-+91-9937148622 |

prerana_bgr@rediffmail.com |

  Thursday 1st May 2025 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରକ-ବାଇକ୍ ଧକ୍କା.... ଜଣେ ମୃତ ଜଣେ ଗୁରୁତର   (30-Apr-2025)       ||      ଅକ୍ଷୟ ତୃତୀୟରେ ଅକ୍ଷି ମୁଠି ଅନୁକୁଳ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ    (30-Apr-2025)       ||      ପବିତ୍ର ଅକ୍ଷୟ ତୃତୀୟା ଚଳ ଚଞ୍ଚଳ ଶବର ପୀଠ,ମତାତ୍ ବନ୍ନମ୍ ବା ଅକ୍ଷର ବ୍ରହ୍ମ ପୀଠ   (30-Apr-2025)       ||      ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   (30-Apr-2025)       ||      ଦୁଇ ଶିକ୍ଷକଙ୍କ ଅବସର ପରେ ସ୍କୁଲ ବନ୍ଦ   (30-Apr-2025)       ||      ଭକ୍ତକବି ଜୟଦେବ ଜୟନ୍ତୀ ଉତ୍ସବ ଏବଂ ଆଲୋଚନାଚକ୍ର ଅନୁଷ୍ଠିତ   (30-Apr-2025)       ||      ବରପାଲିରେ ପର୍ଶୁରାମ ଜୟନ୍ତୀ ପାଳିତ   (30-Apr-2025)       ||      ପୋକ୍ସୋ ଆଇନ ସଚେତନତା କାର୍ଯ୍ୟକ୍ରମ    (30-Apr-2025)       ||      ବରପାଲିର ମହାନ ପୌରାଣିକ ଶୀତଳ ଷଷ୍ଠୀ ଯାତ୍ରା କମିଟିର ସାଧାରଣ ବୈଠକ ଅନୁଷ୍ଠିତ   (30-Apr-2025)       ||      ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ ପାଳନ :- ଧାନ ସହ ଅଧିକରୁ ଅଧିକ ଅର୍ଥନୈତିକ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀଙ୍କୁ ଆହ୍ୱାନ :-   (30-Apr-2025)       ||      ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ଅକ୍ଷୀୟତୃତିଆ ପାଳିତ, ଧାନ ବିହନ ମୁଠି ଅନୁକୂଳ   (30-Apr-2025)       ||      ବିଜେପି କୃଷକ ମୋର୍ଚ୍ଚା ତରଫରୁ ଅକ୍ଷୟ ତୃତୀୟା ପାଳିତ ହୋଇ   (30-Apr-2025)       ||      ବିନିକା ବ୍ରହ୍ମ ସମାଜ ତରଫରୁ ପର୍ଶୁରାମ ଜୟନ୍ତୀ ପାଳିତ(ଜଗତର କଲ୍ୟାଣ ହେଉଛି ବ୍ରାହ୍ମଣଙ୍କ ଲକ୍ଷ୍ୟ)   (30-Apr-2025)       ||      ବିଂଝାଲ ସଭା ବୈଠକରେ ସୁଧାଂଶୁ ବରିହା ଙ୍କୁ ଶ୍ରଦ୍ଧାଞ୍ଜଳି   (30-Apr-2025)       ||      ପଦ୍ମପୁର ବ୍ରାହ୍ମଣ ସମାଜ କଲ୍ୟାଣ ମଣ୍ଡପ ଉଦଘାଟିତ   (30-Apr-2025)       ||      ପଦ୍ମପୁର ବ୍ରାହ୍ମଣ ସମାଜ କଲ୍ୟାଣ ମଣ୍ଡପ ଉଦଘାଟିତ   (30-Apr-2025)       ||      ମଇ ମାସ ୨୩ ତାରିଖରୁ ଆରମ୍ଭ ହେବ ଧାନ କ୍ରୟ    (30-Apr-2025)       ||      ୮୪ ଘର ଅଘରିଆ ସମାଜ ତରଫରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ    (30-Apr-2025)       ||      ଜାରିଂ ହାଇସ୍କୁଲ ହିନ୍ଦୀ ଶିକ୍ଷକ ଙ୍କ ଅବସର ଗ୍ରହଣ   (30-Apr-2025)       ||      ପବିତ୍ର ଅକ୍ଷୟ ତୃତୀୟା ଏବଂ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ   (30-Apr-2025)       ||     

