-+91-9937148622 |

prerana_bgr@rediffmail.com |

  Saturday 1st October 2022 |

| | | |

R.N.I. Regd No. ODIODI/2010/46693

Breaking News

ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।   (01-Oct-2022)       ||      ବେଆଇନ ଦେଶୀ ମଦ ସହ ଜଣେ ଗିରଫ।   (01-Oct-2022)       ||      ଶିଶୁ ଗୃହରେ ୨ ଅସହାୟ ଶିଶୁ୍    (01-Oct-2022)       ||      ଅର୍ଥମନ୍ତ୍ରୀ ପୁରସ୍କାର ୨୦୨୨ ପାଇଲେ କଣ୍ଟାବାଞ୍ଜି ଝିଅ ସାରିକା ଜେନ୍।   (01-Oct-2022)       ||      ପଂଚାୟତ ଉଚ୍ଚ ବିଦ୍ୟାଳୟରେ ବାଳ ସଭା, ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Oct-2022)       ||      ତୁଣ୍ଡଲା ଠାରେ ନାଗରିକ ବିକାଶ ସଂଗଠନ ତରଫରୁ ସୁପର 30+ ମହିଳା ମାନଙ୍କୁ ନେଇ ଏକ ଦକ୍ଷ ମହିଳା ସମ୍ମିଳନୀ ର ଉଦ୍ଘାଟନ କାର୍ଯ୍ୟ ର ଆୟୋଜନ କରାଯାଇଥିଲା, ।   (30-Sep-2022)       ||      ଗୋଆଧ।ରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ ।   (30-Sep-2022)       ||      ସ୍ୱାଧୀନତା ର ଉଚ୍ଛାସ ପର୍ବ ପାଇଁ ବୌଦ୍ଧ ଜିଲ୍ଲା ର ପବିତ୍ର ମାଟି ଓ ଜଳ ସଂଗ୍ରହ ।   (30-Sep-2022)       ||      ନୂଆଁପଡ଼ା ଜିଲ୍ଲା ଦୌରା ଜଜ କୋର୍ଟ ପରିସରରେ ସ୍ୱାସ୍ଥ୍ୟ ଶିବିର    (30-Sep-2022)       ||      ଟିଟିଲାଗଡ଼: ନୂତନ ଉପଖଣ୍ଡ ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ଯୋଗଦାନ    (30-Sep-2022)       ||      ଲହଙ୍ଗିର ସେବାଶ୍ରମ ବିଦ୍ୟାଳୟ ରେ ପୋଷାକ ବଣ୍ଟନ   (30-Sep-2022)       ||      କଣ୍ଟାବାଞ୍ଜି ଅଞ୍ଚଳ ର ରେଳ ଉନ୍ନତି ପାଇଁ ପ୍ରଧାମନ୍ତ୍ରୀ ଙ୍କ ହସ୍ତକ୍ଷେପ ଅନୁରୋଧ କରିଲେ ପୂର୍ବ ବିଧାୟକ ଆୟୁବ ଖାଁ   (30-Sep-2022)       ||      ଲୋଇସିଂହା ବ୍ଲକ ବାରିକ ସମାଜ ତରଫରୁ ନୁଆଁଖାଇ ଭେଟଘାଟ    (30-Sep-2022)       ||      ସମଲେଶ୍ବରୀ ଛକ,ଅଙ୍ଗଶ୍ରି ସୁନା ଦୋକାନରୁ ଚୋରି   (30-Sep-2022)       ||      ବାଣ୍ଡିଗାଁରେ ଜିଲ୍ଳାସ୍ତରୀୟ ନୂଆଁଖାଇ ଭେଟଘାଟ    (29-Sep-2022)       ||      ମିଶନ ଶକ୍ତି ପକ୍ଷରୁ ଋଣ ମେଳା....   (29-Sep-2022)       ||      କୋଡିଏ ଘର ରଜକ ସମାଜ ର ଆଞ୍ଚଳିକ ବୈଠକ   (29-Sep-2022)       ||      ନିରାପଦ ଆନ୍ତର୍ଜାତୀୟ ଗର୍ଭପାତ ଦିବସ ଓ ବିଶ୍ୱ ଜଳାନ୍ତକ ଦିବସ ରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ସମ୍ମାନୀତ   (29-Sep-2022)       ||      ନୂତନ ବିଡିଓ ଙ୍କୁ ସରପଞ୍ଚ ସଂଘ ପକ୍ଷରୁ ସମ୍ବର୍ଦ୍ଧନା    (29-Sep-2022)       ||      ମହାନଦୀରେ ଛଡାଗଲା ୨ ଲକ୍ଷ ମାଛ ଜାଆଁଳା   (29-Sep-2022)       ||     

