-+91-9937148622 |

prerana_bgr@rediffmail.com |

  Saturday 6th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ    (05-Jun-2026)       ||      ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   (05-Jun-2026)       ||      ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    (05-Jun-2026)       ||      ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   (05-Jun-2026)       ||      ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ    (05-Jun-2026)       ||      ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ    (05-Jun-2026)       ||      ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   (05-Jun-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   (05-Jun-2026)       ||      *ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   (05-Jun-2026)       ||      ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ   (05-Jun-2026)       ||      *ଜୁନ ୨୧ ଯୋଗ ଦିବସ ପାଳନ ପାଇଁ ଯୋଗ ପ୍ରୋଟୋକଲ ପ୍ରଶିକ୍ଷଣ ଶିବିର*   (05-Jun-2026)       ||      ସ୍ୱଚ୍ଛ ଗାଁ – ସୁରକ୍ଷିତ ଜଳବାୟୁ: ସିଂହପୁର ଗ୍ରାମସଭାରେ ସରପଞ୍ଚ ଶଶାଙ୍କ ଶେଖର ଖିଲାରଙ୍କ ସଚେତନତା ବାର୍ତ୍ତା    (05-Jun-2026)       ||      ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାକୁ ପ୍ରକୃତି ମିତ୍ର ଓ ଆନନ୍ଦ ବଡ଼ପଣ୍ଡାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର    (05-Jun-2026)       ||      ଆସ ଆମେ ପଢ଼ିବା କାର୍ଯ୍ୟକ୍ରମ    (05-Jun-2026)       ||      ସମାଜସେବୀ ବିରଞ୍ଚି ନାରାୟଣ ଦାଶଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର    (05-Jun-2026)       ||      ଆଇ.ଟି.ଆଇ. କଲେଜରେ ବୈଷୟିକ ଶିକ୍ଷା ପାଠ୍ୟକ୍ରମ ପାଇଁ ପରାମର୍ଶ ଶିବିର ଅନୁଷ୍ଠିତ    (05-Jun-2026)       ||      ମାଲକାନଗିରିରେ ସରକାରୀ ଡାକ୍ତରଙ୍କ ପ୍ରାଇଭେଟ୍ ଚିକିତ୍ସାକୁ ଗୁରୁତ୍ୱ (ଗରିବ ଓ ମଧ୍ୟବିତ୍ତ ରୋଗୀ ଆର୍ଥିକ ଶୋଷଣର ଶିକାର)   (05-Jun-2026)       ||      କଟକ ବାଲିଯାତ୍ରା ତଳ ପଡ଼ିଆରେ ପ୍ରେମୀଯୁଗଳ ଏବଂ ମଦୁଆଙ୍କ ସହିତ ପିସିଆର ଭ୍ୟାନ୍ ର ଲୁଚିକାଳୀ ଖେଳେ ।   (05-Jun-2026)       ||     

