-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
26-Dec-2022
ଲୋଇସିଂହା(ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ ୩୪ ନମ୍ବର ଜୋନ କୁଶୁମେଲ ମଣ୍ଡଳ ବୁରୋମୁଣ୍ଡା ଠାରେ ବିଜେପି ତରଫରୁ ସତ୍ୟାଗ୍ରହ କାର୍ଯ୍ୟକ୍ରମ କରାଗଲା l ନବୀନ ସରକାରଙ୍କ ମନ୍ତ୍ରୀ ମାନଙ୍କର ନାରୀ ନିର୍ଯାତନା ଓ ରାଜନୀତିକୁ ବିଜେଡି ଅପରାଧିକରଣ କରୁଥିବା ଏହି ଦୁର୍ନୀତି ଗ୍ରସ୍ତ ସରକାରକୁ ଠିକ୍ ଜବାବ ଦେବା ଲାଗି ଏହି ସତ୍ୟାଗ୍ରହ ଆରମ୍ଭ ମାତ୍ର, ଆଗକୁ ଏହି ସତ୍ୟାଗ୍ରହ ଆହୁରି ତୀବ୍ରତର ହେବ l ଏହି ସତ୍ୟାଗ୍ରହ ସଭାରେ କୁଶମେଲ ମଣ୍ଡଳ ସଭାପତି
କିଶୋର ପଟେଲ, ଜିଲ୍ଲା ଉପସଭାପତି ଲେକ୍ରୁ ତ୍ରିପାଠୀ, ଅମରଜିତ୍ ପଟେଲ,ସତ୍ୟ ସେଠ୍, ପୁରୁସୋତ୍ତମ୍ ମେହେର,ଜମିଦାର ପାତ୍ର,କଲାକାହ୍ନୁ ପଟେଲ, ମଣ୍ଟୁ ସାହୁ, ନିଲାଞ୍ଚଲ୍ ପାତ୍ର,ପବନ ଗହିର,ବୃନ୍ଦାବନ ସା,ଦେବାଶିଷ ଦାସ,ରଞ୍ଜନ ପଧାନ,ରାଧାକାନ୍ତ ପାତ୍ର,ସୁରେନ୍ଦ୍ର ପାତ୍ର,ଶଙ୍କର ଗଡତ୍ୟା,ସଦାଶିବ ବିଶ୍ଵାଳ,ଦିଲୀପ ପାତ୍ର,ଆନନ୍ଦ ବିଶ୍ଵାଳ,ସୀତାରାମ ବେହେରା ସମେତ ଏହି କାର୍ଯ୍ୟକ୍ରମରେ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l