-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
21-Jan-2026
(ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ବ୍ଲକ କ୍ଷତ୍ରିୟ ଧାକଡ ସମାଜ ସଭାପତି ହେଲେ ପଦ୍ମ ସିଂହ। ଡଙ୍ଗରିଗୁଡା ରେ ଏକ ବୈଠକ ରେ ସର୍ବ ସମ୍ମତି କ୍ରମେ ପଦ୍ମ ସିଂହ ସଭାପତି, ତ୍ରୀନାଥ ସିଂ ଉପ ସଭାପତି, ଜିତେନ୍ଦ୍ର ସିଂ ସଂପାଦକ, ଡମ୍ବରୁ ବୈଦ୍ୟ ସହ ସଂପାଦକ ଓ ନବୀନ ନାୟକ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ଜିଲ୍ଲା ତରଫରୁ ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ସଭାପତି ଚକ୍ରଧର ସିଂହ, ସଂଗଠନ ସାଧାରଣ ସମ୍ପାଦକ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, ପୂର୍ବତନ ସଭାପତି ଦୁର୍ଯୋଧନ ନାୟକ, ଉପ ସଭାପତି ଲକ୍ଷ୍ମୀ ନାରାୟଣ ପାଣ୍ଡେ ଓ କାର୍ତ୍ତିକ ଦାସ, ବରିଷ୍ଠ ଆଇନଜୀବି ମିହିର ଶଙ୍କର ପାତ୍ର, ପ୍ରଜେକ୍ଟ ଲିଡର ତ୍ରୀନାଥ ସିଂ, ଅମର ସିଂ, ରବି ସିଂ, ସଂଗଠକ ସୁମିତ ସିଂ ଠାକୁର, ଜଳନ୍ଧର ସିଂ, ଜଗତ ସିଂ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।