-+91-9937148622 |
prerana_bgr@rediffmail.com |
Saturday 20th April 2024 |
R.N.I. Regd No. ODIODI/2010/46693
Breaking News
19-Jun-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ) : ଆଜି ସୋନପୁର ବ୍ଲକଛକରେ ବାଲାଜି ସ୍ପିନିଂ ମିଲ ଲେବର ୟୁନିଅନର ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସମ୍ପ୍ରତି ସୋନପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରୁ ହୋଇଥିବା ମେନେଜମେଣ୍ଟ ସାଙ୍ଗେ ବୈଠକରେ ଗତ ୨୦୧୬ ବର୍ଷର ବାକିଆ EPF ଟଙ୍କା ପ୍ରଦାନ କରାଯାଇ ନଥିବାରୁ କ୍ଷୋଭପ୍ରକାଶ କରାଯାଇଛି। ଆଗାମୀ ଦିନରେ ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ନ ଦେଲେ ଶ୍ରମିକ ସଂଗଠନ ତାଙ୍କ ନ୍ୟାୟ ପାଇଁ ରାଜ ରାସ୍ତା କୁ ଓଲ୍ହାଇବ ବୋଲି ସଂଗଠନ ପକ୍ଷରୁ ଖବର ମିଳିଛି l