-+91-9937148622 |

prerana_bgr@rediffmail.com |

  Wednesday 11th September 2024 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷା ଯୋଗୁଁ ମାଲକାନଗିରି,ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ଘୋଷଣା   (10-Sep-2024)       ||      ସୁଭଦ୍ରା ଯୋଜନା ର ତଦାରଖ ପାଇଁ ବରିଷ୍ଠ ଅଧିକାରୀ ଙ୍କୁ ଦାୟିତ୍ଵ ପ୍ରଦାନ    (10-Sep-2024)       ||      ନୂଆଖାଇ ଅବସରରେ ୭ ତମ ଏକ ଦିବସୀୟ ମହିଳା ଫୁଟବଲ ପ୍ରଦର୍ଶନୀ ୫/୪ ରେ ସୁନ୍ଦରଗଡ ବିଜୟୀ   (10-Sep-2024)       ||      କଲଗାଂପାଲି ନେ ନୂଆଁଖାଇ ଆର୍ ଜୁହାର୍ ଭେଟ    (10-Sep-2024)       ||      ବିଶ୍ବାତ୍ମ ବିଦ୍ୟା ମନ୍ଦିର ବଲାଙ୍ଗିରର ୩୦ ତମ ପ୍ରତିଷ୍ଠା ଦିବସ   (10-Sep-2024)       ||      ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ   (10-Sep-2024)       ||      ଜିଲ୍ଲାପାଳ ରାୟଗଡଙ୍କ ଜିଲ୍ଲା ସଂସ୍କୃତି ଭବନ ପରିଦର୍ଶନ   (10-Sep-2024)       ||      ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଲଗୋଦାମ ପଡ଼ାରେ ବିଭତ୍ସ ହତ୍ୟାକାଣ୍ଡ    (10-Sep-2024)       ||      ପରବାସୀ କୁଟୁମର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ   (10-Sep-2024)       ||      ଏକତ୍ରିତ ହୋଇ ନୁଆଁ ଖାଇଲେ କର୍ଲା ମୁହାଁଣ ଗ୍ରାମବାସୀ   (10-Sep-2024)       ||      ସାନଟିକାରେ ନୂଆଁଖାଇ ଭେଟଘାଟ   (10-Sep-2024)       ||      ପଞ୍ଚାୟତ ବାଳିକା ହାଇସ୍କୁଲ ଭୁକ୍ତାରେ ହାତାଧୁଆ ଦିବସ ପାଳିତ    (10-Sep-2024)       ||      ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଦିତି ଔଷଧ ଦୋକାନ ଗୃହ ଉଦଘାଟିତ   (10-Sep-2024)       ||      ଭୈରୋପୁରରେ ନୂଆଁଖାଇ ଭେଟଘାଟ    (10-Sep-2024)       ||      ନୂଆପଡ଼ା ଏନଏସି ଅଞ୍ଚଳକୁ ସମୁଦ୍ର ମାଡି ଆସିଲା   (10-Sep-2024)       ||      ବିଭାଗୀୟ ଯନ୍ତ୍ରୀ ସୁଧିର ପଣ୍ଡାଙ୍କ ଅବହେଳା, ୨୦ ବର୍ଷ ହେବ ୪୦ଲକ୍ଷ ଟଙ୍କାର କ୍ଲଷ୍ଟର ବିଲ୍ଡିଂ ସ୍ୱାହା,ଉଦ୍‌ଘାଟନ ପୂର୍ବରୁ ମରାମତି କାମ ଚାଲିଛି   (09-Sep-2024)       ||      ନଳିନୀପ୍ରଭା ଶତପଥୀଙ୍କ ଭକ୍ତିିରସାତ୍ମକ କବିତା ସଂକଳନ ‘ଭକ୍ତି କୁସୁମ’ ଲୋକାର୍ପିତ   (09-Sep-2024)       ||      ଝାଏଁରେ ବନ୍ଦପାଲି କଳାପଟା ଛକରେ ନୂଆଁଖାଇ ଭେଟଘାଟ    (09-Sep-2024)       ||      ଆର୍ ଜି କର ହସ୍ପିଟାଲ୍ ମହିଳା ଡ଼ାକ୍ତରଙ୍କ ମୃତ୍ୟୁ ଘଟଣା, ଏକ ମାସ ପରେ ନ୍ୟାୟ ପାଇଲେନି ପରିବାର- ଫୋଗସି ଏସୋସିଏସନ୍ ବରଗଡ଼ ଶାଖା ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ    (09-Sep-2024)       ||      ନୁଆଁଖାଇରେ ବିଭିତ୍ସ ହତ୍ୟାକାଣ୍ଡ, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା    (09-Sep-2024)       ||     

