-+91-9937148622 |

prerana_bgr@rediffmail.com |

  Tuesday 18th March 2025 |

| | | |

R.N.I. Regd No. ODIODI/2010/46693

Breaking News

ବାରପାହାଡ ଜଙ୍ଗଲରୁ ଅଜଣା ଶବ ଉଦ୍ଧାର    (17-Mar-2025)       ||      ସ୍ୱର୍ଗତ ପିତାମ୍ବର ସେଠ ମେମୋରିଆଲ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପିତ   (17-Mar-2025)       ||      କମସରା ଓ କୁମ୍ଭାରମୁଣ୍ଡା ଗ୍ରାମପଞ୍ଚାୟତର ଚାଷଜମିକୁ ଉଠାଜଳସେଚନ ଯୋଗାଇବା ଦାବି   (17-Mar-2025)       ||      କମସରା ଓ କୁମ୍ଭାରମୁଣ୍ଡା ଗ୍ରାମପଞ୍ଚାୟତର ଚାଷଜମିକୁ ଉଠାଜଳସେଚନ ଯୋଗାଇବା ଦାବି   (17-Mar-2025)       ||      ବେଆଇନ ଗୃହ ନିର୍ମାଣ କରି ରାସ୍ତା ଅବରୋଧ ପ୍ରତିବାଦରେ ଅମ୍ବାଭୋନା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ   (17-Mar-2025)       ||      ମହିଳାମାନେ ମହାଶକ୍ତିର ଭଣ୍ଡାର : ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ଵାରା ଶକ୍ତି ଉତ୍ସବ ଆୟୋଜନ   (17-Mar-2025)       ||      ବକଟି ରେ ଧନୁଯାତ୍ରା ମହୋତ୍ସବ    (17-Mar-2025)       ||      ପୁଟପୁଟିଗଡ ୱାଚ ଟାୱାର ଓ ବନ୍ଧପାଲି ନର୍ସରୀ ପରିଦର୍ଶନ କଲେ ଜିଲ୍ଲାପାଳ   (17-Mar-2025)       ||      କୃଷକ ମାନଙ୍କ ଫସଲର ଉଚିତ ମୂଲ୍ୟ ନ ମିଳିବା କାରଣରୁ କୃଷକ ଦାଦନ ଖଟି ଯାଉଛି:-ରାକେଶ ଟିକାୟତ   (17-Mar-2025)       ||      ଜୁନିଅର୍ ରେଡକ୍ରସ କାଉନସିଲର ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ   (17-Mar-2025)       ||      *କୋଶଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ସ୍ୱଚ୍ଛତା ପକ୍ଷ ପାଳିତ*   (17-Mar-2025)       ||      ୮ ଦିନ ହେଲା ଛୁଟିରେ ସ୍ବାସ୍ଥ୍ୟ ମିଶନ କର୍ମଚାରୀ *ଜିଲ୍ଲାରେ ସ୍ୱାସ୍ଥ୍ୟସେବପ୍ରଭାବିତ*   (17-Mar-2025)       ||      ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତରେ ଉମେଶ ଜେନାଙ୍କ ଶୋକ   (17-Mar-2025)       ||      ୪୨ ମୌଜl ଶାନ୍ତି କମିଟିର କାର୍ଯ୍ୟକାରୀ କମିଟି ବୈଠକ   (17-Mar-2025)       ||      ଜନ ଆରୋଗ୍ୟ ସମିତି ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ   (17-Mar-2025)       ||      ପ୍ରେରଣାର ସ୍ଵନକ୍ଷତ୍ର ଦିବସ ପାଳନ ପୂର୍ବରୁ ଆରମ୍ଭ ହେଲା ବିଭିନ୍ନ ପ୍ରତିଯୋଗିତା    (17-Mar-2025)       ||      ମାମୁନୀ ପାଇଲେ ରାଜ୍ୟପାଳ ପୁରସ୍କାର ଡେଙ୍ଗ ବିଦ୍ୟାଳୟ ପାଇଁ ଗୌରବ ଆଣିଲେ   (09-Mar-2025)       ||      ପିକଅପ ସହ ଦୁଇ ସ୍କୁଟି ଧକ୍କା, ଜଣେ ମୃତ ଦୁଇ ଗୁରୁତର   (17-Mar-2025)       ||      *ପାପଡାହାଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟ ରେ ସମାପ୍ତି ସୂଚକ ଆକଳନ -୨ ସୁପରିଚାଳନା ପାଇଁ ବିଇଓ ଏବଂ ସିଆରସି ଙ୍କ ପରିଦର୍ଶନ*   (17-Mar-2025)       ||      ତହଁକ ତିହାର ଉଦଯାପିତ   (17-Mar-2025)       ||     

HOME   ଜିଲ୍ଲା

ଭାରତୀୟ ପ୍ରକାଶନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମି ର ସଚିବ ସମ୍ମାନିତ

