-+91-9937148622 |

prerana_bgr@rediffmail.com |

  Sunday 3rd March 2024 |

| | | |

R.N.I. Regd No. ODIODI/2010/46693

Breaking News

ଅସମ୍ପୂର୍ଣ୍ଣ ବିଜୁ କଲ୍ୟାଣ ମଣ୍ଡପକୁ ସମ୍ପୂର୍ଣ କରାଯିବାକୁ ଦାବି    (03-Mar-2024)       ||      ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଜନଜାତି ବହୁଳ ଜିଲ୍ଲାମାନଙ୍କରେ ନିୟୋଜିତ ବହୁଭାଷୀ ଶିକ୍ଷକ ଙ୍କ ପାରିତୋଷିକ ଦଶ ହଜାର ଟଙ୍କlକୁ ବୃଦ୍ଧି, ଯୋଗ୍ୟତାଭିତ୍ତିରେ ନିୟମିତ ମଧ୍ୟ କରାଯିବ    (02-Mar-2024)       ||      ଗୋକୁଲେଶ୍ୱର ଗ୍ରାମ ଠାରେ ଅଙ୍ଗନୱାଡ଼ି କେନ୍ଦ୍ର,୨ ର ଶୁଭ ଉଦଘାଟନ   (02-Mar-2024)       ||      ପାଷ୍ଟିକୁଡ଼ି କଲୋନୀ ପଡ଼ା ଠାରେ ଗୋଷ୍ଠି କେନ୍ଦ୍ର ଶୁଭ ଉଦଘାଟନ   (02-Mar-2024)       ||      କୋକୋଡ ମାଲ ଗ୍ରାମ ରେ ଅଙ୍ଗନୱାଡ଼ି କେନ୍ଦ୍ର ଶୁଭ ଉଦଘାଟନ   (02-Mar-2024)       ||      ରାଜନୀତି ବିଜ୍ଞାନ ବିଭାଗ ରେ ଡକ୍ଟରେଟ୍ ଉପାଧି ଲାଭ   (02-Mar-2024)       ||      ଖୁଣ୍ଟିଗୋରା ଛକ ନିକଟରେ ବାଇକ ଦୁର୍ଘଟଣା , ୨ ଜଣ ଗୁରୁତର ଆହତ    (02-Mar-2024)       ||      ଅଙ୍ଗନଵାଡି କର୍ମୀ ରୁ ସୁପରଭାଇଜର ପଦୋନ୍ନତି ରେ ବ୍ୟାପକ ହେରାଫେରି ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ    (02-Mar-2024)       ||      କଣ୍ଟାମାଳ ବ୍ଲକର ଉପାନ୍ତ ଅଞ୍ଚଳକୁ ଅଚାନକ ପରିଦର୍ଶନରେ ଜିଲ୍ଲାପାଳ ଓ ଏସପି, ନାଦେନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ   (02-Mar-2024)       ||      ସ୍ୱାସ୍ଥ୍ୟ ଶିକ୍ଷା ଓ ସେବା କ୍ଷେତ୍ରରେ ଯୋଡି ହେଲା ଆଉ ଏକ ଉଜ୍ଜ୍ୱଳ ଫର୍ଦ୍ଦ, ୫ଟି ମେଡିକାଲ କଲେଜର ଟିଚିଂ ହସ୍‌ପିଟାଲର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ୪ଟି ମେଡିକାଲ କଲେଜର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ଦେଲେ ଉଦ୍‌ଘାଟନ, ବଲାଙ୍ଗିର ଭୋଇ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ   (02-Mar-2024)       ||      ବଲାଙ୍ଗୀର ସହର ମଧ୍ୟରେ ଥିବା ଇନକମ ଟେକ୍ସ ଅଫିସ କାର୍ଯ୍ୟ ନିମ୍ନମାନର ନେଇ ଅଭିଯୋଗ, (ପେପର ବ୍ଲକ ବସା କାମରୁ ବାରିହେଉଛି ଦୁର୍ନୀତି ର ଗନ୍ଧ, ବିଲଡିଂ କଥା ନକହିବା ଭଲ )    (02-Mar-2024)       ||      ସିନ୍ଧେକେଲା କୁ ଏନଏସି ମାନ୍ୟତା ଦାବିକୁ ନେଇ ଶାନ୍ତି ଶୃଙ୍ଖଳା ସହ ୧୨ ଘଣ୍ଟିଆ ବନ୍ଦ ପାଳନ   (02-Mar-2024)       ||      ମୋ ଛୋଟ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ    (02-Mar-2024)       ||      ମହାନଦୀ ଆଳତୀ ଘାଟରେ ପୂର୍ବତନ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ   (02-Mar-2024)       ||      ବନ୍ଦ ହେବାକୁ ବସିଲାଣି ମଣ୍ଡି, ଲ୍ୟାମ୍ସ କର୍ମଚାରୀଙ୍କ ଅବହେଳା ଯୋଗୁଁ ପଞ୍ଜୀକରଣ ପରେବି ଧାନ ବିକ୍ରୟ କରି ପାରି ନାହାନ୍ତି ଚାଷୀ   (02-Mar-2024)       ||      ଲୋଇସିଂହା ମହିଳା ପ୍ରଡ୍ୟୁସର କମ୍ପାନୀର ଅତିରିକ୍ତ ସାଧାରଣ ପରିଷଦ ବୈଠକ   (01-Mar-2024)       ||      ନୂତନ ଜିଲ୍ଲା ଚ଼ିକିତ୍ସାଳୟ ଠାରେ ଆହାର ବ୍ୟବସ୍ଥା   (01-Mar-2024)       ||      କଣ୍ଟାମାଳ ରେ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ   (01-Mar-2024)       ||      ସିନ୍ଧେକେଲା ଜୋନର ୧୨ ଟି ପଞ୍ଚାୟତ କୁ ନେଇ ବିଜେଡ଼ିର ବିଶାଳ ଜନ ସମାବେଶ   (01-Mar-2024)       ||      ସାମ୍ବାଦିକ ଭବନର କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ    (01-Mar-2024)       ||     