HOME   ଜିଲ୍ଲା

ହରଭଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

14-Aug-2024



ହରଭଙ୍ଗା(ଦେବବ୍ରତ ଦାଶଙ୍କ ରିପୋର୍ଟ): ୭୮ ତମ ସ୍ବାଧିନତା ଦିବସ ଉପଲକ୍ଷେ ବୌଦ୍ଧ ଜିଲ୍ଲାରେ ଜିଲ୍ଲାବ୍ୟାପି ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ସାତଦିନ ଧରି ଚାଲୀବ । ଏହି ପରିପ୍ରେକ୍ଷୀରେ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ର ଚାରିଛକ ଠାରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ହରଭଙ୍ଗା ତହସିଲ କାର୍ଯ୍ୟାଳୟ ପରିସରରୁ  ପଦଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚିଥିଲା l ଏହି ପଦଯାତ୍ରା କୁ ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଭାରତମାତାର ଜୟଗାନ କରି ଓ ହାତରେ ଜାତୀୟ ପତାକା ଧରି ଦେଶ ମାତୃକାର ସେବାରେ ବଳିଦାନ ଦେଇଥିବା ସ୍ଵାଧୀନତା ସଂଗ୍ରାମୀମାନଙ୍କ ସୃତି ଉଦ୍ୟଶରେ ପଦଯାତ୍ରା କରାଯାଇଛି । ପଦଯାତ୍ରା ରେ ହରଭଙ୍ଗା ବିଡ଼ିଓ ଶରତ ଚନ୍ଦ୍ର ସେଠି, ତହସିଲଦାର ବିଭୁ ପ୍ରସାଦ ସିଂ, ବ୍ଲକ  ସ୍ତରୀୟ  ସମସ୍ତ ବିଭାଗ କର୍ମଚାରୀ, ଗଣ ମାଧ୍ୟମ ପ୍ରତିନିଧି,ମିଶନ ଶକ୍ତି ର ମହିଳା, ସ୍ଥାନୀୟ ବିନାୟକ ଯୁବ ସଂଗଠନ , ରାମ ସେନା, ବଣିକ ସଙ୍ଘ ଓ ସ୍କୁଲ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରକ-ବାଇକ୍ ଧକ୍କା.... ଜଣେ ମୃତ ଜଣେ ଗୁରୁତର   30-Apr-2025
  ଜିଲ୍ଲା  
ଅକ୍ଷୟ ତୃତୀୟରେ ଅକ୍ଷି ମୁଠି ଅନୁକୁଳ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ   30-Apr-2025
  ଜିଲ୍ଲା  
ପବିତ୍ର ଅକ୍ଷୟ ତୃତୀୟା ଚଳ ଚଞ୍ଚଳ ଶବର ପୀଠ,ମତାତ୍ ବନ୍ନମ୍ ବା ଅକ୍ଷର ବ୍ରହ୍ମ ପୀଠ   30-Apr-2025
  ଜିଲ୍ଲା  
ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   30-Apr-2025
  ଜିଲ୍ଲା  
ଦୁଇ ଶିକ୍ଷକଙ୍କ ଅବସର ପରେ ସ୍କୁଲ ବନ୍ଦ   30-Apr-2025
  ଜିଲ୍ଲା  
ଭକ୍ତକବି ଜୟଦେବ ଜୟନ୍ତୀ ଉତ୍ସବ ଏବଂ ଆଲୋଚନାଚକ୍ର ଅନୁଷ୍ଠିତ   30-Apr-2025
  ଜିଲ୍ଲା  
ବରପାଲିରେ ପର୍ଶୁରାମ ଜୟନ୍ତୀ ପାଳିତ   30-Apr-2025
  ଜିଲ୍ଲା  
ପୋକ୍ସୋ ଆଇନ ସଚେତନତା କାର୍ଯ୍ୟକ୍ରମ   30-Apr-2025
  ଜିଲ୍ଲା  
ବରପାଲିର ମହାନ ପୌରାଣିକ ଶୀତଳ ଷଷ୍ଠୀ ଯାତ୍ରା କମିଟିର ସାଧାରଣ ବୈଠକ ଅନୁଷ୍ଠିତ   30-Apr-2025
  ଜିଲ୍ଲା  
ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ ପାଳନ :- ଧାନ ସହ ଅଧିକରୁ ଅଧିକ ଅର୍ଥନୈତିକ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀଙ୍କୁ ଆହ୍ୱାନ :-   30-Apr-2025
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ଅକ୍ଷୀୟତୃତିଆ ପାଳିତ, ଧାନ ବିହନ ମୁଠି ଅନୁକୂଳ   30-Apr-2025
  ଜିଲ୍ଲା  
ବିଜେପି କୃଷକ ମୋର୍ଚ୍ଚା ତରଫରୁ ଅକ୍ଷୟ ତୃତୀୟା ପାଳିତ ହୋଇ   30-Apr-2025

You Might Also Like