-+91-9937148622 |

prerana_bgr@rediffmail.com |

  Wednesday 17th April 2024 |

| | | |

R.N.I. Regd No. ODIODI/2010/46693

Breaking News

ଫୋକସରେ ପଶ୍ଚିମଓଡିଶା.. କଣ୍ଟାବାଞ୍ଜି ଆସନରେ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଜେଡି ମହଲରେ ଖୁସିର ଲହରୀ, କୋସଲ ପ୍ରସଙ୍ଗ ଉଠିବାରୁ ମୁଖ୍ୟମନ୍ତ୍ରୀ ଭୟଭିତ-ନରସିଂହ   (17-Apr-2024)       ||      ବିଜୁ ବାବୁଙ୍କ ତିରୋଧାନ ଦିବସ ରେ ନେତା ଓ କର୍ମୀ କଲେ ଶପଥ ପାଠ ବିଶାଳ ବାଇକ ଶୋଭାଯାତ୍ରା ରେ ଶକ୍ତି ପ୍ରଦର୍ଶନ କଲେ ବିଧାୟକ ଶ୍ରୀ ପୂଜାରୀ   (17-Apr-2024)       ||      ବଲାଙ୍ଗିର ସହର ଛାତି ଉପରେ ଅସହାୟ ଯୁବକର ଅନାହାର ମୃତ୍ୟୁ; ପଚା ଶବ ଟେକିବାକୁ ହାତ ବାନ୍ଧି ଦେଲା ପୌର ପ୍ରଶାସନ, ପିପିଇ କିଟ୍ ପିନ୍ଧି ଶବକୁ ଉଦ୍ଧାର କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ   (17-Apr-2024)       ||      ଆମ୍ବଗାଁରେ ଜୋନ ସ୍ତରୀୟ ତୈଳିକ ସମାଜ ଗଠିତ, ବିଜୟ ସାହୁ ସଭାପତି ଓ ପ୍ରଭାତ ସାହୁ ସଂପାଦକ   (17-Apr-2024)       ||      ବିଜେଡିର ଟାର୍ଗେଟରେ ସଦରବ୍ଲକ,ଖଲିଆପାଲିରେ ଯୁବସମାବେଶ   (16-Apr-2024)       ||      ସୋନପୁର ବିଜେପି ରେ ବିଦ୍ରୋହ, ସ୍ଵାଧୀନ ସାଂସଦ ବଳରାମଙ୍କୁ ଦେବେ ସମର୍ଥନ    (16-Apr-2024)       ||      ଟେରାକୋଟାରେ ଭୋଟରସଚେତନା କାର୍ଯ୍ୟକ୍ରମ   (16-Apr-2024)       ||      ଆଦିବାସୀଙ୍କୁ ଜୀବିକା ଜଗାଉଛି କାଇ ବା "ଚାପଡ଼ା ଅଣ୍ଡା   (16-Apr-2024)       ||      ବିଜେପି ପ୍ରାର୍ଥୀ ବାଇକ ଶୋଭାଯାତ୍ରାରେ ରେ ପ୍ରଚାର-ବ୍ଳକ ଉପାଧ୍ୟକ୍ଷ ସମେତ ୯ ସରପଞ୍ଚ ଓ ଜଣେ ସମିତିସଭ୍ଯ ସହ ଶହ ଶହ କର୍ମୀ ବିଜେପିରେ ଯୋଗଦାନ   (16-Apr-2024)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ ସୋନପୁର ଅଞ୍ଚଳ ରେ ଶୋକ   (16-Apr-2024)       ||      ବିଜେପି ର ମିଶ୍ରଣ ପର୍ବ : ଶତାଧିକ କର୍ମୀ ଙ୍କ ଯୋଗଦାନ   (15-Apr-2024)       ||      ବିଜେଡିମୁହାଁ ଯୁବକ ଓ କୃଷକ, ଖଗସୀକନା,ଅଏଁଲାପାଲିର ଦେଢଶହ ଲୋକ ବିଜେଡିରେ ସାମିଲ   (15-Apr-2024)       ||      ଛିଣ୍ଡୁନି କଣ୍ଟାବାଞ୍ଜିର ଅଛିଣ୍ଡାଗଣିତ... ନୀରୁପମା ମାଝିଙ୍କ ସପକ୍ଷରେ ବାହାରିଲା ଆଦିବାସୀକଲ୍ୟାଣସଂଘ   (15-Apr-2024)       ||      ହନୁମାନ ଜୟନ୍ତିରେ ରାଜନେତାଙ୍କ ପଣା ରାଜନୀତି   (15-Apr-2024)       ||      ସୋନପୁର ରେ ପ୍ରିୟବ୍ରତ ଓ ବୀରମହାରାଜପୁର ପାଇଁ କଂଗ୍ରେସ ର ପ୍ରାର୍ଥୀ ହେଲେ ପ୍ରଦୀପ   (15-Apr-2024)       ||      ତୃତୀୟ ଜିଲ୍ଲା ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ   (15-Apr-2024)       ||      ସମ୍ରାଟ ଅଶୋକ,ମହାତ୍ମା ଫୁଲେ ଓ ଡଃ.ଅମ୍ଵେଦକର ଙ୍କ ଜୟନ୍ତୀ ପାଳିତ   (15-Apr-2024)       ||      ଜିଲ୍ଲା ଦଳିତ ବିକାଶ ମଞ୍ଚ, ବଲାଙ୍ଗୀର ଦ୍ୱାରା ଆମ୍ବେଦକର ଜୟନ୍ତୀ ପାଳିତ   (15-Apr-2024)       ||      ଉଲିଗୁଞ୍ଜେର ଠାରୁ ନର୍ଲା କୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ,   (15-Apr-2024)       ||      ଲୋଇସିଂହା ବନବିଭାଗ ପକ୍ଷରୁ ୧୨ କ୍ଵିଣ୍ଟାଲ ଖଇର କାଠ ଜବତ   (15-Apr-2024)       ||     

