-+91-9937148622 |

prerana_bgr@rediffmail.com |

  Saturday 1st October 2022 |

| | | |

R.N.I. Regd No. ODIODI/2010/46693

Breaking News

ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।   (01-Oct-2022)       ||      ବେଆଇନ ଦେଶୀ ମଦ ସହ ଜଣେ ଗିରଫ।   (01-Oct-2022)       ||      ଶିଶୁ ଗୃହରେ ୨ ଅସହାୟ ଶିଶୁ୍    (01-Oct-2022)       ||      ଅର୍ଥମନ୍ତ୍ରୀ ପୁରସ୍କାର ୨୦୨୨ ପାଇଲେ କଣ୍ଟାବାଞ୍ଜି ଝିଅ ସାରିକା ଜେନ୍।   (01-Oct-2022)       ||      ପଂଚାୟତ ଉଚ୍ଚ ବିଦ୍ୟାଳୟରେ ବାଳ ସଭା, ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Oct-2022)       ||      ତୁଣ୍ଡଲା ଠାରେ ନାଗରିକ ବିକାଶ ସଂଗଠନ ତରଫରୁ ସୁପର 30+ ମହିଳା ମାନଙ୍କୁ ନେଇ ଏକ ଦକ୍ଷ ମହିଳା ସମ୍ମିଳନୀ ର ଉଦ୍ଘାଟନ କାର୍ଯ୍ୟ ର ଆୟୋଜନ କରାଯାଇଥିଲା, ।   (30-Sep-2022)       ||      ଗୋଆଧ।ରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ ।   (30-Sep-2022)       ||      ସ୍ୱାଧୀନତା ର ଉଚ୍ଛାସ ପର୍ବ ପାଇଁ ବୌଦ୍ଧ ଜିଲ୍ଲା ର ପବିତ୍ର ମାଟି ଓ ଜଳ ସଂଗ୍ରହ ।   (30-Sep-2022)       ||      ନୂଆଁପଡ଼ା ଜିଲ୍ଲା ଦୌରା ଜଜ କୋର୍ଟ ପରିସରରେ ସ୍ୱାସ୍ଥ୍ୟ ଶିବିର    (30-Sep-2022)       ||      ଟିଟିଲାଗଡ଼: ନୂତନ ଉପଖଣ୍ଡ ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ଯୋଗଦାନ    (30-Sep-2022)       ||      ଲହଙ୍ଗିର ସେବାଶ୍ରମ ବିଦ୍ୟାଳୟ ରେ ପୋଷାକ ବଣ୍ଟନ   (30-Sep-2022)       ||      କଣ୍ଟାବାଞ୍ଜି ଅଞ୍ଚଳ ର ରେଳ ଉନ୍ନତି ପାଇଁ ପ୍ରଧାମନ୍ତ୍ରୀ ଙ୍କ ହସ୍ତକ୍ଷେପ ଅନୁରୋଧ କରିଲେ ପୂର୍ବ ବିଧାୟକ ଆୟୁବ ଖାଁ   (30-Sep-2022)       ||      ଲୋଇସିଂହା ବ୍ଲକ ବାରିକ ସମାଜ ତରଫରୁ ନୁଆଁଖାଇ ଭେଟଘାଟ    (30-Sep-2022)       ||      ସମଲେଶ୍ବରୀ ଛକ,ଅଙ୍ଗଶ୍ରି ସୁନା ଦୋକାନରୁ ଚୋରି   (30-Sep-2022)       ||      ବାଣ୍ଡିଗାଁରେ ଜିଲ୍ଳାସ୍ତରୀୟ ନୂଆଁଖାଇ ଭେଟଘାଟ    (29-Sep-2022)       ||      ମିଶନ ଶକ୍ତି ପକ୍ଷରୁ ଋଣ ମେଳା....   (29-Sep-2022)       ||      କୋଡିଏ ଘର ରଜକ ସମାଜ ର ଆଞ୍ଚଳିକ ବୈଠକ   (29-Sep-2022)       ||      ନିରାପଦ ଆନ୍ତର୍ଜାତୀୟ ଗର୍ଭପାତ ଦିବସ ଓ ବିଶ୍ୱ ଜଳାନ୍ତକ ଦିବସ ରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ସମ୍ମାନୀତ   (29-Sep-2022)       ||      ନୂତନ ବିଡିଓ ଙ୍କୁ ସରପଞ୍ଚ ସଂଘ ପକ୍ଷରୁ ସମ୍ବର୍ଦ୍ଧନା    (29-Sep-2022)       ||      ମହାନଦୀରେ ଛଡାଗଲା ୨ ଲକ୍ଷ ମାଛ ଜାଆଁଳା   (29-Sep-2022)       ||     

HOME   ଜିଲ୍ଲା

ଖମ୍ବେଶ୍ବରୀପାଲି ଇଣ୍ଡେନ ଗ୍ରାମୀଣ ବିତରକ ଗୋଦାମରେ ଚଢ଼ାଉ - 19 କେଜି ବିଶିଷ୍ଟ 116ଗୋଟି ଫୁଲ ସିଲଡ଼ ଓ 270 ଗୋଟି ବ୍ୟବହୃତ ବ୍ୟବସାୟିକ ଖାଲି ସିଲିଣ୍ଡର ଜବତ

22-Sep-2022



ସୁବର୍ଣ୍ଣପୁର  : ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶରେ ତଥା ଉପଜିଲ୍ଲାପାଳ ସୋନପୁର ଙ୍କ ତତ୍ୱାବଧାନ ରେ ଆଜି ସନ୍ଧ୍ୟା ସମୟରେ ସୁବର୍ଣ୍ଣପୁର ଜିଲ୍ଳା ଯୋଗାଣ ବିଭାଗ ଦ୍ୱାରା ତତ୍ୱାବଧାରକ ମନୋଜ କୁମାର ସାହୁ ଙ୍କ ଖମ୍ବେଶ୍ବରୀପାଲି ଇଣ୍ଡେନ ଗ୍ରାମୀଣ ବିତରକ ଗୋଦାମରେ ଅଚାନକ ଚଢ଼ାଉ କରାଯାଇଛି l ଚଢ଼ାଉରେ ସମ୍ପୃକ୍ତ ବ୍ୟବସାୟ ର ଆନୁସଙ୍ଗିକ ଯାଞ୍ଚ ପରେ ଗୋଦାମ ରୁ 19 କେଜି ଓଜନ ବିଶିଷ୍ଟ ଫୁଲ ସିଲଡ଼ 116 ଗୋଟି  ଓ  ବ୍ୟବହୃତ ବ୍ୟବସାୟିକ

ଖାଲି  270 ଗୋଟି  ସିଲିଣ୍ଡର କୁ ଅନିୟମିତତା ଏବଂ ଅପବ୍ୟବହାର ହେତୁ ଜବତ କରାଯାଇଛି l  ବେସାମାରିକ ଯୋଗାଣ ଅଧିକାରୀ ଶ୍ରୀ ତ୍ରିନାଥ ଭୋଇ ଓ ଶ୍ରୀମତୀ ପ୍ରଣତି ପୃଷ୍ଟି ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି ଚଢ଼ାଉ ରେ  ବିଭାଗୀୟ ଖାଦ୍ୟ ନିରୀକ୍ଷକ ଦେବାଶିଷ ତ୍ରିପାଠୀ ଓ ଚନ୍ଦ୍ରଧ୍ଵଜ ଭୋଇ ତଥା ସହକାରୀ ନିରୀକ୍ଷକ ସୁବ୍ରତ ପାଣି ପ୍ରମୁଖ ସାମିଲ ରହିଥିଲେ l ଆଗକୁ ଏହି ଧରଣର ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ନିୟମିତ ଚାଲୁ ରହିବ ବୋଲି ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି  l


News Comment




Photo in News

Advertisment
Lastest News
  ଜିଲ୍ଲା  
ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।   01-Oct-2022
  ଜିଲ୍ଲା  
ବେଆଇନ ଦେଶୀ ମଦ ସହ ଜଣେ ଗିରଫ।   01-Oct-2022
  ଜିଲ୍ଲା  
ଶିଶୁ ଗୃହରେ ୨ ଅସହାୟ ଶିଶୁ୍   01-Oct-2022
  ଜିଲ୍ଲା  
ଅର୍ଥମନ୍ତ୍ରୀ ପୁରସ୍କାର ୨୦୨୨ ପାଇଲେ କଣ୍ଟାବାଞ୍ଜି ଝିଅ ସାରିକା ଜେନ୍।   01-Oct-2022
  ଜିଲ୍ଲା  
ପଂଚାୟତ ଉଚ୍ଚ ବିଦ୍ୟାଳୟରେ ବାଳ ସଭା, ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ   01-Oct-2022
  ଜିଲ୍ଲା  
ତୁଣ୍ଡଲା ଠାରେ ନାଗରିକ ବିକାଶ ସଂଗଠନ ତରଫରୁ ସୁପର 30+ ମହିଳା ମାନଙ୍କୁ ନେଇ ଏକ ଦକ୍ଷ ମହିଳା ସମ୍ମିଳନୀ ର ଉଦ୍ଘାଟନ କାର୍ଯ୍ୟ ର ଆୟୋଜନ କରାଯାଇଥିଲା, ।   30-Sep-2022
  ଜିଲ୍ଲା  
ଗୋଆଧ।ରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ ।   30-Sep-2022
  ଜିଲ୍ଲା  
ସ୍ୱାଧୀନତା ର ଉଚ୍ଛାସ ପର୍ବ ପାଇଁ ବୌଦ୍ଧ ଜିଲ୍ଲା ର ପବିତ୍ର ମାଟି ଓ ଜଳ ସଂଗ୍ରହ ।   30-Sep-2022
  ଜିଲ୍ଲା  
ନୂଆଁପଡ଼ା ଜିଲ୍ଲା ଦୌରା ଜଜ କୋର୍ଟ ପରିସରରେ ସ୍ୱାସ୍ଥ୍ୟ ଶିବିର   30-Sep-2022
  ଜିଲ୍ଲା  
ଟିଟିଲାଗଡ଼: ନୂତନ ଉପଖଣ୍ଡ ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ଯୋଗଦାନ   30-Sep-2022
  ଜିଲ୍ଲା  
ଲହଙ୍ଗିର ସେବାଶ୍ରମ ବିଦ୍ୟାଳୟ ରେ ପୋଷାକ ବଣ୍ଟନ   30-Sep-2022
  ଜିଲ୍ଲା  
କଣ୍ଟାବାଞ୍ଜି ଅଞ୍ଚଳ ର ରେଳ ଉନ୍ନତି ପାଇଁ ପ୍ରଧାମନ୍ତ୍ରୀ ଙ୍କ ହସ୍ତକ୍ଷେପ ଅନୁରୋଧ କରିଲେ ପୂର୍ବ ବିଧାୟକ ଆୟୁବ ଖାଁ   30-Sep-2022

You Might Also Like