-+91-9937148622 |
prerana_bgr@rediffmail.com |
Sunday 13th October 2024 |
R.N.I. Regd No. ODIODI/2010/46693
Breaking News
10-Aug-2022
ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ର ଦେଓଗାଁ, ମଙ୍ଗଳବାର ଦିନ ଲଗାଣ ବର୍ଷା ଯୋଗୁଁ ଦେଓଗାଁ ବ୍ଲକ୍ କାର୍ଯ୍ୟାଳୟ ରାସ୍ତାର ରେଲୱେ ଓଭରବ୍ରିଜ ତଳେ ଆଣ୍ଠୁଏରୁ ଅଧିକ ପାଣି ଜମି ରହିଥିଲା ଦେଓଗାଁ ଜରାସିଂହାରାସ୍ତା ଅବ୍ୟାହତ ଜନଜୀବନଅସ୍ତବ୍ୟସ୍ତହୋଇପଡିଛି। ଫଳରେ ଯାତ୍ରୀମାନେ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାସହ ହାତୀସରା ପଞ୍ଚାୟତ ନାଇକେନଶିରା ଗାଁକୁ ଯିବାକୁ ଥିବା ରାସ୍ତାରେ ଥିବା ରେଲୱେ ଓଭରବ୍ରିଜ ତଳେ ମଧ୍ୟ ପାଣି ଜମି ରହିଥିବାରୁ ବର୍ଷା ହେବା ମାତ୍ରକେ ଗ୍ରାମବାସୀ ଗାଁରୁ ବାହାରକୁ ଆସିବାରେ ଅସୁବିଧାର ସମ୍ମୁଖିନ ହୋଇ ଥିଲେ । ଏଠାରୁ ବର୍ଷା ଜଳ ନିଷ୍କାସନ ପାଇଁ ଥିବା ରାସ୍ତାକୁ ସଫା କରିବାକୁ ଜନସାଧାରଣ ରେ ଦାବୀ ହେଉଛି ।
(ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ)