-+91-9937148622 |

prerana_bgr@rediffmail.com |

  Thursday 23rd January 2025 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଆସିବାସୀ କଲ୍ୟାଣ ସଂଘ ହସ୍ତକ୍ଷେପ ପରେ ମରଶରୀର ଗାଁକୁ ଫେରିଲା   (23-Jan-2025)       ||      ଲୋୟର ସୁକତେଲ ବୁଡି ଅଂଚଳ ସଂଗ୍ରାମ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (23-Jan-2025)       ||      ମାନପୁର ଉଚ୍ଚ ପ୍ରାଥମିକ ସ୍କୁଲର ବାର୍ଷିକୋତ୍ସବ,,,,,,, ଶିଶୁର ପ୍ରଗତି ପାଇଁ ଜନନୀର ଭୂମିକା ଅନନ୍ୟ   (23-Jan-2025)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର   (23-Jan-2025)       ||      କିରାଣୀ ରାଜେନ୍ଦ୍ର ମଲ୍ଲିକଙ୍କ ହୃଦଘାତରେ ପରଲୋକ   (23-Jan-2025)       ||      ଅଖିଳ ଭାରତୀୟ ଗୋଣ୍ଡ ୱାନା ଗୋଣ୍ଡ ମହା ସଭା ତରଫରୁ ବିରସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳନ   (23-Jan-2025)       ||      ପୋଲିସ ମହା ନିର୍ଦ୍ଧେଶକ ୱାଏ ବି ଖୁରାନିଆ ନୂଆପଡ଼ା ରେ ସାମ୍ବାଦିକ ସମ୍ମିଳନୀ,   (23-Jan-2025)       ||      *ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ରେ ମେଗା ରକ୍ତ ଦାନ ଶିବିର*-- *ସୁବାସ ଚରଣ ପଣ୍ଡା ଙ୍କ ୪୫ ତମ ଜନ୍ମ ଦିନ ରେ ୪୫ ୟୁନିଟ ରକ୍ତ ସଂଗ୍ରହ*-   (23-Jan-2025)       ||      ମଧ୍ୟାହ୍ନ ଭୋଜନ ରେ ପୋକ, ସୋୟାବିନ ତରକାରୀ ରେ ବାହାରିଲା ପୋକ l ଭୋଜନ ବଦଳରେ ଜଳଖିଆ ଖାଇଲେ ଛାତ୍ରଛାତ୍ରୀ l   (23-Jan-2025)       ||      ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତି    (23-Jan-2025)       ||      ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତି    (23-Jan-2025)       ||      *ନବରଙ୍ଗପୁର ଜିଲ୍ଲାର ପୋଡ଼ାଗଡକୁ ନୂତନ ବ୍ଲକ ଗଠନ ନିମନ୍ତେ ଦାବୀ ଜୋରଧରିଛି*   (23-Jan-2025)       ||      ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଓ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ   (23-Jan-2025)       ||      ବହୁ ପ୍ରତିଭାର ଅଧିକାରୀ ବୈଷ୍ଣବ ଜେନାଙ୍କ ଶ୍ରାଦ୍ଧୋତ୍ସବ ପାଳିତ    (23-Jan-2025)       ||      *ଡାବୁଗାଁ ଠାରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ*   (23-Jan-2025)       ||      ବଲାଙ୍ଗୀର ଲୋକଉତ୍ସବର ତୃତୀୟସଂଧ୍ୟା.. ଲୋକମହୋତ୍ସବ ବଲାଙ୍ଗୀରର ଏକତା ଓ ବିକାଶକୁ ବଢାଇଛି-ବିଧାୟକ କଳିକେଶ   (23-Jan-2025)       ||      *ପାପଡାହାଣ୍ଡି ବ୍ଳକସ୍ତରିୟ ମଗଧା ଗୈାଡ ସମାଜର ବନ୍ଧୁମିଳନ*   (23-Jan-2025)       ||      ତୃତୀୟ ବିମଳେଇ ମହୋତ୍ସବ ଉଦଘାଟିତ    (23-Jan-2025)       ||      ପୋଲିସ ମହା ନିର୍ଦ୍ଦେଶକ ୱାଇ ବି ଖୁରାନିଆ ଙ୍କ ନୂଆପଡ଼ା ଗସ୍ତ, ମାଓବାଦୀ ଦମନ ଉପରେ ସାମ୍ବାଦିକ ସମ୍ମିଳନୀ   (22-Jan-2025)       ||      ଷଣ୍ଢପଥର ଏସଏସ ଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉଛବ ପାଳିତ    (22-Jan-2025)       ||     

