-+91-9937148622 |

prerana_bgr@rediffmail.com |

  Monday 19th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||     

HOME   ଜିଲ୍ଲା

କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ରେ ଦସ୍ତଖତ ଅଭିଯାନ ଆରମ୍ଭ

21-Dec-2022



ସୁବର୍ଣପୁର(ମନୋରଞ୍ଜନ ତ୍ରିପାଠୀ)
 ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ବ୍ଲକ ଛକଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି କେଦାର  ଦାଶ ଓ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା  ଶ୍ରଦ୍ଧାଞ୍ଜଳି ମିଶ୍ର, ଫାଉଣ୍ଡେସନର ଆଇନ ପରାମର୍ଶଦାତା ବରିଷ୍ଠ ଓକିଲ ବଳଦେବ ପ୍ରସାଦ ବେଦବାକ ପ୍ରମୁଖ ସାମ୍ବାଦିକମାନଙ୍କୁ ସମ୍ବୋଧନ କରିଥିଲେ । ସାରା ପୃଥିବୀର ଅଧିକାଂଶ ଦେଶରେ ବର୍ତ୍ତମାନ ନାରୀର ହିଜାବ ବିରୋଧରେ ଆନ୍ଦୋଳନ ବର୍ତ୍ତମାନ ଇରାକ ,ଇରାନ ,ଆଫଗାନିସ୍ଥାନ ,ପାକିସ୍ଥାନ ,ଚାଇନା ଓ ପଶ୍ଚିମ ଦେଶ ଗୁଡିକରେ ଜୋର୍ ଧରିଲାଣି। ମାତ୍ର ଭାରତରେ  ଆଂଶିକ ଭାବରେ ହିଜାବ ସପକ୍ଷରେ ଆନ୍ଦୋଳନ ଚାଲିଛି।କିନ୍ତୁ ସମୟ ଆସିବ ବହୁତ୍ ଶୀଘ୍ର ହିଜାବ ବିରୋଧରେ ଭାରତୀୟ ମହିଳା ଆନ୍ଦୋଳନ କରିବେ । ଆଫଗାନିସ୍ତାନ ଭଳି ବ୍ୟବସ୍ଥା ଭାରତରେ ବହୁତ୍ ଶୀଘ୍ର ଅନୁଭୂତ ହେବ।
ଆମ ଦେଶରେ ପ୍ରତ୍ୟେକ ଦିନ ୬୮ ହଜାର ସୁସ୍ଥ ନବଜାତ ଶିଶୁ ଜନ୍ମ ନିଅନ୍ତି ,.ଅର୍ଥାତ୍ ଆମେ ଗୋଟିଏ ବର୍ଷରେ ଅଷ୍ଟ୍ରେଲିଆର ଜନସଂଖ୍ୟା  ସହିତ ସମ୍ମାନ ଲୋକସଂଖ୍ୟା ତିଆରି କରୁଛୁ । ମାତ୍ର ଭାରତର  ସୀମା ବୃଦ୍ଧି ହେଉ ନାହିଁ । ଫଳରେ ଆମ ଦେଶରେ ଜଙ୍ଗଲ , ଚାଷ ଜମି ସମେତ ସଂରକ୍ଷିତ ଜମି ପ୍ରତ୍ୟେକ ମୁହୂର୍ତ୍ତରେ କମି କମି ଯାଉଛି ।
ଯାହା ଫଳରେ ଆମେ ପରିବେଶ,ଜଳବାୟୁ ,ଶିକ୍ଷା ,ସ୍ୱାସ୍ଥ୍ୟ,ଗମନାଗମନରେ ବ୍ୟାପକ ଅସନ୍ତୁଳନକୁ ସାମ୍ନା କରୁଛୁ ।
 ଆମ ଦେଶରେ ପ୍ରତ୍ୟେକ ଦିନ  ଜନ୍ମ ନେଉଥିବା ପିଲାଙ୍କ ମଧ୍ୟରୁ ହିନ୍ଦୁ ଶିଶୁମାନଙ୍କ  ସଂଖ୍ୟା ହେଉଛି ମାତ୍ର ୩ହଜାର 7ଶହ । ମାତ୍ର ଏକ ନିର୍ଦ୍ଦିଷ୍ଟ ସଂଖ୍ୟାଲଘୁ ସମ୍ପ୍ରଦାୟ ଦେଶର ଜନସଂଖ୍ୟାର ମାତ୍ର କୋଡ଼ିଏ ପ୍ରତିଶତ ଥିବା ବେଳେ ସେମାନେ ପ୍ରତ୍ୟେକ ଦିନ ୫୩ହଜାର ୭୦୦ରୁ ଅଧିକ ପିଲା ଜନ୍ମ ଦେଉଛନ୍ତି ଅର୍ଥାତ୍ ଉପଯୁକ୍ତ ଜନ୍ମ ନିୟନ୍ତ୍ରଣ ଅଭାବରୁ ଆମ ଦେଶ ବହୁତ୍ ଶୀଘ୍ର ଧାର୍ମିକ ସନ୍ତୁଳନ ହରାଇବ । ଆସନ୍ତା କୋଡ଼ିଏ ବର୍ଷ ମଧ୍ୟରେ ଭାରତ ବର୍ଷରେ ହିନ୍ଦୁ ଧର୍ମାବଲମ୍ବୀ ସଂଖ୍ୟାଲଘୁ ହୋଇଯିବେ । ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ଗୋଟିଏ ଅଲୌକିକ ଷଡ଼ଯନ୍ତ୍ରର ଶିକାର ହୋଇଚାଲିଛୁ । ଏଭଳି ଜ୍ୟାମିତିକ ହାରରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରା ନ ଗଲେ  ଆଗାମୀ ଦିନରେ ଭାରତ ଏକ ଭୟଙ୍କର ଗୃହ ଯୁଦ୍ଧର ସମ୍ମୁଖିନ ହେବ। ଭାରତର  ସର୍ବପୁରାତନ ସଭ୍ୟତା ଧ୍ଵଂସ ପାଇଯିବ । ନିଜ ଦେଶରେ ପ୍ରକୃତ ଭାରତୀୟଟି ଅନାଥ ହୋଇ ନିର୍ଯାତନାର ଶିକାର ହେବ ।
