   29-Apr-2024
  ରାଜନୀତି  
ହଜାର ହଜାର ସମର୍ଥକ ଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ    29-Apr-2024
  ଜିଲ୍ଲା  
ଖେଳ ପଡ଼ିଆ ଉନ୍ନତିକରଣ ନାଁରେ ଟଙ୍କା ହଡ଼ପ ପ୍ରଶାସନ ର ନଜର ନାହିଁ   29-Apr-2024
  ଜିଲ୍ଲା  
ନବରଙ୍ଗପୁର ମହାବିଦ୍ୟାଳୟରେ ଇଗ୍ନୋର ପ୍ରାରମ୍ଭ ପରାମର୍ଶ କାର୍ଯକ୍ରମ   29-Apr-2024
  ଜିଲ୍ଲା  
ବିଜେଡି ଦଳ ପକ୍ଷରୁ ପ୍ରଦୀପ କୁମାର ଅମାତ ଓ ମହୀଧର ରଣା ଙ୍କ ପ୍ରାର୍ଥୀପତ୍ର ଦାଖଲ   29-Apr-2024

You Might Also Like