HOME   ଜିଲ୍ଲା

ଶାରଦୀୟ ଅନ୍ତିମ ଦିନ ରେ ମହିଷାସୁର ମର୍ଦ୍ଦିନୀ ଵେଶ

11-Oct-2024



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
"ଯାଦେବୀ ସର୍ବଭୂତେଷୁ ଦୁର୍ଗା ରୂପେଣସଂସ୍ଥିତା  
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ"
ହିନ୍ଦୁଧର୍ମାବଲମ୍ବୀଙ୍କ ପାଇଁ ଶାରଦୀୟ ନବରାତ୍ର ପୂଜା ବହୁତ ପବିତ୍ର ଓ ମହତ୍ତ୍ୱପୁର୍ଣ୍ଣ କୁହାଯାଏ।
ଏହି ସମୟରେ ପୂଜାର୍ଚ୍ଚନା କରାଯିବା ଦ୍ୱାରା ମନୋବାଞ୍ଛିତ ଫଳପ୍ରାପ୍ତ ହୁଏ ବୋଲି ପୁରାଣଗ୍ରନ୍ଥ ଗୁଡିକରେ ବିଶେଷ ଭାବରେ ବର୍ଣ୍ଣିତ ହୋଇଛି। ସେଥିପାଇଁ ଦ୍ୱିତୀୟ ବାରାଣସୀ ସୁବର୍ଣ୍ଣପୁର ସହର ମଧ୍ୟରେ ରହିଥିବା ଦେବୀପୀଠ ସବୁରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା।ଶାରଦୀୟ ନବରାତ୍ରିର ଆଜି ହେଉଛି ନବମ ବା ଅନ୍ତିମ ଦିନ। ଏଣୁ ଏଥିପାଇଁ ମା'ସୁରେଶ୍ୱରୀ ଶାରଦୀୟ ପର୍ଵର ଅନ୍ତିମ ଦିନରେ ମହିଷାସୁର ମର୍ଦ୍ଦିନୀ ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଏହାକୁ ନେଇ ଯାହା ଆମର ପୌରାଣିକ କଥା ରହିଛି ଏକଦା ଜଗତଜନନୀ ମହାମାୟା ଜଗଦମ୍ବିକା ଦେବତା ମାନଙ୍କୁ ଏକ ସମୟରେ ଭରସା ଓ ପ୍ରତିଶୃତି ପ୍ରଦାନ କରିଥିଲେ ଯେତେବେଳେ ଯେତେବେଳେ ଆସୁରିକ ଶକ୍ତି ମାନଙ୍କ ଦୌରାତ୍ମ୍ୟ ଓ ଅତ୍ୟାଚାର  ବିଶ୍ୱ ବ୍ରହ୍ମାଣ୍ଡରେ ଦେଖାଦେଇଥିବ,ସେତେବେଳେ ଏହି ଆସୁରିକ ଶକ୍ତିଙ୍କ କବଳରୁ ରକ୍ଷା କରିବା ପାଇଁ ମୋର ଧରାଧାମରେ ଅବତୀର୍ଣ୍ଣ ହୋଇବ।ସେଥିପାଇଁ ଯେତେବେଳେ ରମ୍ଭାସୁର ନାମକ ଅସୁରର ଏକପୁତ୍ର ଭାବରେ ମହିଷାସୁର ଜନ୍ମ ହୋଇ ବଡ଼ ହେଲା। ସେ ସର୍ବ ଶକ୍ତିଶାଳୀ ଓ ଅମରତ୍ୱ ପାଇଁ କଠିନ ତପସ୍ୟା କରିଥିଲା। ଫଳ ସ୍ୱରୂପ ତାକୁ ସୃଷ୍ଟିର ରଚୟିତା ବ୍ରହ୍ମାଙ୍କ ଠାରୁ ବରପ୍ରାପ୍ତ ହୋଇଥିଲା ଯେ ତାହାର ମୃତ୍ୟୁ ଦେବତା ବା ପୁରୁଷଙ୍କ ଦ୍ୱାରା ହେବନାହିଁ ବୋଲି। ତାହାର ସୁଯୋଗ ନେଇ ସେ ତାହାର ଅତ୍ୟାଚାର ଆରମ୍ଭ କରିଦେଇଥିଲା। ତେଣୁ ଏହି ସମୟରେ ଦେବତାମାନେ ଭଗବାନ ବିଷ୍ଣୁ ଓ ମାତା ଭଗବତୀଙ୍କୁ ଆରାଧନା କରିଥିବା କଥା ରହିଛି।
ଦାନବ ମହିଷାସୁରର ଅତ୍ୟାଚାରରୁ ଦେବତା ମାନଙ୍କୁ ମୁକ୍ତି ପ୍ରଦାନ ତଥା ସାରା ବିଶ୍ୱ ବ୍ରହ୍ମାଣ୍ଡକୁ ମହିଷାସୁରର ଦୌରାତ୍ମ୍ୟରୁ ରକ୍ଷା କରିବା ପାଇଁ ମାତା ଭଗବତୀଙ୍କୁ ଦୁର୍ଗା ରୂପରେ ଅବତୀର୍ଣ୍ଣ ହୋଇଥିବା କଥା ପୌରାଣିକ କାହାଣୀରୁ ଜଣାଯାଏ।
ରୁକ୍ ବେଦ ରେ ଉଲ୍ଲେଖ ରହିଛି ,ମାତା ଦୁର୍ଗା ହେଉଛନ୍ତି ଆଦିଶକ୍ତି,ଯେକି ଅବିନାଶୀ ଅଟନ୍ତି।ଏହି ସଂସାରର ସମସ୍ତ କ୍ରିୟା କଳାପକୁ ସଞ୍ଚାଳନ କରୁଥିବା ଜଣାଯାଏ।
