-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
11-Nov-2025
ନୂଆପଡ଼ା (ରାମନାଥ ପଣ୍ଡା) ନୂଆପଡା ବିଧାନସଭା ଉପନିର୍ବାଚନରେ ସକାଳ ୦୭ ରୁ ୧୧ଘ ମଧ୍ୟରେ ୩୧.୨୫% ମତଦାନ ହୋଇଥିବାବେଳେ ବର୍ତ୍ତମାନ ୦୧ଘ ସୁଦ୍ଧା ୫୧.୨୬% ମତଦାନ ହୋଇଛି ।ଶୃଙ୍ଖଳାର ସହିତ ମତଦାନ ହେଉଅଛି । ଭୋଟର୍ ଖୁସିରେ ମତଦାନ କରୁଛନ୍ତି ।