-+91-9937148622 |

prerana_bgr@rediffmail.com |

  Monday 13th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   (13-Apr-2026)       ||      ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   (13-Apr-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   (13-Apr-2026)       ||      ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   (13-Apr-2026)       ||      ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   (13-Apr-2026)       ||      *ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   (12-Apr-2026)       ||      କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   (12-Apr-2026)       ||      *ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   (12-Apr-2026)       ||      ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି    (12-Apr-2026)       ||      ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି    (12-Apr-2026)       ||      ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ    (12-Apr-2026)       ||      ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା    (12-Apr-2026)       ||      *ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-   (12-Apr-2026)       ||      ବିକାଶ କାମରେ ଦୁର୍ନୀତିଖୋରଙ୍କୁ ଘୋର ବିରୋଧ କରନ୍ତୁ ଲୋକେ: ନରସିଂହ   (12-Apr-2026)       ||      ଓଡିଆ ପକ୍ଷରେ କଳାକାର ସମ୍ଭର୍ଷିତ   (12-Apr-2026)       ||      ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ   (12-Apr-2026)       ||      ସ୍ୱାସ୍ଥ୍ୟ ଶିବିର ପାଇଁ ଯୋଜନା   (12-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ବଲାଙ୍ଗିର ଜିଲ୍ଲା କମିଟିର ବୈଠକ    (11-Apr-2026)       ||      କଣ୍ଟାବାଞ୍ଜି ଠାରେ ଜାତୀୟ ସେଭେନ ବ୍ଲକ ଜାତୀୟ ସ୍ତରୀୟ ରେଫରୀ ପରୀକ୍ଷା ଶିବିର ଉଦଘାଟିତ    (11-Apr-2026)       ||      ପିଏମ୍ ଶ୍ରୀ ମହାରାଜା ଉଚ୍ଚବିଦ୍ୟାଳୟ ର ପଞ୍ଚ ସଖା ଶିକ୍ଷା ସେତୁ ନୂତନ କମିଟି ଗଠନ   (11-Apr-2026)       ||     

HOME   ଜିଲ୍ଲା

ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ

05-Mar-2026



ବଲାଙ୍ଗୀର(ଦେବାଶିଷ ବହିଦାର): ଆଜି ବଲାଙ୍ଗୀର ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ତଥା ଅନେକ ଗୁଡ଼ିଏ ମୁଲନିବାସୀ ସଂଗଠନ ମାନେ ରାଜ୍ୟ ଓବିସି ମଞ୍ଚ ର ସଭାପତି ତଥା ଓବିସି ଏସ୍ ଟି ଏସ୍ ସି ମିଳିତ ମଞ୍ଚର ଆବାହକ ଶଙ୍କର ପାତ୍ରଙ୍କ ନେତୃତ୍ବରେ ଶତାଧିକ ଜନସଂଖ୍ୟାର ଏକ ବିଶାଳ ଶୋଭାଯାତ୍ରା କୋଶଲ କଲାମଣ୍ଡଲ ପଡିଆ ଠାରୁ ବାହାରି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୟୁଜିସି ଆଇନ ୨୦୨୬ କୁ ସମର୍ଥନ ଜଣାଇ ବିଭିନ୍ନ ବକ୍ତା ମାନେ ନିଜର ବକ୍ତବ୍ୟ ରଖି ଥିଲେ। ଉକ୍ତ ୟୁଜିସି ଆଇନ କୁ ୨୯ ଜାନୁଆରୀ ୨୦୨୬ ଦିନ ସୁପ୍ରିମକୋର୍ଟ ର ରହିତାଦେଶ

