-+91-9937148622 |

prerana_bgr@rediffmail.com |

  Saturday 11th May 2024 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସାମ୍ବାଦିକଙ୍କୁ କଟକଣା   (10-May-2024)       ||      ପର୍ଶୁରାମ ଜୟନ୍ତୀକୁ ନିଆରା ଢଙ୍ଗରେ ପାଳନ କଲେ ବିନିକା ଅଞ୍ଚଳର ବ୍ରହ୍ମ ସମାଜ    (10-May-2024)       ||      ତହଁକ୍ କୁଟୁମ୍ ତରଫରୁ ସାହିତ୍ୟପ୍ରାଣ କବି ଖଗେଶ୍ବର ସେଠଙ୍କ ଜୟନ୍ତୀ ପାଳନ, କବି ଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପ୍ରଦାନ ପାଇଁ ଦାବୀ    (10-May-2024)       ||      ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଓଲିଉଡ ତାରକାଙ୍କ ନିର୍ବାଚନ ପ୍ରଚାର   (10-May-2024)       ||      ବୌଦ୍ଧ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଟିପିଶୋଲ ଏବଂ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ   (10-May-2024)       ||      ବିଜେଡ଼ି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ରେ ଓଲିଉଡ ତାରକା ଙ୍କ ନିର୍ବାଚନ ପ୍ରଚାର, ଖଡିଆଳ ଠାରୁ ସିନାପାଲି ଏବଂ ବୋଡ଼େନ ଠାରେ ରୋଡ ସୋ   (10-May-2024)       ||      ପକୁଡ଼ି ଖାଇ ଶିଶୁ ଓ ମହିଳାଙ୍କ ସମେତ ୧୫ ଜଣ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି   (10-May-2024)       ||      ଲୋକଙ୍କ ସାମାଜିକ,ଆର୍ଥିକ ସୁରକ୍ଷା ଆମ ପରବର୍ତୀ ଲକ୍ଷ -ସମରେନ୍ଦ୍ର, ଲୋକଙ୍କ ସହ ରହୁନଥିବା ନେତାଙ୍କୁ ବରଖାସ୍ତ କରନ୍ତୁ ଜନତା -ସମରେନ୍ଦ୍ର    (10-May-2024)       ||      ପୂର୍ବତନ କବ୍ଜା ସଭାପତିଙ୍କୁ ଶ୍ରଦ୍ଧାଞ୍ଜଳି    (10-May-2024)       ||      ୧୦ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ବାୱକର ସ୍ୱପ୍ନିଳ ଶରଦ, ଆଇ.ଆର.ଏସ ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଖର୍ଚ୍ଚ ପରିଚାଳନା ର ସମୀକ୍ଷା:- ଲକ୍ଷାଧିକ ରୁ ଉର୍ଦ୍ଧ ଟଙ୍କାର ଲେଣ ଦେଣଉପରେ ଗୁରୁତ୍ୱାରୋପ :-   (10-May-2024)       ||      ପ୍ରଚାରରେ କୋମଳମତି ଶିଶୁଙ୍କୁ ବ୍ୟବହାର କରୁଛନ୍ତି ଅରବିନ୍ଦ ଢାଲି, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ ଢ଼ାଲିଙ୍କ ଖୋଲାଖୋଲି ଉଲଂଘନ    (10-May-2024)       ||      ବୌଦ୍ଧ ଜିଲ୍ଲା କୃଷି ଗବେଷଣା କେନ୍ଦ୍ରରେ ଅକ୍ଷୟ ତୃତୀୟା ଦିବସ ପାଳିତ    (10-May-2024)       ||      34 ନଂ. ଜୋନ ର ବିଭିନ୍ନ ଗ୍ରାମ କୁ ଯାଇ ଭୋଟ ପ୍ରଚାର କଲେ ଲୋଇସିଂହା ନିର୍ବାଚନ ବିଜେପି ବିଧାୟକ ପାର୍ଥୀ   (10-May-2024)       ||      କନ୍ଧମାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ସଭା: ବିରୋଧୀଙ୍କ ଆତ୍ମ ପ୍ରଚାରରୁ ଦୂରେଇ ରହିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆହ୍ବାନ   (10-May-2024)       ||      *ଡ଼. ଶିବରାମ ନାୟକ* ନର୍ଲା ନିର୍ବାଚନ ମଣ୍ଡଳୀ ରେ ଜୋରଦାର ପ୍ରଚାର   (10-May-2024)       ||      ଭକ୍ତଙ୍କ ୟୋରକର ରେ ବିଜେପି ବୋଲଡ ଆଉ ବିଜେଡି ରନ ଆଉଟ !.. ପ୍ରଚାର ମୈଦାନ ରେ ଭେଟେରାନ ଭକ୍ତ ଯୁବ ଓ ମହିଳା ଙ୍କ ବିପୁଳ ସମର୍ଥନ !!   (10-May-2024)       ||      ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଅଘଟଣ,ନିଖୋଜ ଦାଦନ ଶ୍ରମିକ ର ମାଁ ପଚାରୁଛି, ମୋ ହଜିଲା ପୁଅ କୁ କିଏ ଖୋଜି ଆଣିଦେବ ?   (10-May-2024)       ||      ବଲାଙ୍ଗିର ରାମଲୀଳା ଉଦ୍‌ଯାପିତ, ରାଜ୍ୟ ଅଭିଷେକ ସରି ସାଂସ୍କୃତିକ କାର୍ଯ୍ୟକ୍ରମରେ ବେଶ ଝଲସିଲେ ଦର୍ଶକ   (09-May-2024)       ||      ସୁଜିତ କୁମାର ସତପଥିଙ୍କ "ଅନାମିତ ରହୁ କିଛି" ଉନ୍ମୋଚିତ    (09-May-2024)       ||      ନାରୀ ନିର୍ଯାତନାକାରୀ ନେତାଙ୍କ ହାତରେ ବଲାଙ୍ଗୀର ସୁରକ୍ଷିତ ନୁହେଁ -ସମରେନ୍ଦ୍ର    (09-May-2024)       ||     