HOME   ଜିଲ୍ଲା

ଅଭିନନ୍ଦନ ସାହିତ୍ୟ ପରିଷଦ ର ପ୍ରତିଷ୍ଠା ଦିବସ

05-Sep-2021



ବଲାଙ୍ଗିର (ପ୍ରେରଣା ଖବର) :ଆଜି ସ୍ଥାନୀୟ ତେଲିକୋଟ ପଡା ଠାରେ ଅଭିନନ୍ଦନ ସାହିତ୍ୟ ପରିଷଦ ବଲାଙ୍ଗୀର ର ପ୍ରତିଷ୍ଠା ଦିବସ ଓ ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l ରାଜେନ୍ଦ୍ର ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ ସତ୍ୟବନ୍ତ ବେଦବାକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଆରକ୍ଷୀ ଅଧିକ୍ଷକ ବିବେକ ରଥ, ମୁଖ୍ୟବକ୍ତା ଭାବରେ ପୂର୍ବତନ ଅଧ୍ୟକ୍ଷ ତରୁଣ ମିଶ୍ର ଓ ମହିଳା ମୋର୍ଚ୍ଚା ର ସମ୍ପାଦିକା ମାଳତୀ ଉଦ୍ଗାତା ମଂଚାସୀନ ଥିଲେ l ପ୍ରାରମ୍ଭରେ ଅତିଥି ମାନଙ୍କୁ ମଞ୍ଚ କୁ ଆହ୍ୱାନ ଓ ପରିଚୟ ପ୍ରଦାନ କରିଥିଲେ କସ୍ତୁରୀ ରଥ l ପରିଷଦ ଓ ଉଦେଶ୍ୟ ଓ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ ଅଭିନନ୍ଦନ ଓ ଜିଲ୍ଲା ସାମ୍ବାଦିକ ଧର୍ମବ୍ରତ ରଥ l ସଭା ପରିଚାଳନା କରିଥିଲେ କବି ରତ୍ନମୟ ତ୍ରିପାଠୀ l ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ କପିଳ ପତି ଙ୍କୁ

