-+91-9937148622 |
prerana_bgr@rediffmail.com |
Monday 16th February 2026 |
R.N.I. Regd No. ODIODI/2010/46693
Breaking News
08-Jul-2025
ବଲାଙ୍ଗୀର/ବେଲପଡ଼ା: ଦାଦନପ୍ରବଣ ବଲାଙ୍ଗୀର ଜିଲ୍ଲା ପାଇଁ କେନ୍ଦ୍ର ସରକାରଙ୍କ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନାକୁ ବଳବତ୍ତର ରଖା ଯାଉଥିବା ବେଳେ ଏହି ଜିଲ୍ଲାର ଅଧିକାରୀ ମାନେ ସରକାରୀ ଅର୍ଥର ହରିଲୁଟ କରିଚାଲିଛନ୍ତି ଯାହାଫଳ ରେ ମନରେଗା ଯୋଜନା ଦିଗହରା ହେଉଥିବା ଦେଖିବାକୁ ମିଳୁଛି l ସୂଚନା ଅନୁସାରେ ଖପ୍ରାଖୋଲ ବ୍ଲକ ମାଟିଆଭଟା ଗ୍ରାମ ପଞ୍ଚାୟତ ମାଟିଆଭଟା ଗାଁ ର ନୂଆ ବନ୍ଧ ର ପୁନଃରୁଦ୍ଧାର ପାଇଁ ୮,୯୫୦୦୦ ଅଟକଳ ବ୍ୟୟ ୨୦୨୪-୨୫ ମସିହାରେ ଫାଇଲ ଖୁଲା ଯାଇଥିବା ବେଳେ ସେହି କାମକୁ ଶ୍ରମିକ ବଦଳ ରେ ମେସିନ କାମ କରୁଥିବା ଦେଖିବାକୁ ମିଳୁଛି । ଏହାର ବିଧିବଦ୍ଧ ତଦନ୍ତ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି l
(ପୂର୍ଣ୍ଣ ଶଶୀ ଶେଖର ରାଓ ଙ୍କ ରିପୋର୍ଟ)