-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
11-Nov-2025
ନୂଆପଡ଼ା (ରାମନାଥ ପଣ୍ଡା)
ଆଜି ନୂଆପଡା ଅଞ୍ଚଳ ରେଭୋଟ ଚାଲୁ ଥିବା ସମୟରେ, ଶିକ୍ଷକ ଧନଞ୍ଜୟ ମଲ୍ଲିକ,ଟି ଜି ଟି, ରାଜା ଏ ଟି ହାଇସ୍କୁଲ୍, ଖଡିଆଳ, ପ୍ରିଜାଇଡିଂ ଅଫିସର୍କାର୍ଯ୍ୟ ତୁଲାଉଥିବା ସମୟ ରେ
କୂଳିଆ ବନ୍ଧା, ବୁଥ ନମ୍ବର୍ ୩୬ ଙ୍କୁ ମତଦାନର ଗୋପନୀୟତା ଉଲ୍ଲଂଘନ କରିବା ଅଭିଯୋଗରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ତାଙ୍କୁ ନିଲମ୍ବନ କରିଛନ୍ତି l