-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
21-Mar-2025
ବଲାଙ୍ଗୀର(ପ୍ରେରଣା ଖବର): ଆରମ୍ଭ ହେଲା ଗାନ୍ଧୀନଗର କ୍ରିକେଟ ପ୍ରିମିୟର ଲିଗ ୬ । ଏହି କ୍ରିକେଟ ପ୍ରତିଯୋଗିତାରେ ସମୁଦାୟ ୬ଟି ଦଳ ଅଂଶଗ୍ରହଣ କରିଛନ୍ତିl ଦଳ ଗୁଡିକ ହେଲା ଏସ୍ କେ ଇଣ୍ଡିଆନ, ସାଇ ସତ୍ୟମ ପଲଟନ, ବିଏମ ଟାଇଗର, ଏ ବି ଫାଇଟର, କେ ପି ହିନ୍ଦୁ, ଏ ବି ସାଂବି ଦଳ ଗୁଡିକ ଅନ୍ସ ଗ୍ରହଣ କରିଛନ୍ତି। ଆଜି ଉଠଘାଟିନି ଉତ୍ସବ ରେ ବଲାଙ୍ଗୀର ପୌର ଅଧ୍ୟକ୍ଷା ଲିକା ସାହୁ ଯୋଗ ଦେଇ ଥିଲେ। ଆଜିର ମ୍ଯାଚ ଏ ବି ଫାଇଟର ବନାମ ସାଂବି ମ୍ୟାଚ୍ ହୋଇଥିଲା ୧୩ ରନ ରେ ସଂବୀ ଦଳ ଜିତିଥିଲା l ଆଜି ମେଚ୍ ରେ ପରିଚାଳନା କରିଥିଲେ ପ୍ରକାଶ ବଗର୍ତି ଓ ଅନ୍ତର୍ଯ୍ୟାମୀ ପଟେଲ। ସହଯୋଗ କରିଥିଲେ ପ୍ରଶାନ୍ତ ସେଟ, କୁଲଦୀପ ବେହେରା, ଥବିର ସେଲମl,ମଣ୍ଟୁ ମିଶ୍ର, ସୂର୍ଯ୍ୟ ମେହେର, ସୁଶାନ୍ତ ପ୍ରଧାନ, ବୁଲୁ ବଘାର ଶେଷରେ ରାଜା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