-+91-9937148622 |
prerana_bgr@rediffmail.com |
Tuesday 27th October 2026 |
R.N.I. Regd No. ODIODI/2010/46693
Breaking News
02-Oct-2023
ଲୋଇସିଂହା (ବିନୋଦ କୁମାର ଦୀପ) ଭାରତୀୟ ଜନତା ଯୁବ ମୋର୍ଚ୍ଚା ଆଉ ସାରଗାଡ ମର୍ନିଙ୍ଗ ଷ୍ଟାର ,ସରଗାଡ଼ ଭାଇ ମାନଙ୍କ ସହଯୋଗ କ୍ରମେ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଦେଶବ୍ୟାପି ହେଉଥିବା ସ୍ଵଚ୍ଛଭାରତ କାର୍ଯ୍ୟକ୍ରମ ମାହାରପାଲି, ବାଦିମୁଣ୍ଡା ପଞ୍ଚାୟତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ରେ ସଫେଇ କାର୍ଯ୍ୟକ୍ରମ କରାଗଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅମରଜିତ୍ ପଟେଲ, ମଣ୍ଡଳ ସଭାପତି କିଶୋର ପଟେଲ, ଜିଲ୍ଲା ଉପ ସଭାପତି ଲେକୃ ତ୍ରିପାଠୀ, ବରିଷ୍ଠ ନେତା ରଘୁ ସାହୁ, ମୁକେଶ ତ୍ରିପାଠୀ,ମୁକେଶ ପଧାନ, ସତ୍ୟ ସେଠ୍,ମଣ୍ଟୁ ସାହୁ, ନୀଳାଞ୍ଚଳ ପାତ୍ର,ଋଷୁବ ପଧାନ,ଜିତୁ ସାହୁ,ରାଜେଶ ସାହୁ,ପିଙ୍କୁ ପୁଟେଲ,କେଶବ ବିଶ୍ଵାଳ,ପ୍ରଭଞ୍ଜନ ନନ୍ଦ,ସତ୍ୟମ୍ ପଧାନ,ଅଜିତ ବିଶ୍ଵାଳ,ଧନେଶ୍ଵର କୁମ୍ଭାର ସହ ଅନେକ ଯୁବ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l