HOME   ଜିଲ୍ଲା

ବିଶ୍ଵ ନାଟ୍ଯ ଦିବସ ଅବସରରେ ନାଟ୍ଯ କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ଆଲୋଚନାଚକ୍ର

27-Mar-2023



ବଲାଙ୍ଗିର (ଧିରେନ୍ଦ୍ର ନାରାୟଣ ସିଂହଦେଓଙ୍କ ରିପୋର୍ଟ୍): "ବିଶ୍ଵ ନାଟକ ଦିବସ" ଉପଲକ୍ଷେ ଆଜି ସନ୍ଧ୍ୟା ୮ଟା ସମୟରେ ପଶ୍ଚିମ ଓଡ଼ିଶାର ଅଗ୍ରଣୀ ନାଟକ ସଂସ୍ଥା "ନାଟ୍ୟକ୍ରାନ୍ତି" ବିଶ୍ୱର ସମସ୍ତ କଳାକାର ବୃନ୍ଦଙ୍କୁ ଶୁଭେଚ୍ଛା ଜଣାଇ ସଭାପତି ରାଜେନ୍ଦ୍ର ଶର୍ମାଙ୍କ ସଭାପତିତ୍ବରେ ଏକ ଆଲୋଚନାଚକ୍ର ଆୟୋଜିତ କରିଛି । ନାଟ୍ୟକ୍ରାନ୍ତି ଏକ ପ୍ରସ୍ତାବ ଜରିଆରେ ସମସ୍ତଙ୍କୁ ଜନେଇଛି ଯେ, ନାଟକକୁ ଗ୍ରାମାଞ୍ଚଳ ମାନଙ୍କୁ ପହଞ୍ଚେଇ ପାରିଲେ ଗ୍ରାମାଞ୍ଚଳର ଲୋକେ ମଧ୍ୟ ନାଟକ ପ୍ରତି ଆକୃଷ୍ଟ ହୋଇ ଆହୁରି କଳାକାର ସୃଷ୍ଟି କରିପାରିବେ ।
             ଏହି ଆଲୋଚନାଚକ୍ରରେ ନାଟ୍ୟକ୍ରାନ୍ତିର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ଜନାବ୍ ଅବଦୁଲ ଜମାଲ୍ ଖାଁ, ସମ୍ପାଦକ ସୁରେନ୍ଦ୍ର ତ୍ରିପାଠୀ, ଧିରେନ୍ଦ୍ର ନାରାୟଣ ସିଂହଦେଓ, ସଞ୍ଜୟ ଭୋଇ, ଶରତ ଚନ୍ଦ୍ର ହୋତା, ବିମଳ ଚକ୍ରବର୍ତ୍ତୀ, ନୀଳାଚଳ ଚିର୍ଗୁନ୍, ଅକ୍ରମ୍ ଦୂର୍ରାନି, ରାହୁଲ ପାଣିଗ୍ରାହୀ, ଗୁରୁଦାସ୍ ସିଂହ ଓ ସାହିଲ୍ ତାଣ୍ଡି ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ ।


