-+91-9937148622 |

prerana_bgr@rediffmail.com |

  Tuesday 21st May 2024 |

| | | |

R.N.I. Regd No. ODIODI/2010/46693

Breaking News

ନେଟୱର୍କ ନାଇଁ ତୋ ଭୋଟ ନାଇଁ ।ଭୋଟ ବର୍ଜନ କଲେ ୧୨୨ ନମ୍ବର ବୁଥ, ବାରବନ୍ଧ ଗ୍ରାମବାସୀ   (21-May-2024)       ||      କୁକୁର କାମୁଡିବା ପରେ ଯୁବକ ଦେଖାଉଛନ୍ତି କୁକୁର ଭଳି ଆଚରଣ   (21-May-2024)       ||      ଭୋଟିଂ ନେଇ ସରଗାଡରେ ଉତ୍ତେଜନା,ସେକ୍ଟର ଅଫିସର ଓ ସରପଞ୍ଚଙ୍କ ନାମରେ ଥାନାରେ ଏତଲା   (21-May-2024)       ||      ସିନ୍ଧେକେଲା ପଞ୍ଚାୟତ ଭୋଟର୍ ତାଲିକାରେ ତ୍ରୁଟି, ଭୋଟଦାନରୁ ବଞ୍ଚିତ ହେଲେ ଶତାଧିକ ଲୋକ    (21-May-2024)       ||      ଗାଁମଝି ରାସ୍ତାରେ ବୋହି ଯାଉଛି ଦୁର୍ଗନ୍ଧ ମଇଳା ପାଣି    (21-May-2024)       ||      ମୃତ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ   (20-May-2024)       ||      ବଳାଙ୍ଗିରରେ ୧୦୦୧ ଗଛ ଲଗାଇବା ଅଭିଯାନର ଆରମ୍ଭ: ପରିବେଶ ସୁରକ୍ଷାର ପଥରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ   (20-May-2024)       ||      ରାସ୍ତାନାହିଁ ତ ଭୋଟନାହିଁ,କୁହିମୁଣ୍ଡା ଗ୍ରାମବାସୀଙ୍କ ଭୋଟବର୍ଜନ   (20-May-2024)       ||      ବଲାଙ୍ଗୀରରେ ଶାନ୍ତିଶୃଙ୍ଖଳାର ସହିତ ୫ଟା ସୁଦ୍ଧା ୬୧.୩୫% ମତଦାନ   (20-May-2024)       ||      ସୁନାବେଡ଼ା ଅଭୟରଣ୍ୟ ସୀମାନ୍ତ ଶିବନାରାୟଣପୁର ଗ୍ରାମ ନିକଟ ରେ କମ୍ୱିଂ ବେଳେ ଗୁଳି ଚାଳନା, ଜଣେ ଏସ ଓ ଜି ଯବାନ ଗୁଳି ବାଜି ଆହତ,ରାୟପୁର ଠାରେ ଚିକିତ୍ସିତ, ସୁରକ୍ଷିତ ଥିବା ଏସ ପି ସୂଚନା   (20-May-2024)       ||      ସି ଆର୍ ପି ଏଫ୍ ଯବାନ ରାସ୍ତା ଦୁର୍ଘଟଣାରେ ମୃତ   (20-May-2024)       ||      ମାୟାବର୍ହା ଗାଁରେ ନିର୍ବାଚନୀହିଂସା... ବିଜେଡି କର୍ମୀଙ୍କ ପରିବାରକୁ କଂଗ୍ରେସଗୁଣ୍ଡାଙ୍କ ମରଣାନ୍ତକ ଆକ୍ରମଣ,ଜଣେ ଅଟକ ୪ଗୁରୁତର ଭୀମଭୋଇ ମେଡିକାଲକଲେଜ ହସପିଟାଲରେ ଭର୍ତ୍ତି   (19-May-2024)       ||      Bnn   (19-May-2024)       ||      ବଲାଙ୍ଗିର: ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ  ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାଇରାଜ ମିଶ୍ର ସମ୍ବର୍ଦ୍ଧିତ    (19-May-2024)       ||      ଗୁଡଭେଲାବ୍ଲକର ବିଜେପି କର୍ମୀଙ୍କୁ ପୋଲିସର ଡାକରା    (19-May-2024)       ||      ବ୍ରଜରାଜନଗରରେ ପୁରନ୍ଦର ମିଶ୍ରଙ୍କର ରୋଡ଼ସୋ   (19-May-2024)       ||      ଓଡିଆ ଭଜନମାଳା “ଆଚ୍ଛାଦିତ” ଉନ୍ମୋଚିତ ଓ କବିତାଗୁଚ୍ଛ “ଅଭୁଲାସ୍ମୃତି” ଲୋକାର୍ପିତ   (19-May-2024)       ||      ଦିନକ ପରେ 85-କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ମତଦାନ 217ବୁଥରେ ଭୋଟ ଦେବେ 1,69,027ଭୋଟର    (19-May-2024)       ||      ବିଜେପି କର୍ମୀଙ୍କୁ ପୋଲିସ ପକ୍ଷରୁ ହଇରାଣ କରିବା ଅଭିଯୋଗ   (19-May-2024)       ||      ପୋଲିସ ପ୍ରଶାସନର ଛତ୍ରଛାୟାରେ ମଇଦଲପୁର ଅଂଚଳରେ ବେଧଡକ ଚାଲିଛି ଖୁଡଖୁଡି ଓ ଜୁଆ ଖେଳ   (19-May-2024)       ||     