ସେଥିପାଇଁ ସେ ସର୍ବ ଶକ୍ତିଶାଳୀ ମହିଷାସୁରର ବଧ ସକାଶେ ଧରାଧାମକୁ ପୁଣିଥରେ ଅବତୀର୍ଣ୍ଣ ହୋଇ ନଅ ଦିନ ଧରି ଘମାଘୋଟ ଯୁଦ୍ଧ କରିଥିଲେ।ପ୍ରଥମେ ଯେତେବେଳେ ମହିଷାସୁର ସହିତ ଯୁଦ୍ଧ ସକାଶେ ଯୁଦ୍ଧ କ୍ଷେତ୍ରରେ ଓହ୍ଲାଇ ଥିଲେ ମା'ଦୁର୍ଗା, ସେତେବେଳେ ମାତା ଦୁର୍ଗାଙ୍କ ଅପରୂପ ସୌନ୍ଦର୍ଯ୍ୟ ରେ ବିମୋହିତ ହୋଇ ମାତାଙ୍କୁ  ଯୁଦ୍ଧ ନ କରିବା ପାଇଁ ପ୍ରସ୍ତାବ ରଖି ମାତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲା।ସେତେବେଳେ ମାତା ଯୁଦ୍ଧ କରି ମୋତେ ପରାଜିତ କରିପାରିଲେ ତାହା ସମ୍ଭବ ବୋଲି କହି ପ୍ରଚଣ୍ଡ ଯୁଦ୍ଧ ଆରମ୍ଭ କରି ଦେଇଥିଲେ।ଶେଷରେ ମାତାଙ୍କ ହାତରେ ତାହାର ମୃତ୍ୟୁ ହୋଇଥିଲା। ମହିଷାସୁରକୁ ବଧ କରିବା ପାଇଁ ମାତାଙ୍କୁ ନଅ ଦିନଧରି ଯୁଦ୍ଧ କରିବାକୁ ପଡିଥିଲା।ସେଥିପାଇଁ ହିନ୍ଦୁଧର୍ମାବଲମ୍ବୀ ମାନେ ଉକ୍ତ ସମୟକୁ ପ୍ରତ୍ୟେକ ବର୍ଷ ନଅ ଦିନଧରି ଦୁର୍ଗାପୂଜା କରିବା ସହ ଦଶମଦିନକୁ ବିଜୟାଦଶମୀ ଭାବରେ ପାଳନ କରିଥାନ୍ତି।
ସୁତରାଂ ଏହି ନବରାତ୍ରିସମୟରେ ମାତା ଦୁର୍ଗା ଦେବୀଙ୍କ ପୂଜା ଉପାସନାର ଅନେକ ମହତ୍ଵ ବହନ କରିଥାଏ।
ଏହିସମୟରେ ମାତା ଦୁର୍ଗା ଦେବୀଙ୍କୁ ନିଷ୍ଠାର ସହିତ ପୂଜା ଉପାସନା କରିବା ଦ୍ୱାରା ଦୈନନ୍ଦିନ ଜୀବନରେ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ   05-Jun-2026
  ଜିଲ୍ଲା  
ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   05-Jun-2026
  ଜିଲ୍ଲା  
ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    05-Jun-2026
  ଜିଲ୍ଲା  
ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   05-Jun-2026
  ଜିଲ୍ଲା  
ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ   05-Jun-2026
  ଜିଲ୍ଲା  
ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ   05-Jun-2026
  ଜିଲ୍ଲା  
ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   05-Jun-2026
  ଜିଲ୍ଲା  
*ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   05-Jun-2026
  ଜିଲ୍ଲା  
*ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   05-Jun-2026
  ଜିଲ୍ଲା  
ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ   05-Jun-2026

You Might Also Like