HOME   ଜିଲ୍ଲା

ପଦ୍ମପୁର : ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

01-Aug-2022



ପଦ୍ମପୁର(ନରହରି ବଗର୍ତ୍ତୀ) :  ସ୍ଥାନୀୟ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିରର  ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞନ ମେଳା ଅନୁଷ୍ଠିତ ହୋଇଯାଈଛି ।ଗତକାଲି ଶିଶୁ ମନ୍ଦିର ପରିସରରେ ସବିତା ମିର୍ଦ୍ଧା ଗୁରୁମା ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବୁଲୁ ସାହୁ ଗୁରୁଜୀ ସଂଯୋଜନା କରିଥିଲେ । ଶିଶୁ ବାଟିକା ବିଭାଗରୁ ୪୬ ଜଣ ପ୍ରଥମରୁ ତୃତୀୟ ୭୧ ଜଣ ଭାଇ ଭଉଣୀ ବିଜ୍ଞାନ ପ୍ରକଳ୍ପରେ ପ୍ରଦର୍ଶନରେ ଭାଗ ନେଇ ଥିଲେ । ସେହିପରି ବିଦ୍ୟା ମନ୍ଦିର

ପରିସରରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ଆରୁପ୍ରଭା ମହାପାତ୍ର ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଦୁଃଖିଶ୍ୟାମ ଗୁରୁଜୀ ଅତୀଥି ପରିଚୟ ପ୍ରଦାନ କରିଥିଲେ । ଚୈତନ୍ୟ ଭୋଇ ବିଦ୍ୟା ମନ୍ଦିର ପ୍ରମୁଖ ସ୍ବାଗତ ଭାଷଣ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଗୋପବନ୍ଧୁ ଗୁରୁଜୀ ସଂଯୋଜନା କରିଥିବା ବେଳେ ବିବେକାନନ୍ଦ ଗୁରୁଜୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଉକ୍ତ ଜ୍ଞାନ ବିଜ୍ଞାନ ମେଳାରେ ଶିଶୁବର୍ଗରୁ  ଜଣ , ବାଲ ବର୍ଗରୁ    ଜଣ ଓ କିଶୋର ଵର୍ଗରୁ   ଜଣ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନରେ ଭାଗ ନେଇଥିଲେ ଏବଂ ଜଣ ଭାଇ ଭଉଣୀ ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାକୁ ଉତ୍ତୀର୍ଣ୍ଣ ହେଇଛନ୍ତି । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।   01-Oct-2022
  ଜିଲ୍ଲା  
ବେଆଇନ ଦେଶୀ ମଦ ସହ ଜଣେ ଗିରଫ।   01-Oct-2022
  ଜିଲ୍ଲା  
ଶିଶୁ ଗୃହରେ ୨ ଅସହାୟ ଶିଶୁ୍   01-Oct-2022
  ଜିଲ୍ଲା  
ଅର୍ଥମନ୍ତ୍ରୀ ପୁରସ୍କାର ୨୦୨୨ ପାଇଲେ କଣ୍ଟାବାଞ୍ଜି ଝିଅ ସାରିକା ଜେନ୍।   01-Oct-2022
  ଜିଲ୍ଲା  
ପଂଚାୟତ ଉଚ୍ଚ ବିଦ୍ୟାଳୟରେ ବାଳ ସଭା, ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ   01-Oct-2022
  ଜିଲ୍ଲା  
ତୁଣ୍ଡଲା ଠାରେ ନାଗରିକ ବିକାଶ ସଂଗଠନ ତରଫରୁ ସୁପର 30+ ମହିଳା ମାନଙ୍କୁ ନେଇ ଏକ ଦକ୍ଷ ମହିଳା ସମ୍ମିଳନୀ ର ଉଦ୍ଘାଟନ କାର୍ଯ୍ୟ ର ଆୟୋଜନ କରାଯାଇଥିଲା, ।   30-Sep-2022
  ଜିଲ୍ଲା  
ଗୋଆଧ।ରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ ।   30-Sep-2022
  ଜିଲ୍ଲା  
ସ୍ୱାଧୀନତା ର ଉଚ୍ଛାସ ପର୍ବ ପାଇଁ ବୌଦ୍ଧ ଜିଲ୍ଲା ର ପବିତ୍ର ମାଟି ଓ ଜଳ ସଂଗ୍ରହ ।   30-Sep-2022
  ଜିଲ୍ଲା  
ନୂଆଁପଡ଼ା ଜିଲ୍ଲା ଦୌରା ଜଜ କୋର୍ଟ ପରିସରରେ ସ୍ୱାସ୍ଥ୍ୟ ଶିବିର   30-Sep-2022
  ଜିଲ୍ଲା  
ଟିଟିଲାଗଡ଼: ନୂତନ ଉପଖଣ୍ଡ ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ଯୋଗଦାନ   30-Sep-2022
  ଜିଲ୍ଲା  
ଲହଙ୍ଗିର ସେବାଶ୍ରମ ବିଦ୍ୟାଳୟ ରେ ପୋଷାକ ବଣ୍ଟନ   30-Sep-2022
  ଜିଲ୍ଲା  
କଣ୍ଟାବାଞ୍ଜି ଅଞ୍ଚଳ ର ରେଳ ଉନ୍ନତି ପାଇଁ ପ୍ରଧାମନ୍ତ୍ରୀ ଙ୍କ ହସ୍ତକ୍ଷେପ ଅନୁରୋଧ କରିଲେ ପୂର୍ବ ବିଧାୟକ ଆୟୁବ ଖାଁ   30-Sep-2022

You Might Also Like