-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||     

HOME   ଜିଲ୍ଲା

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୪୧ତମ ବାର୍ଷିକ ଉତ୍ସବ ଓ ରାଜ୍ୟ ସ୍ତରୀୟ ସାମ୍ବାଦିକ ସମାବେଶ

15-Jul-2026



ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନଠାରେ କନ୍ଧମାଳ ଜିଲ୍ଲା  ସାମ୍ବାଦିକ ସଂଘର ୪୧ତମ ବାର୍ଷିକ ଉତ୍ସବ, ଆଲୋଚନା ଚକ୍ର, ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ସଭା   ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଡ ଅରୁପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

 ବାର୍ଷିକ ଉତ୍ସବର ଉଦଘାଟନୀ ଅଧିବେଶନରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ  ସମ୍ମାନିତ ଅତିଥି ଭାବେ ମାନବିକ ଅଧିକାରର ଉପ ଆରକ୍ଷୀ ଅଧିକ୍ଷକ ଗୋବିନ୍ଦ ଚନ୍ଦ୍ର ବୁରୁହା , ମୁଖ୍ୟବକ୍ତା ଭାବେ କଳିଙ୍ଗ ପେଷାଦାର ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ରାଜ କିଶୋର ସ୍ଵାଇଁ  ଓ ଅନ୍ୟତମ ସମ୍ମାନିତ ଅତିଥି ଜିଲ୍ଲା ସାମ୍ବାଦିକ ସଂଘର ଉପସଭାପତି ସନ୍ତୋଷ ଦିଗାଲ ଓ ପ୍ରକାଶ ନାୟକ ଓ ରାଜ୍ୟ ସଂଘର ଉପସଭାପତି ସୌରଭ ପଟ୍ଟନାୟକ ପ୍ରମୁଖ  ପ୍ରଦୀପ ଜାଳି ଆନୁଷ୍ଠାନିକ ଭାବେ  ସମାବେଶକୁ ଉଦଘାଟନ କରିଥିଲେ। ଜିଲା ସାମ୍ବାଦିକ କାର୍ଯକାରୀ ସଭାପତି ସୁନିଲ ପଟ୍ଟନାୟକ ଅତିଥିମାନଙ୍କୂ ମଞ୍ଚକୁ ସ୍ଵାଗତ କରି ପ୍ରାରମ୍ଭିକ ସୂଚନା ଦେଇଥିଲେ।  ଡ ଅରୁପ ଜେନା  ଜିଲା ସଂଘ ଗଠନ , ସମ୍ବାଦିକ ଓ ସମ୍ବାଦ ପତ୍ର ଉପରେ ବିଭିନ୍ନ ପ୍ରତିବଦ୍ଧକ  ସମ୍ପର୍କରେ ସୂଚନା ଦେଇଥିଲେ। ସାମ୍ବାଦିକମାନେ ସମାଜ ଘଟଣାବଳୀକୁ ଲୋକ ଲୋଚନକୁ ଆଣୁଥିବା ବେଳେ  ଏକ ତରଫା ସମ୍ବାଦ ପରିବେଷଣ ନକରି ମତାମତ ନେବା ଆବଶ୍ୟକ ବୋଲି ଫୁଲବାଣୀ ବିଧାୟକ  ତଥା ମୁଖ୍ୟ ଅତିଥି ମତ ଦେଇଥିଲେ।  କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ଅଶୋକ ପରିଡା ଜିଲ୍ଲା ସଂଘର ବିବରଣୀ ପାଠ କରିବା ସହ  ସମସ୍ତ କାର୍ଯ୍ୟକ୍ରମକୁ ସଂଞ୍ଚାଳନ କରିଥିଲେ। ଆଲୋଚନା ଚକ୍ର  ଉପରେ ବରିଷ୍ଠ ସାମ୍ବାଦିକ ପ୍ରଭାକର ଶିରୋମଣି, ବିନାୟକ ମିଶ୍ର ଓ  ରାଜ୍ୟ କଳିଙ୍ଗ ପେଷାଦାର ସାମ୍ବାଦିକ ସଂଘର ବହୁ ବରିଷ୍ଠ ସଦସ୍ୟ ମତ ରଖିଥିଲେ। ଅପରାହ୍ନ  ଅଧିବେଶନରେ କଳିଙ୍ଗ ପେଶାଦାର ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ  ରାଜ୍ୟ ଉପସଭାପତି ଡ ଅରୁପ ଜେନାଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଂଘର ସଭ୍ୟ ସଂଗ୍ରହ ସାମ୍ବାଦିକଙ୍କ ମାନରକ୍ଷା, ବୀମା, ସୁରକ୍ଷା, ଓ ଆଗାମୀ ସାଂଗଠନିକ ସମ୍ପର୍କରେ ନିଷ୍ପତି ନିଆଯାଇଥିଲା। ଜିଲ୍ଲା ସଂଘର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାମ୍ବାଦିକ ସମାବେଶର ଉଦଯାପନୀ ଉତ୍ସବରେ ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ  ଯୋଗଦେଇ  ସମାଜ  ଗଠନରେ ସାମ୍ବାଦିକର  ଭୂମିକା, ତଥ୍ୟ ଭିତିକ ଖବର ପରିବେଷଣ ସମ୍ପର୍କରେ ସୂଚନା ଦେବା ସହ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ ସମ୍ପର୍କ ରେ ବିଧାନ ସଭାରେ ପ୍ରସ୍ତାବ ଦେବାକୁ କହିଥିଲେ। ଆଇନଜୀବୀ ସଂଘର   ପୂର୍ବତନ ସଭାପତି ବରିଷ୍ଠ ଆଇନଜୀବୀ ଚନ୍ଦ୍ର ଶେଖର ପରିଡା ସମ୍ମାନୀତ  ଅତିଥି ଭାବେ  ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ସୂଚନା ଦେଇଥିଲେ।ଭୁବନେଶ୍ୱର ଏସିଆନ ଏଜ୍
ର ବରିଷ୍ଠ ସାମ୍ବାଦିକ  ଅକ୍ଷୟ ସାହୁ ସମ୍ମାନିତ ବକ୍ତା ଭାବେ  ନିର୍ଭୀକ ସାମ୍ବାଦିକତା, ସମ୍ବାଦିକଙ୍କ ଉପରେ  ବ୍ରିଟିଶ ଶାସନ ସମୟରୁ କେବେ କିପରି ପ୍ରତିବନ୍ଧକ ଲଗାଯାଇଥିଲା,ସାମ୍ବାଦିକଙ୍କ ସୁରକ୍ଷା ଓ ସାମ୍ବାଦପତ୍ର ଉପରେ ବହୁ ତଥ୍ୟ ଭିତିକ ସୂଚନା ଦେଇଥିଲେ। ଜିଲ୍ଲାରେ  ବିଭିନ୍ନ  କ୍ଷେତ୍ରରେ  କାର୍ଯ୍ୟ କରୁଥିବା କେତେ ସମାଜ ସେବୀ, ଅବସର ପ୍ରାପ୍ତ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ଶେଷରେ ଅନୁଷ୍ଠିତ ସମ୍ବର୍ଦ୍ଧନା ପର୍ବରେ ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ କଳିଙ୍ଗ ପେଷାଦାର ସଂଘର   ସଦସ୍ୟ ଓ ଜିଲ୍ଲା ସାମ୍ବାଦିକ ସଂଘର  ସଦସ୍ୟ ମାନଙ୍କୁ  ପୁଷ୍ପଗୁଛ, ଟ୍ରଫି ଓ ଉପଢୗକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ କଟକ ପୁରୀ ଭୁବନେଶ୍ୱର, ନୟାଗଡ, ଗଜପତି କୋରାପୁଟ, ନୂଆପଡା, ମୟୁରଭଞ୍ଜ, କେଉଁଝର, ଅନଗୁଳ, ଯାଯପୁର,,  ବୌଦ୍ଧ,ରାୟଗଡା, ଖୋର୍ଦ୍ଧା  ଇତ୍ୟାଦିର ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଆଲୋଚନା ରେ ଭାଗନେଇଥିଲେ। କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର  ସଭ୍ୟ ସନ୍ତୋଷ ଦିଗାଲ, ସନ୍ତୋଷ ବେହେରା, ଅଚ୍ୟୁତାନନ୍ଦ ସେଠୀ, ଲଳିତ ମଲିକ, ରଞ୍ଜିତ ବେହେରା, ଶିବ ପ୍ରସାଦ ନାୟକ, ରାଜ କିଶୋର ବେହେରା, ମନୋଜ ବେହେରା,ଶମ୍ଭୁ ପ୍ରସାଦ କହଂର, ମୁସ୍କାନ ସୁଆର, ନିବେଦିତା ଖାଡେଙ୍ଗା  ଓ ଅଶୋକ ପ୍ରଧାନ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ। ଅନିର୍ବାର୍ଯ୍ୟ କାରଣ ବଶତଃ ରାଜ୍ୟ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ରାଜ୍ୟ ସଂଘର ସଭାପତି ମନୋଜ ଦାସ କାର୍ଯ୍ୟକ୍ରମରେ ପହଞ୍ଚି ନପାରିବାରୁ ଶୁଭେଛା ବାର୍ତ୍ତା ପଠାଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026

You Might Also Like