HOME   ଜିଲ୍ଲା

ବାଲାଜୀ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ

02-Apr-2024



କଣ୍ଟାମାଳ (ପ୍ରେରଣା ଖବର)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ବାଲାଜୀ ପବ୍ଲିକ ସ୍କୁଲ ଠାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଜ୍ଞାନ ମେଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ନିର୍ଦେଶକ ସଞ୍ଜିବ କୁମାର ଅଗ୍ରୱାଲ ,ଦୀପକ କୁମାର ମେହେର ଓ ପୀତବାସ ଦେଵତା ଙ୍କ ତତ୍ତ୍ଵ।ବଧ।ନରେ ଆୟୋଜିତ ବିଜ୍ଞାନ ମେଳାରେ ମୂଖ୍ୟ ଅତିଥି ଭାବେ ପଞ୍ଚାୟତ କଲେଜ କଣ୍ଟାମାଳ ର ଅଧ୍ୟକ୍ଷା ପ୍ରଭାସିନୀ ଖଟୁଆ, ସ୍ୱତନ୍ତ୍ର ଅତିଥି ଭାବେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ  ସନୋଜ କୁମାର ସେଠୀ, ସମ୍ମାନିତ ଅତିଥି କଣ୍ଟାମାଳ ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ଅନନ୍ତ ପ୍ରଧାନ ଓ ବିଜ୍ଞାନ ଶିକ୍ଷକ ଅଶ୍ରୁମୋଚନ ପଣ୍ଡା, ପଲଶାଗୋରା ଉଚ୍ଚବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଉମାକାନ୍ତ ପରିଡ଼ା, ପଲଶାଗୋରା ପଞ୍ଚାୟତ ର ସରପଞ୍ଚ ସୌଦାମିନୀ ମଲ୍ଲିକ,ମୁନା ମିଶ୍ର, ରବୀନ୍ଦ୍ର ପ୍ରଧାନ ଯୋଗଦେଇଥିଲେ।ଏହି ବିଜ୍ଞାନ ମେଳା ସଫଳ ହେବାରେ ବାଲାଜୀ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସୁଶାନ୍ତ ପ୍ରଧାନ, ଅରବିନ୍ଦ ପ୍ରଧାନ, ଚିତ୍ତରଞ୍ଜନ ସାହୁ, ମାନଭଞ୍ଜନ ଗରିଆ, ବରୁଣ ସୁନା, ଗୋପିନାଥ ବାରିକ, ଶିବାନୀ ନାଏକ, ସସ୍ମିତା ଖମାରୀ, ଇତିଶ୍ରୀ ଥନାପତି, ଅଳକା କମ୍ପ, ନନ୍ଦିନୀ ଦେହୁରୀ, ଦିପାଞ୍ଜଳି ସାଲମା, ତୁଲସି ସେଠୀ, ଅର୍ଜୁନ ପରିଚ୍ଛା ଏବଂ ହରି ମଲ୍ଲିକ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଆସିବାସୀ କଲ୍ୟାଣ ସଂଘ ହସ୍ତକ୍ଷେପ ପରେ ମରଶରୀର ଗାଁକୁ ଫେରିଲା   23-Jan-2025
  ଜିଲ୍ଲା  
ଲୋୟର ସୁକତେଲ ବୁଡି ଅଂଚଳ ସଂଗ୍ରାମ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   23-Jan-2025
  ଜିଲ୍ଲା  
ମାନପୁର ଉଚ୍ଚ ପ୍ରାଥମିକ ସ୍କୁଲର ବାର୍ଷିକୋତ୍ସବ,,,,,,, ଶିଶୁର ପ୍ରଗତି ପାଇଁ ଜନନୀର ଭୂମିକା ଅନନ୍ୟ   23-Jan-2025
  ଜିଲ୍ଲା  
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର   23-Jan-2025
  ଜିଲ୍ଲା  
କିରାଣୀ ରାଜେନ୍ଦ୍ର ମଲ୍ଲିକଙ୍କ ହୃଦଘାତରେ ପରଲୋକ   23-Jan-2025
  ଜିଲ୍ଲା  
ଅଖିଳ ଭାରତୀୟ ଗୋଣ୍ଡ ୱାନା ଗୋଣ୍ଡ ମହା ସଭା ତରଫରୁ ବିରସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳନ   23-Jan-2025
  ଜିଲ୍ଲା  
ପୋଲିସ ମହା ନିର୍ଦ୍ଧେଶକ ୱାଏ ବି ଖୁରାନିଆ ନୂଆପଡ଼ା ରେ ସାମ୍ବାଦିକ ସମ୍ମିଳନୀ,   23-Jan-2025
  ଜିଲ୍ଲା  
*ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ରେ ମେଗା ରକ୍ତ ଦାନ ଶିବିର*-- *ସୁବାସ ଚରଣ ପଣ୍ଡା ଙ୍କ ୪୫ ତମ ଜନ୍ମ ଦିନ ରେ ୪୫ ୟୁନିଟ ରକ୍ତ ସଂଗ୍ରହ*-   23-Jan-2025
  ଜିଲ୍ଲା  
ମଧ୍ୟାହ୍ନ ଭୋଜନ ରେ ପୋକ, ସୋୟାବିନ ତରକାରୀ ରେ ବାହାରିଲା ପୋକ l ଭୋଜନ ବଦଳରେ ଜଳଖିଆ ଖାଇଲେ ଛାତ୍ରଛାତ୍ରୀ l   23-Jan-2025
  ଜିଲ୍ଲା  
ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତି   23-Jan-2025
  ଜିଲ୍ଲା  
ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତି   23-Jan-2025
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାର ପୋଡ଼ାଗଡକୁ ନୂତନ ବ୍ଲକ ଗଠନ ନିମନ୍ତେ ଦାବୀ ଜୋରଧରିଛି*   23-Jan-2025

You Might Also Like