ଏସବୁ ସମସ୍ୟାର ଏକମାତ୍ର ସମାଧାନ ହେଉଛି ଜନ୍ମ ନିୟନ୍ତ୍ରଣ ଆଇନକୁ ବାଧ୍ୟତା ମୂଳକ  କରିବା ଓ ଜାତି , ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଶୃଙ୍ଖଳିତ ଭାବେ କାର୍ଯ୍ୟକାରୀ କରିବା । ଦେଶରେ ରହି ଥିବା ଅଶି ପ୍ରତିଶତ ସମ୍ପ୍ରଦାୟ ବର୍ତ୍ତମାନ ସଚେତନ ହୋଇ ଜନ୍ମ ନିୟନ୍ତ୍ରଣ କରୁଛନ୍ତି ।ମାତ୍ର ଅବଶିଷ୍ଟ କୋଡ଼ିଏ ପ୍ରତିଶତ ଲୋକେ, ପିଲା ଜନ୍ମକୁ  ବ୍ୟବସାୟରେ ପରିଣତ କରିଛନ୍ତି ।ଜଣେ ଜଣେ ଲୋକ ଦଶ ଏଗାର ପିଲା ଜନ୍ମ କରି ଦେଶର ପ୍ରଗତି ପ୍ରତି ଭୟାଭୟ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛନ୍ତି ।
ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଆଜକୁ ଦୀର୍ଘ ନଅ ବର୍ଷ ହେଲା ଜନ୍ମ ନିୟନ୍ତ୍ରଣ ଆଇନ ଆଣିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି କରି ଆସୁଛି ।ଅବଶ୍ୟ ଉତ୍ତର ପ୍ରଦେଶ ,କର୍ଣ୍ଣାଟକ , ଆସାମ ଆଦି ପ୍ରଦେଶ ଆମ ଦାବୀକୁ କିଛିକାଂଶରେ ମାନି ନେଲେଣି । ମାତ୍ର କେନ୍ଦ୍ର ସରକାର ଓ ଓଡ଼ିଶା ସରକାର ଏକ୍ଷେତ୍ରରେ ନିଦାବିଷ୍ଣୁ ହୋଇ  ନୀରବଦ୍ରଷ୍ଟା ସାଜିଛି । ଉଭୟ ସରକାରଙ୍କ ନିଦ୍ରାଭଙ୍ଗ ପାଇଁ ସମଗ୍ର ଭାରତ ବର୍ଷରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ପଚାଶ ଲକ୍ଷ ସ୍ୱାକ୍ଷର ବିଶିଷ୍ଟ ଦାବି ପତ୍ରକୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଦେବାର ଲକ୍ଷ୍ୟ ରଖିଛି ।
ଆମ ରାଜ୍ୟରେ ମଧ୍ୟ ପାଞ୍ଚ ଲକ୍ଷ ସ୍ୱାକ୍ଷର ବିଶିଷ୍ଟ ଦାବିପତ୍ର ପ୍ରଦାନ କରାଯିବ ।ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ଅପ୍ରତିଦ୍ଵନ୍ଦୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ।ଓଡ଼ିଶାର କୋଣ ଅନୁକୋଣରୁ ସବୁ ଜିଲ୍ଲାର ପ୍ରତ୍ୟେକ ଗାଁରୁ ସ୍ୱାକ୍ଷର ସଂଗ୍ରହ କରାଯିବ। ସୁବର୍ଣ୍ଣପୁର ଜିଲ୍ଲାରୁ ମଧ୍ୟ ପଚାଶ ହଜାର ଦସ୍ତଖତ ସଂଗ୍ରହ କରାଯିବାର ସ୍ଥିର ହୋଇଛି ବୋଲି ଉକ୍ତ ସାମ୍ୱାଦିକ ସମ୍ମିଳନୀରେ ସେମାନେ ପ୍ରକାଶ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026
  ଜିଲ୍ଲା  
ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   18-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   18-Oct-2026
  ଜିଲ୍ଲା  
*ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   18-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   18-Oct-2026
  ଜିଲ୍ଲା  
ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   18-Oct-2026
  ରାଜ୍ୟ  
ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   18-Oct-2026

You Might Also Like