HOME   ଜିଲ୍ଲା

ଓଜେଏସ୍‌ ପାଇଲେ ବୁର୍ଲାର ଝିଅ ପ୍ରତିଭା ଦାଶ

12-Nov-2022



ସମ୍ବଲପୁର: ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ଅନୁଷ୍ଠିତ ଓଡ଼ିଶା ନ୍ୟାୟିକ ସେବା(ଓଜେଏସ୍‌) ପାଇଁ ଚୟନ ହୋଇଛନ୍ତି ବୁର୍ଲାର ଝିଅ ପ୍ରତିଭା ଦାଶ। ବୁର୍ଲା ପିଜି ଛକ ନିକଟରେ ରହୁଥିବା ପ୍ରତିଭା ଚୂଡ଼ାନ୍ତ ଚୟନ ତାଲିକାରେ ୩୧ତମ ସ୍ଥାନ ହାସଲ କରିଛନ୍ତି I ପ୍ରତିଭା ୨୦୨୦ ମସିହାରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଆଇନ ସ୍ନାତ‌କୋତ୍ତର ପରୀକ୍ଷାରେ ‌ସ୍ବର୍ଣ୍ଣପଦକ ହାସଲ କରିଥିଲେ I ସେ ୟୁନିଭର୍ସିଟି ଲ’ କଲେଜ, ବାଣୀବିହାରରୁ ସେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ପ୍ରତିଭାଙ୍କ ପିତା ପ୍ରସନ୍ନ କୁମାର ଦାଶ ବିଏସ୍‌ଏଫ୍‌ରେ ଥିବା ବେଳେ ମା’ ପ୍ରିୟଦର୍ଶିନୀ ରଥ ଜଣେ ଗୃହିଣୀ I ଆଇନଗତ ସମସ୍ୟାର ସମାଧାନ ଏବଂ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସେ ଓଡ଼ିଶା ନ୍ୟାୟିକ ସେବାରେ ଯୋଗ ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିବା ପ୍ରତିଭା କହିଛନ୍ତି। ପ୍ରଥମ ଉଦ୍ୟମରେ ପ୍ରତିଭା ଏହି ସଫଳତା ହାସଲ କରି ସମ୍ବଲପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି I
ସମ୍ବଲପୁର ରୁ ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ୍