HOME   ଜିଲ୍ଲା

ସମ୍ବଲପୁରର ପୂର୍ବତନ ବିଧାୟିକା ଡା.ରାସେଶ୍ୱରୀ ପାଣିଗ୍ରାହୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ୍ କଲେ କେନ୍ଦ୍ରମନ୍ତ୍ରୀ

29-Apr-2024



ସମ୍ବଲପୁର, (ସଂଜିବ ପାଣିଗ୍ରାହୀ )

• ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବରେ ଡା.ରାସେଶ୍ୱରୀ ପାଣିଗ୍ରାହୀଙ୍କ ଆଶୀର୍ବାଦ ନେଲେ କେନ୍ଦ୍ରମନ୍ତ୍ରୀ 

ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ପ୍ରତିଷ୍ଠିତ ଚିକିତ୍ସିକ ଡା.ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ରବିବାର ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଆଶୀର୍ବାଦ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଜନନେତ୍ରୀ ଡା. ପାଣିଗ୍ରାହୀ ସମ୍ବଲପୁରର ଜଣେ ଦୃଢ ସଙ୍ଗଠିକା ଭାବେ ଜଣାଶୁଣା । ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବା ଡ. ପାଣିଗ୍ରାହୀ ଏକ ଶକ୍ତିଶାଳୀ ରାଜନୈତିକ ପରିବାରରୁ ଆସିଥିବା ବେଳେ ଦୃଢ଼ ସାଂଗଠନିକ ଦକ୍ଷତା ଏବଂ ତୃଣମୂଳ ସ୍ତରର କର୍ମୀଙ୍କ ସହ ତାଙ୍କର ଗଭୀର ସମ୍ପର୍କ ରହିଛି । ସମ୍ବଲପୁର ଲୋକସଭାର ପ୍ରାର୍ଥୀ ଭାବରେ ଆଜି ଶ୍ରୀ ପ୍ରଧାନ ଡା. ରାସେଶ୍ୱରୀଙ୍କୁ ଭେଟି ତାଙ୍କର ଆଶୀର୍ବାଦ ନେଇଛନ୍ତି ।


News Comment




Photo in News

Advertisment
Lastest News
  ଅପରାଧ  
ନେଟୱର୍କ ନାଇଁ ତୋ ଭୋଟ ନାଇଁ ।ଭୋଟ ବର୍ଜନ କଲେ ୧୨୨ ନମ୍ବର ବୁଥ, ବାରବନ୍ଧ ଗ୍ରାମବାସୀ   21-May-2024
  ମହାନଗର  
କୁକୁର କାମୁଡିବା ପରେ ଯୁବକ ଦେଖାଉଛନ୍ତି କୁକୁର ଭଳି ଆଚରଣ   21-May-2024
  ଜିଲ୍ଲା  
ଭୋଟିଂ ନେଇ ସରଗାଡରେ ଉତ୍ତେଜନା,ସେକ୍ଟର ଅଫିସର ଓ ସରପଞ୍ଚଙ୍କ ନାମରେ ଥାନାରେ ଏତଲା   21-May-2024
  ରାଜନୀତି  
ସିନ୍ଧେକେଲା ପଞ୍ଚାୟତ ଭୋଟର୍ ତାଲିକାରେ ତ୍ରୁଟି, ଭୋଟଦାନରୁ ବଞ୍ଚିତ ହେଲେ ଶତାଧିକ ଲୋକ   21-May-2024
  ରାଜ୍ୟ  
ଗାଁମଝି ରାସ୍ତାରେ ବୋହି ଯାଉଛି ଦୁର୍ଗନ୍ଧ ମଇଳା ପାଣି   21-May-2024
  ଜିଲ୍ଲା  
ମୃତ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ   20-May-2024
  ଜିଲ୍ଲା  
ବଳାଙ୍ଗିରରେ ୧୦୦୧ ଗଛ ଲଗାଇବା ଅଭିଯାନର ଆରମ୍ଭ: ପରିବେଶ ସୁରକ୍ଷାର ପଥରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ   20-May-2024
  ରାଜନୀତି  
ରାସ୍ତାନାହିଁ ତ ଭୋଟନାହିଁ,କୁହିମୁଣ୍ଡା ଗ୍ରାମବାସୀଙ୍କ ଭୋଟବର୍ଜନ   20-May-2024
  ରାଜନୀତି  
ବଲାଙ୍ଗୀରରେ ଶାନ୍ତିଶୃଙ୍ଖଳାର ସହିତ ୫ଟା ସୁଦ୍ଧା ୬୧.୩୫% ମତଦାନ   20-May-2024
  ଜିଲ୍ଲା  
ସୁନାବେଡ଼ା ଅଭୟରଣ୍ୟ ସୀମାନ୍ତ ଶିବନାରାୟଣପୁର ଗ୍ରାମ ନିକଟ ରେ କମ୍ୱିଂ ବେଳେ ଗୁଳି ଚାଳନା, ଜଣେ ଏସ ଓ ଜି ଯବାନ ଗୁଳି ବାଜି ଆହତ,ରାୟପୁର ଠାରେ ଚିକିତ୍ସିତ, ସୁରକ୍ଷିତ ଥିବା ଏସ ପି ସୂଚନା   20-May-2024
  ଜିଲ୍ଲା  
ସି ଆର୍ ପି ଏଫ୍ ଯବାନ ରାସ୍ତା ଦୁର୍ଘଟଣାରେ ମୃତ   20-May-2024
  ରାଜନୀତି  
ମାୟାବର୍ହା ଗାଁରେ ନିର୍ବାଚନୀହିଂସା... ବିଜେଡି କର୍ମୀଙ୍କ ପରିବାରକୁ କଂଗ୍ରେସଗୁଣ୍ଡାଙ୍କ ମରଣାନ୍ତକ ଆକ୍ରମଣ,ଜଣେ ଅଟକ ୪ଗୁରୁତର ଭୀମଭୋଇ ମେଡିକାଲକଲେଜ ହସପିଟାଲରେ ଭର୍ତ୍ତି   19-May-2024

You Might Also Like