-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
12-Sep-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ଜିଲ୍ଲା ର ସ୍ଵାସ୍ଥ୍ୟ ବିଭାଗରେ ନିଜର ପ୍ରତିନିଧି ଭାବରେ ଯୁବ ନେତା ତଥା ଭାରତୀୟ ଜନତା ପାଟି ଜିଲ୍ଲା ଯୁବ ସଭାପତି ସ୍ଵରୂପ ପାତ୍ରଙ୍କୁ ବଲାଙ୍ଗିର ସାଂସଦ ସଙ୍ଗୀତ। କୁମାରୀ ସିଂହଦେଓ ମନୋନିତ କରିଛନ୍ତି। ଜଣେ ଯୁବ ସଂଗଠକ ଭାବରେ ସ୍ଵରୂପ ଜିଲ୍ଲା ରେ ବେଶ ଜଣାଶୁଣା ଥିବାବେଳେ ଜିଲ୍ଲାରେ ଲୋକଙ୍କ ସ୍ୱାସ୍ଥ୍ୟସେବା ପାଇଁ କାମ କରୁଥିବା ଅନେକ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ସହ ସେ ପ୍ରତ୍ୟକ୍ଷ ଜଡିତ ଥିବା ଯୋଗୁଁ ତାଙ୍କର ଏହି ନିଯୁକ୍ତିକୁ ଜିଲ୍ଲା ର ସବୁବର୍ଗରେ ସ୍ଵାଗତ କରାଯାଇଛି।