-+91-9937148622 |

prerana_bgr@rediffmail.com |

  Thursday 21st May 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେଡି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ    (21-May-2026)       ||      ଜୁନିଅର ରେଡ କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର ଆୟୋଜିତ : ରେଡ୍ କ୍ରସ ସେବା ଗାଁ ଗାଁ ରେ ପହଞ୍ଚିଲେ ମାନବୀୟ ଭାବନା ଉଦ୍ରେକ ହେବ   (21-May-2026)       ||      ଧର୍ମପ୍ରାଣ ମଣିଷ ବୀରେନ୍ଦ୍ର ସାହୁଙ୍କ ପରଲୋକ    (21-May-2026)       ||      ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ   (21-May-2026)       ||      ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ    (21-May-2026)       ||      ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ ll ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଟ୍ରଷ୍ଟ ପ୍ରତିଶୃତିବଦ୍ଧ : ବ୍ରଜ ମୋହନ ଗୋଏଲ, ଟ୍ରଷ୍ଟ ସଭାପତି ll   (21-May-2026)       ||      ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ତମ କଣ୍ଟାମାଳ ଲୋକ କଳା ମହୋତ୍ସବ   (21-May-2026)       ||      *ବଣ ମଲ୍ଲୀ ପ୍ରତିଭାକୁ ସମ୍ବର୍ଧିତ ଦେଲେ ଜିଲ୍ଲପାଳ* *ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ପହଞ୍ଚିଲେ*   (21-May-2026)       ||      କଣ୍ଟାମାଳରେ ବିଜେଡିର ନାରୀ ଅଧିକାର ଅଭିଯାନ♦️ ନାରୀ ସୁରକ୍ଷାକୁନେଇ ବିଜେଡିର ରାଲି ଓ ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବୀପତ୍ର    (21-May-2026)       ||      ଏଚ.ସି.ଏଲ. ଫାଉଣ୍ଡେସନ ଓ ଆରସିଡିସି ଦ୍ୱାରା ନୂତନ ଜୈବ ବିବିଧତା ପ୍ରକଳ୍ପର ଶୁଭାରମ୍ଭ   (21-May-2026)       ||      ଭୂମିକାର ନାଟ୍ୟ କର୍ମଶାଳା ସ୍ଥଗିତ    (21-May-2026)       ||      ରାଜସ୍ଥାନରେ ଦୁଇ ଭଉଣୀଙ୍କ ଉପରେ ଗଣ ଦୁଷ୍କର୍ମ ଓ  ଆତ୍ମହତ୍ୟା ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବିରେ ଏସ ୟୁ ସି ଆଇ (ସି)ର ବିକ୍ଷୋଭ   (20-May-2026)       ||      ଜନଭାଗୀଦାରୀ ଅଭିଯାନରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସଚେତନତା   (20-May-2026)       ||      ଅରିନ୍ଦମଙ୍କ ନାଁରେ ଏତଲା ଦେଲେ ସାମ୍ବାଦିକ   (20-May-2026)       ||      କଟକ ଜିଲ୍ଲାର ନୂତନ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ବିଧିବଦ୍ଧ ଭାବରେ ଦାୟିତ୍ଵ ଗ୍ରହଣ କଲେ ଶ୍ରୀମତୀ ସ୍ଵାଗତିକା ବେହେରା   (20-May-2026)       ||      ସ୍ବାବଲମ୍ବୀ କାରିଗର ସଂଘ ପକ୍ଷରୁ କଟକ ସଦର ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ   (20-May-2026)       ||      କୁକୁର କାମୁଡ଼ିବାରୁ ସାମ୍ବାଦିକ ନିଲୁ ସାହୁ ଆହତ, ଡାକ୍ତରଖାନା ପହଞ୍ଚି ଚିକିତ୍ସା କଥା ପଚାରି ବୁଝିଲେ ପ୍ରସନ୍ନ I   (20-May-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ତୁରେକେଲା ବ୍ଲକ କମିଟି ର ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ    (20-May-2026)       ||      ଓଡ଼ିଶା  ସିଏଚ୍ଏସି  ୨୦୨୬ ପରିକ୍ଷା ଫଳାଫଳରେ  ଜେ ଏସ୍ ଏମ୍ କଲେଜର ୧୦୦% ସଫଳତା   (20-May-2026)       ||      ଜିଲ୍ଳା କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ ତରଫରୁ ବନ୍ଦ ଡାକରା ପୁର୍ଣ ସଫଳ    (20-May-2026)       ||     

HOME   ଜିଲ୍ଲା

ଲୋୟର ସୁକତେଲ ବୁଡି ଅଂଚଳ ସଂଗ୍ରାମ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

23-Jan-2025



ବଲାଙ୍ଗିର,୨୩/୦୧ - ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଦିବସରେ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡିଶା ସରକାର ଭୁବନେଶ୍ୱରଙ୍କୁ ଲୋୟର ସୁକତେଲ ବୁଡି ଅଂଚଳ ସଂଗ୍ରାମ ପରିଷଦ ବଲାଙ୍ଗିର ପକ୍ଷରୁ ଦିଆଯାଇଥିବା ୧୨ ଦଫା ଦାବି ଗୁଡିକୁ ଉପସ୍ଥାପନ କରାଯାଇଥିଲା । ଲୋୟର ସୁକତେଲ ବୁଡି ଅଂଚଳର ସମସ୍ତ ୨୯ଟି ପ୍ରକଳ୍ପ ପ୍ରଭାବିତ ଗାଁ ରେ ସମାନ ଭାବରେ ୨୦୧୩ ଭୂମି ଅଧିଗ୍ରହଣ ଆଇନକୁ ପୂର୍ଣ୍ଣଙ୍ଗ ଭାବେ ବିଧିବଦ୍ଧ କାର୍ଯ୍ୟକାରୀ କରାଯାଉ, ଲୋୟର ସୁକତେଲ ପ୍ରକଳ୍ପ ଉଦ୍‌ଘାଟନୀ ତା.୦୩.୦୧.୨୦୨୪ ରିଖ କୁ ସମମସ୍ତ ପ୍ରକାରର ପୁର୍ନବାସ କ୍ଷତିପୁରଣ ଓ ଥଇଥାନ ସହାୟତା ସକାଶେ କଟ୍ ଅଫ୍ ଡେଟ୍ ଭାବେ ଗ୍ରହଣ କରାଯାଇ ପ୍ରତ୍ୟେକ ବିସ୍ଥାପିତ ପରିବାର ଭାବେ ଗଣାଯାଉ, ପ୍ରତ୍ୟେକ ପରିବାରକୁ ବିସ୍ଥାପିତ ପରିଚୟ ପତ୍ର ପ୍ରଦାନ କରାଯାଉ, ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ତଥ୍ୟ ଅନୁସନ୍ଧାନକାରୀ ଟିମ୍ ବଲାଙ୍ଗିର ସୁକତେଲ ବୁଡି ଅଂଚଳକୁ ପଠାଯାଉ ଓ ଟିମ୍ ର ସୁପାରିଶ ଅନୁଯାୟୀ ଯୋଜନା ପ୍ରସ୍ତୁତି କରା୍‌ାଇ ଏହାକୁ କାର୍ଯ୍ୟକାରୀ କରାଯାଉ, ବିସ୍ଥାପିତ ଛାତ୍ର ଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା କରାଯାଉ, ପ୍ରତ୍ୟେକ ବିସ୍ଥାପିତ ପରିବାର ଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବବା ଯୋଗାଇ ଦିଆଯାଉ, ପୁର୍ନବାସ କଲୋନୀ ଗୁଡିକରେ ମୌଳିକ ସୁବିଧା ଯୋଗାଇ ଦିଆଯାଉ, ଭୁମିହିନ ବିସ୍ଥାପିତ ପରିବାରଙ୍କୁ ଚିହ୍ନଟ କରାଯାଇ ଥଇଥାନ କରାଯାଉ, ଆଦିବାସୀ ଓ ଏସ୍‌ସି ପରିବାରମାନଙ୍କ ପ୍ରତି ୨୦୧୩ ଭୂମି ଅଧିଗ୍ରହଣ ଆଇନ ଅନୁଯାୟୀ ଜମି ଯୋଗାଇ ଦିଆଯାଉ, ବିସ୍ଥାପିତ ବେକାର ଯୁବକ ଯୁବତୀମାନଙ୍କୁ ଧନ୍ଦାମୂଳକ ତାଲିମ ଦିଆଯାଉ, କୃଷି ଶ୍ରମିକ, କଳାକାର, ଶିଳ୍ପି, ପାରମ୍ପରିକ ବୃତ୍ତିଧାରୀମାନଙ୍କର ଜୀବିକା କୁ ସୁନିଶ୍ଚିତ କରାଯାଉ, ଲୋୟର ସୁକତେଲ ଜଳ ଭଣ୍ଡାର ରେ ମାଛ ଚାଷ ପାଇଁ ସମବାୟ ଗଠନ କରାଯାଉ । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ବଲାଙ୍ଗିର ଜୀବନ ରେଖା କୁହାଯାଉଛି କିନ୍ତୁ ସରକାରୀ ତଥ୍ୟ ଅନୁଯାୟୀ ୨୯ଟି ଗାଁ ର ୧୧,୬୦୬ ପରିବାର ପ୍ରଭାବିତ ହୋଇଥିବା ବେଳେ ୭୨୧୨ ପରିବାର ସଂପୂର୍ଣ୍ଣ ବିସ୍ଥାପିତ, ୪୧୨୬ ପରିବାର ପ୍ରଭାବିତ ଏଥିରୁ ୨୩୫୦ ଆଦିବାସୀ ପରିବାର ବିସ୍ଥାପିତ ଅଟନ୍ତି । ୨୯ଟି ଗାଁ ରୁ ୧୫ଟି ଗାଁ ସମ୍ପୁର୍ଣ୍ଣ ଓ ୧୪ ଟି ଗାଁ ଆଂଶିକ ପ୍ରଭାବିତ ଭୂମିହୀନ ପରିବାରଙ୍କୁ ସହାୟତା ରାଶି ୩ ଲକ୍ଷ ୫୦ ହଜାର ଟଙ୍କା ଦିଆଯିବ ଓ ବସୁନ୍ଧରା ଯୋଜନାରେ ୫ ଡିସ୍‌ମିଲ ଘର ଡିହ ଯୋଗାଇବା ସହିତ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ପ୍ରତିଶୃତି ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ୨୬୮ ଟି ଭୂମିହୀନ ପରିବାର ପାଇଁ ଅନୁଦାନ ମଞ୍ଜୁର ହୋଇଥିଲା, ଭେରିଫିକେସନ ପରେ ୨୫୫ ଟି ପରିବାର କୁ ମହାୟତା ରାଶି ବଣ୍ଟନ କରାଯାଇଛି । ୨୪୦ ଟି ଭୂମିହୀନ ପରିବାର ଘର ଡିହ ଓ ଘର ଅପେକ୍ଷା ରେ ଅଛନ୍ତି । ୬ଟି ପୁର୍ନବାସ ଓ ଥଇଥାନ କଲୋନିରେ ଘର ଡିହ ଯୋଗାଇ ଦିଆଯାଇଛି । କୁମିଆଁପାଲି ଗ୍ରାମର ୫୬ ଟି ଆଦିବାସୀ ପରିବାରମାନଙ୍କୁ ନ୍ୟାୟ ଦିଆଯାଇ ନାହିଁ । ଗତ ୨୪ ନଭେମ୍ବର ୨୦୦୧ ରିଖ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା ଏବଂ ଗତ ୨୦୨୪ ସୁକତେଲ ଜଳ ସେଚନ ପ୍ରକଳ୍ପର ଉଦ୍‌ଘାଟନ ହୋଇଥିଲା । ଏହି ପ୍ରକଳ୍ପରେ ୧.୫୭୬ ଏକର ଜଙ୍ଗଲ ଜମି ଜଳମଗ୍ନ ହୋଇଅଛି । ଏହାକୁ ଭରଣା କରିବା ପାଇଁ ବଲାଙ୍ଗିର ଜିଲ୍ଲା ଓ ସୁନ୍ଦରଗଡ ଜିଲ୍ଲାରେ ବୃକ୍ଷରୋପଣ କରାଯାଇଛି ବୋଲି ଉଲ୍ଲେଖ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଲୋୟର ସୁକତେଲ ବୁଡି ଅଂଚଳ ସଂଗ୍ରାମ ପରିଷଦର ସଂପାଦକ ସତ୍ୟ ବନଛୋର, ଉପଦେଷ୍ଟା ତ୍ରିଲୋଚନ ପୁଞ୍ଜିି, ବରିଷ୍ଠ ସଭ୍ୟ କାହ୍ନୁ ମିଶ୍ର,କୃଷ୍ଣଚନ୍ଦ୍ର ରାଜପୁତ, ରାମଚନ୍ଦ୍ର ବରିହା, ରାଜ କିଶୋର ପଣ୍ଡା, ଦଳିତ ନେତା ଦେବଦତ୍ତ ବାଗ, ଲୋୟର ସୁକତେଲ ଜିନ୍ଦାବାଦ ଆଦିବାସୀ ସଂଗଠନର ନେତା ପ୍ରେମରାଜ ବରିହା, ଡମ୍ବରୁ ବରିହା, ଚନ୍ଦ୍ରମଣି ବରିହା, ସୁଶାନ୍ତ ବରିହା, କପିଳେଶ୍ୱର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେଡି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ   21-May-2026
