-+91-9937148622 |
prerana_bgr@rediffmail.com |
Sunday 9th February 2025 |
R.N.I. Regd No. ODIODI/2010/46693
Breaking News
11-Jun-2024
କନ୍ଧମାଳ ଜିଲ୍ଲା ଫୁଲବାଣୀର ମାଦିକୁନ୍ଦା ମୁଖ୍ୟ ଛକ ଠାରେ ୯୯-ବି ଏସ୍ ଏଫ୍ ବାଟାଲିୟନ୍ ତରଫରୁ ସହିଦ ଦିବସ ଉପଲକ୍ଷେ ରାସ୍ତାରେ ଯାତାୟାତ କରୁଥିବା ଜନସାଧାରଣଙ୍କୁ ଥଣ୍ଡା ବଣ୍ଟନ କରୁଥିବା ଦେଖିବାକୁ ମିଳିଛି l ପ୍ରଚଣ୍ଡ ଖରାରେ ରାସ୍ତାରେ ଯାଉଥିବା ଲୋକଙ୍କୁ ଶୋଷ ମେଣ୍ଟାଈବା ନିମନ୍ତେ ବାଟାଲିୟନ୍ କର୍ମଚାରୀ ମାନେ ଏଭିଳି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି l ଏଭଳି କାର୍ଯ୍ୟକ୍ରମକୁ ଦେଖି ଯାତାୟାତ କରୁଥିବା ଜନସାଧାରଣ ଥଣ୍ଡା ପିଇ ବେସ୍ ଆତ୍ମ ସନ୍ତୋଷ ଲାଭ କରିବା ସହିତ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜଣେଇଛନ୍ତି l (ରମେଶ ପଣ୍ଡାଙ୍କ ରିପୋର୍ଟ )