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସାମ୍ବାଦିକଙ୍କୁ କଟକଣା   10-May-2024
  ରାଜନୀତି  
ପର୍ଶୁରାମ ଜୟନ୍ତୀକୁ ନିଆରା ଢଙ୍ଗରେ ପାଳନ କଲେ ବିନିକା ଅଞ୍ଚଳର ବ୍ରହ୍ମ ସମାଜ   10-May-2024
  ଜିଲ୍ଲା  
ତହଁକ୍ କୁଟୁମ୍ ତରଫରୁ ସାହିତ୍ୟପ୍ରାଣ କବି ଖଗେଶ୍ବର ସେଠଙ୍କ ଜୟନ୍ତୀ ପାଳନ, କବି ଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପ୍ରଦାନ ପାଇଁ ଦାବୀ   10-May-2024
  ଜିଲ୍ଲା  
ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଓଲିଉଡ ତାରକାଙ୍କ ନିର୍ବାଚନ ପ୍ରଚାର   10-May-2024
  ଜିଲ୍ଲା  
ବୌଦ୍ଧ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଟିପିଶୋଲ ଏବଂ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ   10-May-2024
  ଜିଲ୍ଲା  
ବିଜେଡ଼ି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ରେ ଓଲିଉଡ ତାରକା ଙ୍କ ନିର୍ବାଚନ ପ୍ରଚାର, ଖଡିଆଳ ଠାରୁ ସିନାପାଲି ଏବଂ ବୋଡ଼େନ ଠାରେ ରୋଡ ସୋ   10-May-2024
  ଜିଲ୍ଲା  
ପକୁଡ଼ି ଖାଇ ଶିଶୁ ଓ ମହିଳାଙ୍କ ସମେତ ୧୫ ଜଣ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି   10-May-2024
  ଜିଲ୍ଲା  
ଲୋକଙ୍କ ସାମାଜିକ,ଆର୍ଥିକ ସୁରକ୍ଷା ଆମ ପରବର୍ତୀ ଲକ୍ଷ -ସମରେନ୍ଦ୍ର, ଲୋକଙ୍କ ସହ ରହୁନଥିବା ନେତାଙ୍କୁ ବରଖାସ୍ତ କରନ୍ତୁ ଜନତା -ସମରେନ୍ଦ୍ର   10-May-2024
  ଅପରାଧ  
ପୂର୍ବତନ କବ୍ଜା ସଭାପତିଙ୍କୁ ଶ୍ରଦ୍ଧାଞ୍ଜଳି   10-May-2024
  ଜିଲ୍ଲା  
୧୦ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ବାୱକର ସ୍ୱପ୍ନିଳ ଶରଦ, ଆଇ.ଆର.ଏସ ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଖର୍ଚ୍ଚ ପରିଚାଳନା ର ସମୀକ୍ଷା:- ଲକ୍ଷାଧିକ ରୁ ଉର୍ଦ୍ଧ ଟଙ୍କାର ଲେଣ ଦେଣଉପରେ ଗୁରୁତ୍ୱାରୋପ :-   10-May-2024
  ଜିଲ୍ଲା  
ପ୍ରଚାରରେ କୋମଳମତି ଶିଶୁଙ୍କୁ ବ୍ୟବହାର କରୁଛନ୍ତି ଅରବିନ୍ଦ ଢାଲି, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ ଢ଼ାଲିଙ୍କ ଖୋଲାଖୋଲି ଉଲଂଘନ   10-May-2024
  ଜିଲ୍ଲା  
ବୌଦ୍ଧ ଜିଲ୍ଲା କୃଷି ଗବେଷଣା କେନ୍ଦ୍ରରେ ଅକ୍ଷୟ ତୃତୀୟା ଦିବସ ପାଳିତ   10-May-2024

You Might Also Like