  ଜିଲ୍ଲା  
ଜୁନିଅର ରେଡ କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର ଆୟୋଜିତ : ରେଡ୍ କ୍ରସ ସେବା ଗାଁ ଗାଁ ରେ ପହଞ୍ଚିଲେ ମାନବୀୟ ଭାବନା ଉଦ୍ରେକ ହେବ   21-May-2026
  ଜିଲ୍ଲା  
ଧର୍ମପ୍ରାଣ ମଣିଷ ବୀରେନ୍ଦ୍ର ସାହୁଙ୍କ ପରଲୋକ   21-May-2026
  ଜିଲ୍ଲା  
ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ   21-May-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ   21-May-2026
  ଜିଲ୍ଲା  
ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ ll ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଟ୍ରଷ୍ଟ ପ୍ରତିଶୃତିବଦ୍ଧ : ବ୍ରଜ ମୋହନ ଗୋଏଲ, ଟ୍ରଷ୍ଟ ସଭାପତି ll   21-May-2026
  ଜିଲ୍ଲା  
ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ତମ କଣ୍ଟାମାଳ ଲୋକ କଳା ମହୋତ୍ସବ   21-May-2026
  ଜିଲ୍ଲା  
*ବଣ ମଲ୍ଲୀ ପ୍ରତିଭାକୁ ସମ୍ବର୍ଧିତ ଦେଲେ ଜିଲ୍ଲପାଳ* *ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ପହଞ୍ଚିଲେ*   21-May-2026
  ରାଜ୍ୟ  
କଣ୍ଟାମାଳରେ ବିଜେଡିର ନାରୀ ଅଧିକାର ଅଭିଯାନ♦️ ନାରୀ ସୁରକ୍ଷାକୁନେଇ ବିଜେଡିର ରାଲି ଓ ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବୀପତ୍ର   21-May-2026
  ଜିଲ୍ଲା  
ଏଚ.ସି.ଏଲ. ଫାଉଣ୍ଡେସନ ଓ ଆରସିଡିସି ଦ୍ୱାରା ନୂତନ ଜୈବ ବିବିଧତା ପ୍ରକଳ୍ପର ଶୁଭାରମ୍ଭ   21-May-2026
  ଜିଲ୍ଲା  
ଭୂମିକାର ନାଟ୍ୟ କର୍ମଶାଳା ସ୍ଥଗିତ    21-May-2026
  ରାଜ୍ୟ  
ରାଜସ୍ଥାନରେ ଦୁଇ ଭଉଣୀଙ୍କ ଉପରେ ଗଣ ଦୁଷ୍କର୍ମ ଓ  ଆତ୍ମହତ୍ୟା ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବିରେ ଏସ ୟୁ ସି ଆଇ (ସି)ର ବିକ୍ଷୋଭ   20-May-2026

You Might Also Like