News Comment




Photo in News

Advertisment
Lastest News
  ରାଜନୀତି  
ଫୋକସରେ ପଶ୍ଚିମଓଡିଶା.. କଣ୍ଟାବାଞ୍ଜି ଆସନରେ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଜେଡି ମହଲରେ ଖୁସିର ଲହରୀ, କୋସଲ ପ୍ରସଙ୍ଗ ଉଠିବାରୁ ମୁଖ୍ୟମନ୍ତ୍ରୀ ଭୟଭିତ-ନରସିଂହ   17-Apr-2024
  ଜିଲ୍ଲା  
ବିଜୁ ବାବୁଙ୍କ ତିରୋଧାନ ଦିବସ ରେ ନେତା ଓ କର୍ମୀ କଲେ ଶପଥ ପାଠ ବିଶାଳ ବାଇକ ଶୋଭାଯାତ୍ରା ରେ ଶକ୍ତି ପ୍ରଦର୍ଶନ କଲେ ବିଧାୟକ ଶ୍ରୀ ପୂଜାରୀ   17-Apr-2024
  ଜିଲ୍ଲା  
ବଲାଙ୍ଗିର ସହର ଛାତି ଉପରେ ଅସହାୟ ଯୁବକର ଅନାହାର ମୃତ୍ୟୁ; ପଚା ଶବ ଟେକିବାକୁ ହାତ ବାନ୍ଧି ଦେଲା ପୌର ପ୍ରଶାସନ, ପିପିଇ କିଟ୍ ପିନ୍ଧି ଶବକୁ ଉଦ୍ଧାର କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ   17-Apr-2024
  ଜିଲ୍ଲା  
ଆମ୍ବଗାଁରେ ଜୋନ ସ୍ତରୀୟ ତୈଳିକ ସମାଜ ଗଠିତ, ବିଜୟ ସାହୁ ସଭାପତି ଓ ପ୍ରଭାତ ସାହୁ ସଂପାଦକ   17-Apr-2024
  ଜିଲ୍ଲା  
ବିଜେଡିର ଟାର୍ଗେଟରେ ସଦରବ୍ଲକ,ଖଲିଆପାଲିରେ ଯୁବସମାବେଶ   16-Apr-2024
  ଜିଲ୍ଲା  
ସୋନପୁର ବିଜେପି ରେ ବିଦ୍ରୋହ, ସ୍ଵାଧୀନ ସାଂସଦ ବଳରାମଙ୍କୁ ଦେବେ ସମର୍ଥନ   16-Apr-2024
  ଜିଲ୍ଲା  
ଟେରାକୋଟାରେ ଭୋଟରସଚେତନା କାର୍ଯ୍ୟକ୍ରମ   16-Apr-2024
  ଜିଲ୍ଲା  
ଆଦିବାସୀଙ୍କୁ ଜୀବିକା ଜଗାଉଛି କାଇ ବା "ଚାପଡ଼ା ଅଣ୍ଡା   16-Apr-2024
  ଜିଲ୍ଲା  
ବିଜେପି ପ୍ରାର୍ଥୀ ବାଇକ ଶୋଭାଯାତ୍ରାରେ ରେ ପ୍ରଚାର-ବ୍ଳକ ଉପାଧ୍ୟକ୍ଷ ସମେତ ୯ ସରପଞ୍ଚ ଓ ଜଣେ ସମିତିସଭ୍ଯ ସହ ଶହ ଶହ କର୍ମୀ ବିଜେପିରେ ଯୋଗଦାନ   16-Apr-2024
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ ସୋନପୁର ଅଞ୍ଚଳ ରେ ଶୋକ   16-Apr-2024
  ରାଜନୀତି  
ବିଜେପି ର ମିଶ୍ରଣ ପର୍ବ : ଶତାଧିକ କର୍ମୀ ଙ୍କ ଯୋଗଦାନ   15-Apr-2024
  ଜିଲ୍ଲା  
ବିଜେଡିମୁହାଁ ଯୁବକ ଓ କୃଷକ, ଖଗସୀକନା,ଅଏଁଲାପାଲିର ଦେଢଶହ ଲୋକ ବିଜେଡିରେ ସାମିଲ   15-Apr-2024

You Might Also Like