30-Sep-2024



ଫେଡେରେସନ ଅଫ୍ ଇଣ୍ଡିଆନ ପବ୍ଲିଶର୍ସର ୪୪ ତମ ପୁରସ୍କାର ପ୍ରଦାନ ଉତ୍ସବରେ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ଉକ୍ରର୍ଷତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓଙ୍କୁ ପ୍ରକାଶକ ବନ୍ଧୁ ଭାବରେ ପୁରସ୍କୃତ କରାଯାଇଛି । ଭାରତୀୟ ପ୍ରକାଶନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ଦି କ୍ଲେରିଜ ହୋଟେଲରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ବିଚାରପତି ହିମା କୋହଲି ଏବଂ ପୂର୍ବତନ ମନ୍ତ୍ରୀ ସ୍ମୃତି ଇରାନୀ ଅତିଥି ଭାବରେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହି ସମାରୋହରେ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ସଂସ୍କୃତ ପତ୍ରିକା ‘ସଂସ୍କୃତ ପ୍ରତିଭା’କୁ ପ୍ରଥମ ପୁରସ୍କାର ଏବଂ ହିନ୍ଦୀ ପତ୍ରିକା ‘ସମକାଳୀନ ଭାରତୀୟ ସାହିତ୍ୟ’କୁ ଦ୍ୱିତୀୟ ପୁରସ୍କାର  ତଥା ବାଲ ସାହିତ୍ୟ ପୁରସ୍କାର ପାଇଁ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଫେଡେରେସନ ଅଫ ଇଣ୍ଡିଆନ ପବ୍ଲିଶର୍ସ ଦେଶର ପ୍ରକାଶନ କ୍ଷେତ୍ରରେ କାର୍ଯ୍ୟରତ ସର୍ବୋଚ୍ଚ ସଂସ୍ଥା । ଏହି ସଂସ୍ଥା ପ୍ରକାଶନ କ୍ଷେତ୍ରରେ ଉତ୍ୱର୍ଷତା ପାଇଁ ପ୍ରତିବର୍ଷ ପ୍ରକାଶକ ମାନଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରିଥାଏ ।  ସୂଚନାଯୋଗ୍ୟ ଯେ ସାହିତ୍ୟ ଏକାଡେମୀ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ସାହିତ୍ୟ ସଂସ୍ଥା ଯିଏ ୨୪ଟି ଭାରତୀୟ ଭାଷାରେ ପୁସ୍ତକ ପ୍ରକାଶନ କରିଥାଏ । ଏକାଡେମୀ ତରଫରୁ ପ୍ରତିବର୍ଷ ୫୦୦ରୁ ଅଧିକ ପୁସ୍ତକ ହୋଇଥାଏ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାରପାହାଡ ଜଙ୍ଗଲରୁ ଅଜଣା ଶବ ଉଦ୍ଧାର   17-Mar-2025
  ଜିଲ୍ଲା  
ସ୍ୱର୍ଗତ ପିତାମ୍ବର ସେଠ ମେମୋରିଆଲ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପିତ   17-Mar-2025
  ରାଜନୀତି  
କମସରା ଓ କୁମ୍ଭାରମୁଣ୍ଡା ଗ୍ରାମପଞ୍ଚାୟତର ଚାଷଜମିକୁ ଉଠାଜଳସେଚନ ଯୋଗାଇବା ଦାବି   17-Mar-2025
  ରାଜନୀତି  
କମସରା ଓ କୁମ୍ଭାରମୁଣ୍ଡା ଗ୍ରାମପଞ୍ଚାୟତର ଚାଷଜମିକୁ ଉଠାଜଳସେଚନ ଯୋଗାଇବା ଦାବି   17-Mar-2025
  ଜିଲ୍ଲା  
ବେଆଇନ ଗୃହ ନିର୍ମାଣ କରି ରାସ୍ତା ଅବରୋଧ ପ୍ରତିବାଦରେ ଅମ୍ବାଭୋନା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ   17-Mar-2025
  ରାଜ୍ୟ  
ମହିଳାମାନେ ମହାଶକ୍ତିର ଭଣ୍ଡାର : ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ଵାରା ଶକ୍ତି ଉତ୍ସବ ଆୟୋଜନ   17-Mar-2025
  ଜିଲ୍ଲା  
ବକଟି ରେ ଧନୁଯାତ୍ରା ମହୋତ୍ସବ   17-Mar-2025
  ଜିଲ୍ଲା  
ପୁଟପୁଟିଗଡ ୱାଚ ଟାୱାର ଓ ବନ୍ଧପାଲି ନର୍ସରୀ ପରିଦର୍ଶନ କଲେ ଜିଲ୍ଲାପାଳ   17-Mar-2025
  ଜିଲ୍ଲା  
କୃଷକ ମାନଙ୍କ ଫସଲର ଉଚିତ ମୂଲ୍ୟ ନ ମିଳିବା କାରଣରୁ କୃଷକ ଦାଦନ ଖଟି ଯାଉଛି:-ରାକେଶ ଟିକାୟତ   17-Mar-2025
  ଜିଲ୍ଲା  
ଜୁନିଅର୍ ରେଡକ୍ରସ କାଉନସିଲର ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ   17-Mar-2025
  ଜିଲ୍ଲା  
*କୋଶଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ସ୍ୱଚ୍ଛତା ପକ୍ଷ ପାଳିତ*   17-Mar-2025
  ଜିଲ୍ଲା  
୮ ଦିନ ହେଲା ଛୁଟିରେ ସ୍ବାସ୍ଥ୍ୟ ମିଶନ କର୍ମଚାରୀ *ଜିଲ୍ଲାରେ ସ୍ୱାସ୍ଥ୍ୟସେବପ୍ରଭାବିତ*   17-Mar-2025

You Might Also Like