ଦୁର୍ଭାଗ୍ୟଜନକ ବୋଲି ବକ୍ତା ମାନେ ନିଜର ବକ୍ତବ୍ୟ ରେ କହିଥିଲେ। ଏହି ଆଇନ କୁ ଆହୁରି କଡାକଡି କରି ତୁରନ୍ତ କାର୍ଯ୍ୟକାରୀ କରିବାକୁ ଓ ଜନଗଣନା ୨୦୨୭ ରେ ଜନଗଣନା ଫର୍ଦ୍ଦ ର ୧୨ ନମ୍ବର ପ୍ରଶ୍ନରେ ଏସ୍ ଟି,ଏସ୍ ସି, ଅନ୍ୟାନ୍ୟ ସହିତ ସ୍ଵତନ୍ତ୍ର ଭାବେ ଓବିସି ଙ୍କ ତଥ୍ୟ ସଂଗ୍ରହ କରିବାକୁ ଜିଲ୍ଲାପାଳ ବଲାଙ୍ଗୀର ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ମେମୋରେଣ୍ଡମ ପ୍ରଦାନ କରାଯାଇଥିଲା। ୟୁଜିସି ଆଇନ ୨୦୨୬ କୁ ସମର୍ଥନ ଜଣାଇ ଜନଗଣନା ୨୦୨୭ ରେ ଓବିସି ଙ୍କୁ ସ୍ଵତନ୍ତ୍ର ଭାବେ ସାମିଲ କରି ତଥ୍ୟ ସଂଗ୍ରହ କରିବା ଦାବି କରି ଆଦିବାସୀ ନେତା ସତ୍ୟନାରାୟଣ ଭୋଇ,ଓବିସି କୃଷକ ନେତା ଯତୀ ପ୍ରଧାନ, ରାଜ୍ୟ ଓବିସି ମଞ୍ଚ କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ଵାଲ,ରାସ ବିହାରୀ ମାଝୀ,ନିକେଶ କୁମ୍ଭାର (,ଭିମ ଆର୍ମି)ଅଚ୍ୟୁତ କୁମ୍ଭାର ( ଭିମ ଆର୍ମି) ବିଶିଷ୍ଟ ଦଲିତ ନେତା, ପାଣ୍ଡବ କୁମ୍ଭାର, ବରିଷ୍ଠ ଓକିଲ, ଦିନେଶ ନାଗ, ଟଙ୍କଧର ଗଡତ୍ଯା,ବେଲାର ସିଂ ଭୋଇ ସଭାପତି କୁଲୁତା ସମାଜ ବଲାଙ୍ଗୀର, ଶଙ୍କର୍ଷଣ ପ୍ରଧାନ କୁଲତା ସମାଜ ବଲାଙ୍ଗୀର

ପୌରାଞ୍ଚଳ, ମନୋରଞ୍ଜନ ସାହୁ ମଧୁବଶ୍ଯ ସମାଜ ବଲାଙ୍ଗୀର ଉମା ସାହୁ ତେଲି ସମାଜ ବଲାଙ୍ଗୀର, ଗଙ୍ଗାଧର ଖମାରୀ ସଭାପତି ଡୁମାଲ ସମାଜ ସୋନପୁର,ଆନନ୍ଦ ପଧାନ ଓବିସି ମଞ୍ଚ ଆଗଲପୁର ବ୍ଳକ, ବାଳକୃଷ୍ଣ ଷାଣ୍ଡ ଏନ୍ ଏ ପି ଏମ୍ ବଲାଙ୍ଗୀର, ଅଜୟ ଓ୍ଵାରିକ,ବାମସେଫ, କୌଶଲ୍ୟା କୁମ୍ଭାର ସାବିତ୍ରୀ ବାଇ ଫୁଲେ ମହାସଂଘ,ସୁବାସିନୀ ସାହୁ, ପୂର୍ଣଚନ୍ଦ୍ର ବିଶ୍ଵାଲ, ସରୋଜ କୁମାର ମେଶ୍ଵା ସଂଯୋଜକ ଓବିସି ମଞ୍ଚ ଓଡ଼ିଶା, ବିରେନ୍ଦ୍ର ରାୟ, ନଟରାଜ ନାଗ,ଦଣ୍ଡୁଆ କୁମାର, ଲଲିତ ମହାନନ୍ଦ, ରମାକାନ୍ତ ରାବଣ ଭିମ ଆର୍ମି, ରାଜେନ୍ଦ୍ର ବଘାର, ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ବଲାଙ୍ଗୀର ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଶତାଧିକ ଓବିସି ଏସ୍ ଟି ଏସ୍ ସି ଏବଂ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଦଳ ମତ ନିର୍ବିଶେଷରେ ଏହି ଆନ୍ଦୋଳନ କୁ ସମର୍ଥନ ଜଣାଇ ଯୋଗଦାନ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   13-Apr-2026
  ଜିଲ୍ଲା  
ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   13-Apr-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   13-Apr-2026
  ଜିଲ୍ଲା  
ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   13-Apr-2026
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   13-Apr-2026
  ଜିଲ୍ଲା  
*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   12-Apr-2026
  ଜିଲ୍ଲା  
କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   12-Apr-2026
  ଜିଲ୍ଲା  
*ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   12-Apr-2026
  ଜିଲ୍ଲା  
ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି   12-Apr-2026
  ଜିଲ୍ଲା  
ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି   12-Apr-2026
  ଜିଲ୍ଲା  
ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ   12-Apr-2026
  ଜିଲ୍ଲା  
ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା   12-Apr-2026

You Might Also Like