-+91-9937148622 |

prerana_bgr@rediffmail.com |

  Sunday 12th July 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ   (12-Jul-2026)       ||      ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ   (12-Jul-2026)       ||      ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ    (12-Jul-2026)       ||      ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ    (12-Jul-2026)       ||      ରେଟାମୁଣ୍ଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ନୂତନ କାର୍ଯ୍ୟକାରି କମିଟି ଗଠିତ ,   (12-Jul-2026)       ||      ଗୋପାଳପୁର ଆଶ୍ରମ ସ୍କୁଲରେ ୭୭ ତମ ବନ ମହୋତ୍ସବ ପାଳିତ   (12-Jul-2026)       ||      ଆକାଶବାଣୀ ବଲାଙ୍ଗୀରର ସାମୟିକ ଉଦଘୋଷକ ଶରତ କୁମାର ନନ୍ଦ ଙ୍କୁ ଅବସର ସମ୍ବର୍ଦ୍ଧନା    (12-Jul-2026)       ||      ଆଗଲପୁର ଠାରେ ବିଜେପିର ବିଏଲଓ ବୈଠକ   (12-Jul-2026)       ||      ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।   (12-Jul-2026)       ||      ସୁରେନ୍ଦ୍ର ପଟେଲଙ୍କ କୋଶଲୀ ରାମାୟଣ ଲୋକାର୍ପଣ ଏବଂ ତହଁକ୍ କୁଟୁମ୍ ର ଝକେର୍ କବିତା ଆସର୍    (12-Jul-2026)       ||      ବୁଦ୍ଧିଜୀବୀ ମାନଙ୍କର ଶାସକ ଗୋଷ୍ଠୀର ଜୟଗାନ ମନୋବୃତ୍ତି ସମାଜ କୁ ଆହୁରି ଅଧୋପତନ ଆଡକୁ ନେଇ ଯାଉଛି    (12-Jul-2026)       ||      ବୃକ୍ଷରୋପଣ ଆମରି ପଣ   (12-Jul-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରଶ୍ନୋତ୍ତର ପ୍ରତିଯୋଗିତା    (12-Jul-2026)       ||      *ଗାଁ ମୁହାଁ ଜଙ୍ଗଲୀ ଭାଲୁ.... ବୋରିପଦର ଗ୍ରାମରେ ଭାଲୁର ଆତଙ୍କ*   (12-Jul-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଙ୍କ 53 ତମ ଜନ୍ମଦିବସ ବୁର୍ଡ଼l ଡାକ ବଙ୍ଗଳା ଠାରେ ମହା ସମାରୋହରେ ପାଳିତ    (12-Jul-2026)       ||      କୁଟୁମ୍ବଡୋଲା କ୍ଲଷ୍ଟର ପକ୍ଷରୁ ସିଆଲବାହାଲି ଠାରେ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା   (12-Jul-2026)       ||      ଅଲେଖ ଧର୍ମ ବଳାମ୍ବି ସ୍ବର୍ଗତ ବିନ୍ଦୁ ବାରିକ ଙ୍କ ଅକାଳ ବିୟୋଗ, ଅଂଚଳ ରେ ଶୋକର ଛାୟା   (12-Jul-2026)       ||      ଯୁବକଙ୍କୁ ହତ୍ୟା, ପୁଲିସର ତଦନ୍ତ ଜାରି   (11-Jul-2026)       ||     

HOME   ରାଜ୍ୟ

ତୁଳସୀ ପାହାଡ଼ ରାସ୍ତା ନିର୍ମାଣ ପାଇଁ ବେଆଇନ୍ କ୍ରସର ସ୍ଥାପନ 

10-Aug-2025



ମାଲକାନଗିରି(କେଶବ ଚନ୍ଦ୍ର ନାୟକ): ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ଅନ୍ତର୍ଗତ ଟେମୃପାଲ୍ଲୀ ପଞ୍ଚାୟତର ତୁଳସୀ ଗାଁ। ଗାଁର ଚତୁଃପାର୍ଶ୍ଵରେ ଘେରି ରହିଛି ପାହାଡ଼। ତୁଳସୀ ପାହାଡ଼ ଛତିଶଗଡ଼ ରାଜ୍ୟ ସୀମାକୁ ଲାଗିରହିଥିବା ଏହି ଅଞ୍ଚଳ ମାଓବାଦୀଙ୍କ ଗଡ଼ ଭାବେ ବେଶ୍ ପରିଚିତ। ତୁଳସୀ ଗାଁ ନିକଟରେ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ପର ଠାରୁ ଏହି ଅଞ୍ଚଳରେ ମାଓବାଦୀ ହିଂସାକାଣ୍ଡ ଯଥେଷ୍ଟ ହ୍ରାସ ପାଇଛି। ଆଖପାଖରେ ଗୁଡାଏ ଗାଁ ରହିଛି ଯେପରି ଦଲଦଲି,ଗୋଗାପଦର,କଟୁଆପଦର,ତୁଳସୀ, ମାଟିଗୁଡ଼ା,ଦଣ୍ଡିଆପଦର,କିରମିଟି ଆଦି ଗାଁ। ମାଓବାଦୀଙ୍କ ଆତଙ୍କ ଯୋଗୁଁ ବିକାଶ କଣ ଜାଣି ନାହାଁନ୍ତି, ଏଠାକାର ଆଦିମ ଜନଜାତି। ତେବେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଫୋକସ୍ ରେ ରହିଛି ଏହି ଅଞ୍ଚଳ। ଏଠାକାର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ସରକାର ଆରମ୍ଭ କରିଛନ୍ତି ଯୋଜନା। ଦୁର୍ଗମ ଅଞ୍ଚଳ ସହ ଗମନାଗମନ ପାଇଁ ରାସ୍ତା ନଥିବାରୁ ଲୋକେ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଛନ୍ତି। କୈାଣସି ଅଞ୍ଚଳରେ ବିକାଶ ପାଇଁ, ପ୍ରଥମେ ସେଠାରେ ରାସ୍ତାର ଆବଶ୍ୟକ ପଡ଼ିଥାଏ । ତୁଳସୀ ଅଞ୍ଚଳର ରେ ବିକାଶ ହେବ ବୋଲି ଏବେ ସରକାର ଉପଲବ୍ଧି କରିବା ପରେ ଆରମ୍ଭ ହୋଇଛି ତୁଳସୀ ପାହାଡ଼ ରାସ୍ତା ନିର୍ମାଣ କାର୍ଯ୍ଯ।ଆନ୍ଧ୍ରପ୍ରଦେଶର ହାଇଗ୍ରୀବା ଇନଫ୍ରଟେକ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଠିକା ସଂସ୍ଥା ନିର୍ମାଣ କାର୍ଯ୍ୟ ହାତକୁ ନେଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରଥମେ ୨୦ କି.ମି ରାସ୍ତା ନିର୍ମାଣ ପାଇଁ ୧୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ବର୍ତ୍ତମାନ ୩୩ କି.ମି ରାସ୍ତା ନିର୍ମାଣ ପାଇଁ ୩୯ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି। ୩୩ କି.ମି ଦୈର୍ଘ୍ୟ ବିଶିଷ୍ଟ ରାସ୍ତା ମାଟିଗୁଡ଼ା ଠାରୁ ନିର୍ମାଣ ଆରମ୍ଭ ହୋଇ ଦଣ୍ଡିଆପଦର ଠାରେ ଶେଷ ହେବ। ଗତ ୨୦୨୩ ମସିହାରୁ ଠିକା ସଂସ୍ଥା ନିର୍ମାଣ କାର୍ଯ୍ୟ ହାତକୁ ନେଇଛି ।
ମାଓ ଅଧ୍ୟୁଷିତ ମାଲକାନଗିରିର ତୁଳସୀ ଘାଟିରେ ବେଆଇନ ପଥର ଖନନ ଚାଲିଥିବା ଅଭିଯୋଗ ହୋଇଛି । ମାଓଗଡକୁ ସୁଗମ କରିବାକୁ ରାସ୍ତା ନିର୍ମାଣ ନାଁରେ ଆନ୍ଧ୍ର ର ହାଇଗ୍ରିଭା ଷ୍ଟୋନ ଇନଫ୍ରାଟେକ ପ୍ରୋଜେକ୍ଟ ଲିମିଟେଡ କମ୍ପାନୀ ଷ୍ଟୋନ ମାଇନିଙ୍ଗ ଚଳାଇଛି । ଗତ ୨୭/୧୧/୨୦୨୪ ରେ ଜିଲ୍ଲାପାଳଙ୍କୁ ଏମ୍ ଏମ୍ ଏସ୍ ୱ।ଇ ଅଧୀନରେ ତୁଲସୀ-ମାଟିଗୁଡା-ଗୁଗାପାଦର-ଦଲ୍ ଦଲି  ପର୍ଯ୍ୟନ୍ତ ସଡକ ନିର୍ମାଣ ଲାଗି ଅସ୍ଥାୟୀ କ୍ରସର ସ୍ଥାପନ ନେଇ ଅନୁରୋଧ କରିଥିଲେ । ରେଫରେନ୍ସ-କାର୍ଯ୍ୟ କ୍ରମ ଚୁକ୍ତିନାମା ସଂଖ୍ୟା: ୦୫/ପି୧ ର ୨୦୨୨-୨୩ /ଏସ୍ ଇ ଅନୁଯାୟୀ ତୁଳସୀରେ ପ୍ରସ୍ତାବିତ କ୍ରଶର ୟୁନିଟ୍ ପାଇଁ କଞ୍ଚା ପଥର ସମ୍ବନ୍ଧୀୟ ସୂଚନା ଦାଖଲ କରିବାକୁ ମାଥିଲି ତହସିଲ ଚିଠି ସଂଖ୍ୟା-୭୫/XXVII-୭୧/୨୦୨୫ ତା -୦୬/୦୧/୨୦୨୫ ରେ ଉକ୍ତ ସଂସ୍ଥା କୁ ଚିଠି କରିଥିଲେ । ରାଜସ୍ୱ ବିଭାଗ ଅଧିନରେ ଥିବା ସରକାରୀ ଜମିରେ ଅସ୍ଥାୟୀ ୟୁନିଟ ବସାଇବାକୁ ନିର୍ଦ୍ଦେଶ ରହିଥିବା ବେଳେ ନିକଟସ୍ଥ ରିଜବ ଫରେଷ୍ଟ ଲ୍ୟାଣ୍ଡରେ ୟୁନିଟ ବସାଇ କାର୍ଯ୍ୟ ଆରମ୍ଭ କରାଯାଇଛି। ତୁଳସୀ ଘାଟିରେ କ୍ରସର ମାଇନିଂ ବେଆଇନ ଭାବେ ଚାଲିଥିବା ଅଭିଯୋଗ ପରେ ମାଥିଲି ତହସିଲଦାର, ଗୋବିନ୍ଦପାଲ୍ଲୀ ବନପାଳ  ପହଞ୍ଚି ତଦନ୍ତ କରି ଫେରିବା ପରେ ଆଜି ପୁଣି କୋରାପୁଟ ସ୍ଥିତ ରାଜ୍ୟ ପରିବେଶ ନିୟନ୍ତ୍ରଣର ରିଜିଓନାଲ ଅଫିସର ଓ ମାଲକାନଗିରି ମାଇନିଂ ଅଧିକାରୀ ଘଟଣା ସ୍ଥଳକୁ ଯାଇ ସ୍ଥିତି ପରଖି ଥିଲେ। ବେଆଇନ ଭାବେ କ୍ରସର ମାଇନିଂ କରିଥିବା ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥା ବିରୋଧରେ କାର୍ୟ୍ୟାନୁଷ୍ଠନ ନିଆଯିବ ବୋଲି ଉଭୟ ଅଧିକାରୀ କହିଛନ୍ତି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି )


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   12-Jul-2026
  ରାଜ୍ୟ  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   12-Jul-2026
  ଜିଲ୍ଲା  
କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ   12-Jul-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ   12-Jul-2026
  ଜିଲ୍ଲା  
ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   12-Jul-2026
  ଜିଲ୍ଲା  
ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ   12-Jul-2026
  ଜିଲ୍ଲା  
ରେଟାମୁଣ୍ଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ନୂତନ କାର୍ଯ୍ୟକାରି କମିଟି ଗଠିତ ,   12-Jul-2026
  ଜିଲ୍ଲା  
ଗୋପାଳପୁର ଆଶ୍ରମ ସ୍କୁଲରେ ୭୭ ତମ ବନ ମହୋତ୍ସବ ପାଳିତ   12-Jul-2026
  ଜିଲ୍ଲା  
ଆକାଶବାଣୀ ବଲାଙ୍ଗୀରର ସାମୟିକ ଉଦଘୋଷକ ଶରତ କୁମାର ନନ୍ଦ ଙ୍କୁ ଅବସର ସମ୍ବର୍ଦ୍ଧନା   12-Jul-2026
  ଜିଲ୍ଲା  
ଆଗଲପୁର ଠାରେ ବିଜେପିର ବିଏଲଓ ବୈଠକ   12-Jul-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।   12-Jul-2026
  ଜିଲ୍ଲା  
ସୁରେନ୍ଦ୍ର ପଟେଲଙ୍କ କୋଶଲୀ ରାମାୟଣ ଲୋକାର୍ପଣ ଏବଂ ତହଁକ୍ କୁଟୁମ୍ ର ଝକେର୍ କବିତା ଆସର୍   12-Jul-2026

You Might Also Like