-+91-9937148622 |

prerana_bgr@rediffmail.com |

  Saturday 30th May 2026 |

| | | |

R.N.I. Regd No. ODIODI/2010/46693

Breaking News

ବିନା ସୂଚନା ଫଳକ ରେ ଚାଲିଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ   (30-May-2026)       ||      ଓଡିଶା ହାଇକୋର୍ଟରେ ଜଷ୍ଟିସ ରାଧାଚରଣ ପଟ୍ଟନାୟକଙ୍କ ୩୪ତମ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ   (30-May-2026)       ||      ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   (30-May-2026)       ||      କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆମ୍ବୁଲାନ୍ସ ସେବାର ଲୋକାର୍ପଣ   (30-May-2026)       ||      ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ! ଘଟଣା ଦିନ ରାଜ୍ୟ ବାହାରେ ଥାଇ ଵି ସେହି ଘଟଣାରେ ସାମ୍ବାଦିକଙ୍କୁ ଦୋଷୀ କରାଗଲା ♦️ ନିର୍ଦ୍ଦୋଷକୁ ଗିରଫ ନେଇ ସାମ୍ୱାଦିକ ସଂଘର କ୍ଷୋଭ   (30-May-2026)       ||      ନର୍ଲା ଡିଗ୍ରୀ କଲେଜ ଅଧ୍ୟାପିକା ବାସନ୍ତୀ ସାହୁ ବରିଷ୍ଟ କିରାଣୀ ସନ୍ତୋଷ ନାଏକ ଙ୍କୁ ବିଦାୟାଳୀନ ସମର୍ଦ୍ଧନା   (30-May-2026)       ||      ରତାଖଣ୍ଡି-ଆଟଗାଁ ରାସ୍ତାର ତେଲନଦୀରେ ନିର୍ମାଣହେବ ଉଚ୍ଚକ୍ଷମତାସମ୍ପନ୍ନ ପୋଲ   (30-May-2026)       ||      ବୁଥ୍‌ ସ୍ତରୀୟ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (29-May-2026)       ||      ବୁଥ୍‌ ସ୍ତରୀୟ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (29-May-2026)       ||      ବରପାଲି ସାମ୍ୱାଦିକ ସଂଘ ପକ୍ଷରୁ କର୍କଟ ରୋଗର ସଚେତନତା ଶିବିର ଅନୁଷ୍ଠିତ,   (29-May-2026)       ||      ବିନାସୂଚନା ଫଳକ ରେ ଚାଲିଛି ଚେକଡେମ କାମ    (29-May-2026)       ||      ଖାଦ୍ୟ ନ ପାଇ କଟକ ନୂଆବଜ଼ାର କୁଷ୍ଠ ରୋଗୀ ଧାରଣାରେ ବସିଲେ ।   (29-May-2026)       ||      *ସ୍ୱାମୀ ବିବେକାନନ୍ଦ କଲେଜ ବରପାଲିରେ ସମ୍ବର୍ଦ୍ଧନା ଉତ୍ସବ ଉଦଯାପିତ*   (29-May-2026)       ||      ସୁବର୍ଣ୍ଣପୁର ସହରରେ କାଳବୈଶାଖୀ ତାଣ୍ଡବ ବ୍ୟାପକ କ୍ଷୟକ୍ଷତି   (29-May-2026)       ||      ଆତ୍ମଗୌରବ ଦିବସ ଅବସରରେ ନୂଆଦିଲ୍ଲୀ ରେ ବଲାଙ୍ଗୀର ଜିଲ୍ଲା ଦେଢଗାଁର ଓଡ଼ିଆ ପୁଅ ବଳଦେବ ବାଗଙ୍କୁ ସମ୍ମାନିତ କଲା ଆଦିଲୀଳା ଫାଉଣ୍ଡେସନ   (29-May-2026)       ||      ଅପରାଧୀଙ୍କ ଉପରେ କଡ଼ା ଆକ୍ସନ ନେବାକୁ ନିର୍ଦ୍ଦେଶ |   (29-May-2026)       ||      ୪୭ ନମ୍ବର ୱାର୍ଡରେ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ   (29-May-2026)       ||      ବିଜୁ ବାବୁଙ୍କ ସମ୍ପତ୍ତି ହଡ଼ପ ପାଇଁ ଚାଲିଛି ଷଡ଼ଯନ୍ତ୍ର : ଦେବାଶିଷ ସାମନ୍ତରାୟ   (29-May-2026)       ||      ବଲାଙ୍ଗୀର ଦୁର୍ଘଟଣାରେ ରାଜ ପରିବାର ସଦସ୍ୟଙ୍କ ଦେହାନ୍ତ   (29-May-2026)       ||      ମହିଳା ବାଥରୁମରେ ସ୍ପାଏ କ୍ୟାମେରା : ଏସପିଙ୍କ ତତ୍ତ୍ବାବଧାନରେ ଚାଲିଛି ତନାଘନା   (29-May-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ଠାରେ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଅନୁଷ୍ଠିତ

