ମଙ୍ଗଳପୁର ଗ୍ରାମରେ ମସlରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
19-Mar-2021
ବେଗୁନିଆପଡ଼ା(ଉମା ମହାରଣା) : ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡ଼ିଖୋଲ ପଞ୍ଚାୟତର ମଙ୍ଗଳପୁର ଗାଁରେ ମସlରୀ ବଣ୍ଟନ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗ୍ରାମର ସମସ୍ତ ପରିବାରକୁ ମସlରୀ ବଣ୍ଟନ କରାଯାଇଛି । ମଶାବାହିତ ରୋଗ ମେଲେରିଆ, ଡେଙ୍ଗୁ ଆଦି ରୋଗରୁ ରକ୍ଷା ପାଇବା ପାଇଁ ସରକାରଙ୍କ ତରଫରୁ ଏହି ମସlରୀ ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ଏ.ଏନ.ଏମ୍ ସିନେମା ନାଥ, ଅଙ୍ଗନୱାଡ଼ି ବିଜୟଲଷ୍ମୀ ଦାସ, ଭାସ୍କର ଦାସଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ ।