-+91-9937148622 |

prerana_bgr@rediffmail.com |

  Saturday 6th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ    (05-Jun-2026)       ||      ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   (05-Jun-2026)       ||      ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    (05-Jun-2026)       ||      ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   (05-Jun-2026)       ||      ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ    (05-Jun-2026)       ||      ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ    (05-Jun-2026)       ||      ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   (05-Jun-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   (05-Jun-2026)       ||      *ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   (05-Jun-2026)       ||      ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ   (05-Jun-2026)       ||      *ଜୁନ ୨୧ ଯୋଗ ଦିବସ ପାଳନ ପାଇଁ ଯୋଗ ପ୍ରୋଟୋକଲ ପ୍ରଶିକ୍ଷଣ ଶିବିର*   (05-Jun-2026)       ||      ସ୍ୱଚ୍ଛ ଗାଁ – ସୁରକ୍ଷିତ ଜଳବାୟୁ: ସିଂହପୁର ଗ୍ରାମସଭାରେ ସରପଞ୍ଚ ଶଶାଙ୍କ ଶେଖର ଖିଲାରଙ୍କ ସଚେତନତା ବାର୍ତ୍ତା    (05-Jun-2026)       ||      ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାକୁ ପ୍ରକୃତି ମିତ୍ର ଓ ଆନନ୍ଦ ବଡ଼ପଣ୍ଡାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର    (05-Jun-2026)       ||      ଆସ ଆମେ ପଢ଼ିବା କାର୍ଯ୍ୟକ୍ରମ    (05-Jun-2026)       ||      ସମାଜସେବୀ ବିରଞ୍ଚି ନାରାୟଣ ଦାଶଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର    (05-Jun-2026)       ||      ଆଇ.ଟି.ଆଇ. କଲେଜରେ ବୈଷୟିକ ଶିକ୍ଷା ପାଠ୍ୟକ୍ରମ ପାଇଁ ପରାମର୍ଶ ଶିବିର ଅନୁଷ୍ଠିତ    (05-Jun-2026)       ||      ମାଲକାନଗିରିରେ ସରକାରୀ ଡାକ୍ତରଙ୍କ ପ୍ରାଇଭେଟ୍ ଚିକିତ୍ସାକୁ ଗୁରୁତ୍ୱ (ଗରିବ ଓ ମଧ୍ୟବିତ୍ତ ରୋଗୀ ଆର୍ଥିକ ଶୋଷଣର ଶିକାର)   (05-Jun-2026)       ||      କଟକ ବାଲିଯାତ୍ରା ତଳ ପଡ଼ିଆରେ ପ୍ରେମୀଯୁଗଳ ଏବଂ ମଦୁଆଙ୍କ ସହିତ ପିସିଆର ଭ୍ୟାନ୍ ର ଲୁଚିକାଳୀ ଖେଳେ ।   (05-Jun-2026)       ||     

HOME   ଜିଲ୍ଲା

ବାୟୋକେମେଷ୍ଟ୍ରି ରିପୋର୍ଟ ତାରତମ୍ୟକୁ ନେଇ ଦ୍ବନ୍ଦ

08-Feb-2025



ଲୋଇସିଂହା, (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଳକ ଯୋଗୀସର୍ଡା ଗ୍ରାମର ଅଭିନାଷ ମିଶ୍ର ଗୋଟିଏ ଦିନରେ ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ତାଙ୍କ ଲିପିତ ପ୍ରୋଫାଇଲ ପରୀକ୍ଷା କରିଥିଲେ । ହେଲେ ଲୋଇସିଂହା ଡାକ୍ତରଖାନା ପରୀକ୍ଷଣ ରୁ ବଲାଙ୍ଗୀର ମେଡିକାଲ ପରୀକ୍ଷଣରେ ୧୬୬ ମିଗ୍ରା ଅଧ‌ିକ ଦର୍ଶାଯାଇଛି । ଗୋଟିଏ ଦିନରେ ଅଳ୍ପ ସମୟ ବ୍ୟବଧାନରେ କରିଥିବା ପରୀକ୍ଷଣରେ ଏତେବଡ ତାରତମ୍ୟାକୁ ନେଇ ସେ ବୃନ୍ଦରେ ପଢିଯାଇଛନ୍ତି । ତେବେ କେଉଁଠା କାର ରିପୋର୍ଟ ସଠିକ ଓ ଢେଉଁଟା ଭୁଇ ତାକୁ ନେଇ ସେ ସଂଶୟରେ ପଡିଯାଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗରୁ ପ୍ରକାଶ ସେ, ଲୋଇସିଂହା ଚୂଳ ଯୋଗୀସର୍ଜା ପଚାୟତ ସବର ଗ୍ରାମର ଅଭିନାଷ ମିଶ୍ର । ଫେବ୍‌ୟାରୀ ୩ ତାରିଖ ଦିନ ସେ ପ୍ରଥମେ ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇ ଯାଇଥିଲେ । ଓପିଡି ଟିକ ନଂ ୪୮୧୮ ଅନୁଯାୟୀ ଡାକ୍ତର ତାଙ୍କୁ ଲିପିତ ପ୍ରୋଫାଇଲ ପରୀକ୍ଷା କରିବା କୁ ପରାମର୍ଶ ଦେଇଥିଲେ । ଡାକ୍ତରଖାନା ସମନ୍ବିତ ପରୀକ୍ଷାଗାରରେ ତାଙ୍କ ରକ୍ତମନୁନା ନେଇ ପରୀକ୍ଷା କରା ଯାଇଥୁଲା । ଏଠାରେ ୧୯୫ ମିଗ୍ରା ବାହାରିଥିଲା । ଏହାର କିଛିବର୍ଷ ପୂର୍ବରୁ ଅଧିକ ଥିବାରୁ ପରୀକ୍ଷଣ ଉପରେ ସନ୍ଦେହ କରି ସିଧାସଲଖ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ଯାଇ ଟିକଟ ନଂ ୧୦୩୭ ହାସ୍ୟ ସାଟ କରିଥିଲେ । ଲିପିତ ପ୍ରୋଫାଇଲ ପରୀକ୍ଷା କରିବାରୁ ୩୬୧ ମିଗ୍ରା ବାହାରିଥିଲା । ୭୦ରୁ ୧୫୦ ମିଗ୍ରା ସାଧାରଣ ରହିଥ‌ିବା ବେଳେ ବଲାଙ୍ଗୀର ରିପୋର୍ଟରେ ୩୬୧ ମିଗ୍ରା ବାହାରିବାକୁ ନେଇ ସେ ଚିନ୍ତିତ ହୋଇପଡିଛନ୍ତି । ଲୋଇସିଂହା ରିପୋର୍ଟ ଧରି ଆବସ୍ତି ଅନୁଭବ କରି ଚୁପ ପଢିଥାନ୍ତେ ତାଙ୍କ ଜୀବନ ପ୍ରତି ବଡ ବିପଦ ହୋଇଥାନ୍ତି ବୋଲି ଅଭିନାଷ ଅଭିଯୋଗ କରିଛନ୍ତି । ସମନ୍ବିତ ପରୀକ୍ଷାଗାରରେ ଅନଭିଜ୍ଞଙ୍କ ହାତରେ ଛାଡି ଦିଆଯାଉଥିବାରୁ ଏପରି ତାରତମ୍ୟ ବେଳା ଦେଇଥିବା ଅଭିନାଷ ଅଭିଯୋଗ କରିଛନ୍ତି । ଏଥିପ୍ରତି ସ୍ବାସ୍ଥ୍ୟମନ୍ତ୍ରୀ ଗୁରୁତରସହ ପଦକ୍ଷେପ ନେବା କୁ ସେ ଦାବୀ କରିଛନ୍ତି । ଏସମ୍ପର୍କରେ ଭାରପ୍ରାପ୍ତ ଚିକିସ୍ ଅଧିକାରୀ ଶେଖରଲାଲ ପଧାନ ଙ୍କୁ ପଚାରିବାରୁ ସେ କହନ୍ତି, ଏତେମାତ୍ରାରେ ତାରତତ୍ମ୍ୟ ନରହିବା କ‌ଥା । ଖାଲି ପେଟରେ ପରୀକ୍ଷା କଲେ କମ ଓ ଖାଇ କି କଲେ ଅଧିକ ହୋଇଥାଏ ବୋଲି ସେ କହିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ   05-Jun-2026
  ଜିଲ୍ଲା  
ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   05-Jun-2026
  ଜିଲ୍ଲା  
ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    05-Jun-2026
  ଜିଲ୍ଲା  
ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   05-Jun-2026
  ଜିଲ୍ଲା  
ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ   05-Jun-2026
  ଜିଲ୍ଲା  
ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ   05-Jun-2026
  ଜିଲ୍ଲା  
ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   05-Jun-2026
  ଜିଲ୍ଲା  
*ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   05-Jun-2026
  ଜିଲ୍ଲା  
*ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   05-Jun-2026
  ଜିଲ୍ଲା  
ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ   05-Jun-2026

You Might Also Like