HOME   ଜିଲ୍ଲା

ଘାଟକଏନ୍ତରା ୟୁପି ସ୍କୁଲ ରେ

14-Aug-2024



ବଲାଙ୍ଗୀର(ପ୍ରେରଣା ଖବର): ସ୍ବାଧିନତା ଦିବସ ପାଳନ ଅବସରରେ ସମଗ୍ର ରାଜ୍ୟ ରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଯାଇଛି।ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମଗ୍ର

ଭାରତର ନାଗରିକଙ୍କୁ ସାମିଲ କରି ବିଭିନ୍ନତା ମଧ୍ୟରେ ଏକତା ର ବାର୍ତ୍ତା ଦେଇଛନ୍ତି।ଏହି ଅବସରରେ ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଘାଟକଏନ୍ତରା ୟୁପି ସ୍କୁଲର ଛାତ୍ରଛାତ୍ରୀ

ମାନେ ହାତରେ ତ୍ରିରଙ୍ଗା ଧରି ନିଜ ସ୍କୁଲରୁ ବାହାରି ଘାଟକଏନ୍ତରା ଗ୍ରାମ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା କରିଥିଲେ।ଏହି ଶୋଭାଯାତ୍ରାରେ ସ୍କୁଲ ର ଶିକ୍ଷୟତ୍ରୀ ମାନେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷା ଯୋଗୁଁ ମାଲକାନଗିରି,ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ଘୋଷଣା   10-Sep-2024
  ଜିଲ୍ଲା  
ସୁଭଦ୍ରା ଯୋଜନା ର ତଦାରଖ ପାଇଁ ବରିଷ୍ଠ ଅଧିକାରୀ ଙ୍କୁ ଦାୟିତ୍ଵ ପ୍ରଦାନ   10-Sep-2024
  ଜିଲ୍ଲା  
ନୂଆଖାଇ ଅବସରରେ ୭ ତମ ଏକ ଦିବସୀୟ ମହିଳା ଫୁଟବଲ ପ୍ରଦର୍ଶନୀ ୫/୪ ରେ ସୁନ୍ଦରଗଡ ବିଜୟୀ   10-Sep-2024
  ଜିଲ୍ଲା  
କଲଗାଂପାଲି ନେ ନୂଆଁଖାଇ ଆର୍ ଜୁହାର୍ ଭେଟ   10-Sep-2024
  ଜିଲ୍ଲା  
ବିଶ୍ବାତ୍ମ ବିଦ୍ୟା ମନ୍ଦିର ବଲାଙ୍ଗିରର ୩୦ ତମ ପ୍ରତିଷ୍ଠା ଦିବସ   10-Sep-2024
  ଜିଲ୍ଲା  
ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ   10-Sep-2024
  ଜିଲ୍ଲା  
ଜିଲ୍ଲାପାଳ ରାୟଗଡଙ୍କ ଜିଲ୍ଲା ସଂସ୍କୃତି ଭବନ ପରିଦର୍ଶନ   10-Sep-2024
  ଅପରାଧ  
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଲଗୋଦାମ ପଡ଼ାରେ ବିଭତ୍ସ ହତ୍ୟାକାଣ୍ଡ   10-Sep-2024
  ଜିଲ୍ଲା  
ପରବାସୀ କୁଟୁମର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ   10-Sep-2024
  ଜିଲ୍ଲା  
ଏକତ୍ରିତ ହୋଇ ନୁଆଁ ଖାଇଲେ କର୍ଲା ମୁହାଁଣ ଗ୍ରାମବାସୀ   10-Sep-2024
  ଜିଲ୍ଲା  
ସାନଟିକାରେ ନୂଆଁଖାଇ ଭେଟଘାଟ   10-Sep-2024
  ଜିଲ୍ଲା  
ପଞ୍ଚାୟତ ବାଳିକା ହାଇସ୍କୁଲ ଭୁକ୍ତାରେ ହାତାଧୁଆ ଦିବସ ପାଳିତ   10-Sep-2024

You Might Also Like