ଭାଗିରଥି ନେପାକ ସାହିତ୍ୟ ସମ୍ମାନ ଓ ନୀଳମଣି ବିଶ୍ୱାଳ ଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା l ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ମାନପତ୍ର ଓ ମେଡାଲ ପ୍ରଦାନ କରିଥିଲେ l  ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଗୁରୁ ଦିବସ ର ମହତ୍ୱ, ରାଧା କ୍ରିଷ୍ଣନ ଙ୍କ ଆଦର୍ଶ ଓ ଆମେ କିପରି ଭଲ ମଣିଷ ହେବା ସେ ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇ ଥିଲେ l ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ ପରିଷଦ ର ସମ୍ପାଦକ ଦିବାକର ହୋତା l ଏହି ସଭାରେ ଅନେକ ସାହିତ୍ୟ ପ୍ରେମୀ, ଶିକ୍ଷକ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଅସମ୍ପୂର୍ଣ୍ଣ ବିଜୁ କଲ୍ୟାଣ ମଣ୍ଡପକୁ ସମ୍ପୂର୍ଣ କରାଯିବାକୁ ଦାବି   03-Mar-2024
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଜନଜାତି ବହୁଳ ଜିଲ୍ଲାମାନଙ୍କରେ ନିୟୋଜିତ ବହୁଭାଷୀ ଶିକ୍ଷକ ଙ୍କ ପାରିତୋଷିକ ଦଶ ହଜାର ଟଙ୍କlକୁ ବୃଦ୍ଧି, ଯୋଗ୍ୟତାଭିତ୍ତିରେ ନିୟମିତ ମଧ୍ୟ କରାଯିବ   02-Mar-2024
  ଜିଲ୍ଲା  
ଗୋକୁଲେଶ୍ୱର ଗ୍ରାମ ଠାରେ ଅଙ୍ଗନୱାଡ଼ି କେନ୍ଦ୍ର,୨ ର ଶୁଭ ଉଦଘାଟନ   02-Mar-2024
  ଜିଲ୍ଲା  
ପାଷ୍ଟିକୁଡ଼ି କଲୋନୀ ପଡ଼ା ଠାରେ ଗୋଷ୍ଠି କେନ୍ଦ୍ର ଶୁଭ ଉଦଘାଟନ   02-Mar-2024
  ଜିଲ୍ଲା  
କୋକୋଡ ମାଲ ଗ୍ରାମ ରେ ଅଙ୍ଗନୱାଡ଼ି କେନ୍ଦ୍ର ଶୁଭ ଉଦଘାଟନ   02-Mar-2024
  ଜିଲ୍ଲା  
ରାଜନୀତି ବିଜ୍ଞାନ ବିଭାଗ ରେ ଡକ୍ଟରେଟ୍ ଉପାଧି ଲାଭ   02-Mar-2024
  ଜିଲ୍ଲା  
ଖୁଣ୍ଟିଗୋରା ଛକ ନିକଟରେ ବାଇକ ଦୁର୍ଘଟଣା , ୨ ଜଣ ଗୁରୁତର ଆହତ   02-Mar-2024
  ଜିଲ୍ଲା  
ଅଙ୍ଗନଵାଡି କର୍ମୀ ରୁ ସୁପରଭାଇଜର ପଦୋନ୍ନତି ରେ ବ୍ୟାପକ ହେରାଫେରି ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ    02-Mar-2024
  ଜିଲ୍ଲା  
କଣ୍ଟାମାଳ ବ୍ଲକର ଉପାନ୍ତ ଅଞ୍ଚଳକୁ ଅଚାନକ ପରିଦର୍ଶନରେ ଜିଲ୍ଲାପାଳ ଓ ଏସପି, ନାଦେନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ   02-Mar-2024
  ଜିଲ୍ଲା  
ସ୍ୱାସ୍ଥ୍ୟ ଶିକ୍ଷା ଓ ସେବା କ୍ଷେତ୍ରରେ ଯୋଡି ହେଲା ଆଉ ଏକ ଉଜ୍ଜ୍ୱଳ ଫର୍ଦ୍ଦ, ୫ଟି ମେଡିକାଲ କଲେଜର ଟିଚିଂ ହସ୍‌ପିଟାଲର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ୪ଟି ମେଡିକାଲ କଲେଜର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ଦେଲେ ଉଦ୍‌ଘାଟନ, ବଲାଙ୍ଗିର ଭୋଇ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ   02-Mar-2024
  ଜିଲ୍ଲା  
ବଲାଙ୍ଗୀର ସହର ମଧ୍ୟରେ ଥିବା ଇନକମ ଟେକ୍ସ ଅଫିସ କାର୍ଯ୍ୟ ନିମ୍ନମାନର ନେଇ ଅଭିଯୋଗ, (ପେପର ବ୍ଲକ ବସା କାମରୁ ବାରିହେଉଛି ଦୁର୍ନୀତି ର ଗନ୍ଧ, ବିଲଡିଂ କଥା ନକହିବା ଭଲ )   02-Mar-2024
  ଜିଲ୍ଲା  
ସିନ୍ଧେକେଲା କୁ ଏନଏସି ମାନ୍ୟତା ଦାବିକୁ ନେଇ ଶାନ୍ତି ଶୃଙ୍ଖଳା ସହ ୧୨ ଘଣ୍ଟିଆ ବନ୍ଦ ପାଳନ   02-Mar-2024

You Might Also Like