-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
15-Mar-2025
ତୁଷୁରା,(ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ପୂର୍ବତନ ବିଜେପିର ସାଧାରଣ ସମ୍ପାଦକ ମୁକେଶ ଜୈନ ନିର୍ବାଚନ ସମୟରେ ବିଜେଡିରେ ଯୋଗଦାନ କରିଥିଲେ। ଉପ ମୁଖ୍ଯମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସାଂସଦ ସଙ୍ଗୀତା ସିଂହଦେଓ ଓ ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରାଙ୍କ ଉପସ୍ଥିତରେ ଶନିବାର ପୁଣି ଶ୍ରୀ ଜୈନ ନିଜ ବହୁ ସମର୍ଥକଙ୍କ ସହ ବିଜେପିରେ ଯୋଗଦାନ କରିଛନ୍ତି । ତାଙ୍କୁ ଦଳ ପକ୍ଷରୁ ସ୍ବାଗତ କରାଯାଇଥିବା ବେଳେ ଦଳ ଯେଉଁ କାର୍ଯ୍ଯ ଦେବ ତାହା ମୁଁ କରିବି ବୋଲି ଶ୍ରୀ ଜୈନ ପ୍ରକାଶ କରିଛନ୍ତି।