25-Aug-2024



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
 ସୋନପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ରେ କେନ୍ଦ୍ର ସରକାର ଙ୍କ ଜନପ୍ରିୟ ଯୋଜନା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆଜି ମହାରାଷ୍ଟ୍ର ର ଜଲଗାଓଁ ଠାରେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କି ଟିଭି ରେ ସିଧା ପ୍ରସାରଣ ଏଥିରେ ପ୍ରଦର୍ଶିତ କରାଯାଇଥିଲା। ଏ ଉପଲକ୍ଷେ ଏଠାରେ ଆୟୋଜିତ ସଭାରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଙ୍କ ସୁବର୍ଣ୍ଣପୁର ପ୍ରତିନିଧି ଶିବରାମ ସାହୁ ଯୋଗଦେଇ ୮୦ଜଣ ଲକ୍ଷପତି ଦିଦି ଙ୍କୁ ସାର୍ଟିଫିକେଟ ପ୍ରଦାନ ସହ ୧୬ ଗୋଟି ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଙ୍କୁ ୧ କୋଟି ୬୦ଲକ୍ଷ ଟଙ୍କାର ବ୍ୟାଙ୍କଲିଙ୍କେଜ୍ ସହାୟତାରାଶି ପ୍ରଦାନ କରାଯାଇଥିଲା। ଏହି ସଭାରେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ,ସୁବର୍ଣ୍ଣପୁର ସିଡିଓ ତଥା ଇଓ ଅଶ୍ଵିନୀ କୁମାର ମେହେର ,ଏବିଡିଓ ଶଶୀଭୂଷଣ ,ଓଏଲ୍ ଏମ୍ ଫ୍ରାନ୍ସିସ୍ ବାର୍ଲା,ଡିପିସି ବିଶ୍ୱଜିତ ପରିଡ଼ା,ବିପିସି  ସୁବ୍ରତ ମେହେର  ବିପିଏମ୍ ସୁବାଷ ଚନ୍ଦ୍ର ବିଶି ପ୍ରମୁଖ ଯୋଗ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିନା ସୂଚନା ଫଳକ ରେ ଚାଲିଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ   30-May-2026
  ଜିଲ୍ଲା  
ଓଡିଶା ହାଇକୋର୍ଟରେ ଜଷ୍ଟିସ ରାଧାଚରଣ ପଟ୍ଟନାୟକଙ୍କ ୩୪ତମ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ   30-May-2026
  ଜିଲ୍ଲା  
ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   30-May-2026
  ଜିଲ୍ଲା  
କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆମ୍ବୁଲାନ୍ସ ସେବାର ଲୋକାର୍ପଣ   30-May-2026
  ଜିଲ୍ଲା  
ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ! ଘଟଣା ଦିନ ରାଜ୍ୟ ବାହାରେ ଥାଇ ଵି ସେହି ଘଟଣାରେ ସାମ୍ବାଦିକଙ୍କୁ ଦୋଷୀ କରାଗଲା ♦️ ନିର୍ଦ୍ଦୋଷକୁ ଗିରଫ ନେଇ ସାମ୍ୱାଦିକ ସଂଘର କ୍ଷୋଭ   30-May-2026
  ଜିଲ୍ଲା  
ନର୍ଲା ଡିଗ୍ରୀ କଲେଜ ଅଧ୍ୟାପିକା ବାସନ୍ତୀ ସାହୁ ବରିଷ୍ଟ କିରାଣୀ ସନ୍ତୋଷ ନାଏକ ଙ୍କୁ ବିଦାୟାଳୀନ ସମର୍ଦ୍ଧନା   30-May-2026
  ଜିଲ୍ଲା  
ରତାଖଣ୍ଡି-ଆଟଗାଁ ରାସ୍ତାର ତେଲନଦୀରେ ନିର୍ମାଣହେବ ଉଚ୍ଚକ୍ଷମତାସମ୍ପନ୍ନ ପୋଲ   30-May-2026
  ଜିଲ୍ଲା  
ବୁଥ୍‌ ସ୍ତରୀୟ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   29-May-2026
  ଜିଲ୍ଲା  
ବୁଥ୍‌ ସ୍ତରୀୟ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   29-May-2026
  ଜିଲ୍ଲା  
ବରପାଲି ସାମ୍ୱାଦିକ ସଂଘ ପକ୍ଷରୁ କର୍କଟ ରୋଗର ସଚେତନତା ଶିବିର ଅନୁଷ୍ଠିତ,   29-May-2026
  ଜିଲ୍ଲା  
ବିନାସୂଚନା ଫଳକ ରେ ଚାଲିଛି ଚେକଡେମ କାମ   29-May-2026
  ଜିଲ୍ଲା  
ଖାଦ୍ୟ ନ ପାଇ କଟକ ନୂଆବଜ଼ାର କୁଷ୍ଠ ରୋଗୀ ଧାରଣାରେ ବସିଲେ ।   29-May-2026

You Might Also Like