-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||     

HOME   ଜିଲ୍ଲା

*ବିଶ୍ବ ଯେତେବେଳେ ବି ଦିଗହରା ହୋଇଛି ବ୍ରାହ୍ମଣ ସମାଜ ର ହିଁ ମାର୍ଗଦର୍ଶନ ଲୋଡିଛି*- *ବକ୍ତା*-

05-Aug-2026



ସୋନପୁର (ମନୋରଞ୍ଜନ ତ୍ରିପାଠୀ )
 ବ୍ରାହ୍ମଣ ସମାଜରେ ଏକତା, ସନାତନ ଧର୍ମ ଓ ସଂସ୍କୃତିର ସୁରକ୍ଷା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ରେ ଜୋରଦାର ପ୍ରସ୍ତୁତି  ଆରମ୍ଭ ହୋଇଛି । ସମସ୍ତ ୬ ଗୋଟି ବ୍ଲକରେ ବ୍ରାହ୍ମଣ ଏକତା ମଞ୍ଚର ସଭା ପରେ ରବିବାର ସୁବର୍ଣ୍ଣପୁର ସହର ବ୍ରାହ୍ମଣ ଏକତା ମଞ୍ଚର ସଭା ମଝିପଡ଼ାସ୍ଥିତ ହନୁମାନ ମନ୍ଦିର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବସମ୍ମତିକ୍ରମେ ମଞ୍ଚର ନୂତନ କାର୍ଯ୍ୟକର୍ତ୍ତା ଚୟନ ହୋଇଯାଇଛି । ପ୍ରାରମ୍ଭରେ ପଣ୍ଡିତ ମୈଥାଲି ପଣ୍ଡା ବେଦ ଓ ଉପନିଷଦର ଉଦାହରଣ ଦେଇ ବ୍ରାହ୍ମଣ ସଂସ୍କୃତିର ସୁରକ୍ଷା ପାଇଁ  ମାର୍ଗ ଦର୍ଶନ ଦେଇଥିଲେ। ସୁବର୍ଣ୍ଣପୁର  ସହର ବ୍ରାହ୍ମଣ ପଞ୍ଚର ସଭା, କାର୍ଯ୍ୟକର୍ତ୍ତା ଚୟନ ପରେ ସୋମନାଥ ପୁରୋହିତ ଓ ଓମପ୍ରକାଶ ରଥ ପ୍ରମୁଖ ସମାଜରେ ଏକତା ରକ୍ଷା କରିବା ଉପରେ ବକ୍ତବ୍ୟ ରଖି ଥିଲେ। ଦେଶ ର ସୁରକ୍ଷା ସଂସ୍କୃତି ସୁରକ୍ଷା ଉପରେ ବ୍ରାହ୍ମଣ ସମାଜ ର ଉଲ୍ଲେଖନୀୟ ଭୂମିକା ଥିବା ବେଳେ କୌଣସି ବି ଜାଗାରେ ଏ ସମାଜ ର ମର୍ଯ୍ୟାଦା ହାନି ଯେମିତି ନ ହେଵ ସେଥିପ୍ରତି ରାଜ୍ୟ ସରକାର ଧ୍ୟାନ ଦେବାକୁ ପ୍ରଦୀପ ପୁରୋହିତ ମତ ରଖିଥିଲେ l ଆଉ ଯେତେବେଳେ ବି ବିଶ୍ଵ ରେ ସଙ୍କଟ ଦେଖାଦିଏ କିମ୍ବା ବିଶ୍ଵ ଦିଗହରା ହୋଇଯାଏ ସେ ସମୟରେ ବ୍ରାହ୍ମଣ ସମାଜ ର ହିଁ ମାର୍ଗଦର୍ଶନ ଜରୁରୀ ହୋଇପଡ଼େ ବୋଲି ଶ୍ୟାମା ଓମ୍ ପ୍ରସାଦ ମିଶ୍ର ମତ ରଖି ଥିଲେ l ଏହି ଅବସରରେ ମଞ୍ଚର ନଗର ସଭାପତି ଭାବେ ଜ୍ୟୋତିର୍ବିଦ୍ ମେଡେନ୍‌ କୁମାର ବିଶି, କାର୍ଯ୍ୟକାରୀ ସଭାପତି ଆର୍ତ୍ତତ୍ରାଣ ବାବୁ, ଉପସଭାପତି ସୀତାଂଶୁ ଶେଖର ମିଶ୍ର, ସମ୍ପାଦକ ଅଟଳ ବିହାରୀ ପଣ୍ଡା, ସହସମ୍ପାଦକ ନାରାୟଣ ରଥ, ନିମାଇଁ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଜଗନ୍ନାଥ ଦାଶ, ସଙ୍ଗଠନ ସମ୍ପାଦକ ସୁଧୀର କୁମାର ପଣ୍ଡା, ମିଲନ ମିଶ୍ର, ଦାମୋଦର ପଣ୍ଡା, ସଂଯୋଜକ ପିୟୁଷ ପଣ୍ଡା, ନୀଳାମ୍ବର ଶତପ‌ଥୀ ଓ ରଞ୍ଜନ ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଛି ସେହିପରି ମୁଖ୍ୟ ପରାମର୍ଶଦାତା ଦାତା ଭାବେ ଜଷ୍ଟିସ ଚିତ୍ତରଞ୍ଜନ ଦାଶ, ମୈଥୁଲି ପଣ୍ଡା, ବେଦବ୍ୟାସ ମିଶ୍ର, ସନ୍ତୋଷ କୁମାର ପାଢୀ, ଓମ ପ୍ରକାଶ ରଥ, ସୋମନାଥ ପୁରୋହିତ, ବ୍ରଜ ମୋହନ ଦାନୀ, ବ୍ୟୋମକେଶ ଦାଶ, ବିଧାନଚନ୍ଦ୍ର ପାଣିଗ୍ରାହୀ, ମଧୁସୂଦନ ମିଶ୍ର, ରାମ ଗୋପାଳ ପୂଜାହାରୀ, ରାମସ୍ବାମୀ ମହାପାତ୍ର, ପର୍ଶୁରାମ ମିଶ୍ର, ଦିଲୀପ କୁମାର ରଥ ଓ ଜ୍ଞାନ କୁମାର ପାଣିଗ୍ରାହୀଙ୍କୁ ନିଆଯାଇଛି ଶ୍ୟାମା ଓଁ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026

You Might Also Like