-+91-9937148622 |

prerana_bgr@rediffmail.com |

  Friday 3rd May 2024 |

| | | |

R.N.I. Regd No. ODIODI/2010/46693

Breaking News

ଖରିଆର ପୋଲିସ ଦ୍ବାରା ସୀମାନ୍ତରେ ଟଙ୍କା ଜବତ   (03-May-2024)       ||      ପଟ୍ଟନାୟକ ଇଣ୍ଡିଆ ଫାଉଣ୍ଡେସନ ତରଫରୁ କିଶୋର ଦ୍ବିବେଦୀଙ୍କୁ ସମ୍ବର୍ଦ୍ଧନା   (03-May-2024)       ||      କଳିକେଶ ଙ୍କ ମାରାଥନ ଘରକୁ ଘର ପ୍ରଚାର ଓ ସଦର ବ୍ଲକ ରେ ଆଦିବାସୀ ସମାବେଶ    (03-May-2024)       ||      ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା   (03-May-2024)       ||      ଭତାସର ଗ୍ରାମରେ ୧୦,୧୨ ଦିନରୁ ଜଳ ଯୋଗାଣ ବନ୍ଦ , ଲୋକେ ହାହାକାର   (03-May-2024)       ||      ୧୪ କ୍ଵିଣ୍ଟାଲ ୭୦ କେଜି ମହୁଲ ଜବତ, ଜଣେ ଗିରଫ    (03-May-2024)       ||      ବଲାଙ୍ଗୀର ବ୍ଲକ ରେ ସମରେନ୍ଦ୍ର ଓ ମନୋଜ ମିଶ୍ର ଙ୍କ ମାରାଥନ ପ୍ରଚାର... ଲୋକଙ୍କ ଆର୍ଥିକ ଵିକାଶ କଂଗ୍ରେସ ର ପ୍ରାଥମିକତା -ସମରେନ୍ଦ୍ର,ଯୁବକଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କଂଗ୍ରେସ କରିବ -ମନୋଜ    (03-May-2024)       ||      ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀନୀ ଙ୍କ ସହ ପ୍ରଚାରରେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ   (03-May-2024)       ||      ସୋନପୁର ବିଜେପି ବିଧାୟକ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ ସାଂସଦ ଙ୍କ ସହ ସହର ରେ କଲେ ରୋଡ ସୋ*   (03-May-2024)       ||      ଦୁର୍ଘଟଣାରେ ଡାବୁଗାଁର ପୂର୍ବତନ ତହସିଲଦାର ଦମ୍ପତିଙ୍କ ମୃତ୍ୟୁ   (03-May-2024)       ||      ନିହାର ବେହେରାଙ୍କ ନାମାଙ୍କନପତ୍ର ଦାଖଲ, ନବୀନ ସରକାରଙ୍କ ଜନହିତକାରୀ ଯୋଜନା ହିଁ ଆମର ବଳ-ନିହାର    (03-May-2024)       ||      ବିଶାଳ ଶୋଭାଯାତ୍ରା ରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରିୟବ୍ରତ ସାହୁ   (03-May-2024)       ||      ୫ବର୍ଷର ବିକାଶର ହିସାବ ସହ ସଂକଲ୍ପପତ୍ର ଦେଲେ ଡ.ମୁକେଶ ମହାଲିଙ୍ଗ   (03-May-2024)       ||      ମାରୱାଡି ଯୁବ ମୋର୍ଚା ପକ୍ଷରୁ ଦହିପାଣି ବଣ୍ଟନ   (03-May-2024)       ||      ବରିଷ୍ଠ ଆଇନଜୀବୀ ନିରଂଜନ ଗୁରୁଙ୍କ ପରଲୋକ   (02-May-2024)       ||      ପଶ୍ଚିମାଚଂଳ ବିଜୁଳି ଶ୍ରମିକ ସଂଘ ତରଫରୁ ଆର୍ନ୍ତଜାତୀୟ ମଇ ଦିବସ   (02-May-2024)       ||      କଣ୍ଟାମାଳ ଆସନରୁ କଂଗ୍ରେସ ପ୍ରାର୍ଥୀଭାବେ ସରୋଜ ପ୍ରଧାନ ଙ୍କ ନାମାଙ୍କନ ଦାଖଲ   (02-May-2024)       ||      ସୋନପୁର ରେ ଉଚ୍ଚ ଶିକ୍ଷିତା ସ୍ଵାଧୀନ ପ୍ରାର୍ଥିନୀ ସୋନାଲି ବିଶି ନାମାଙ୍କନ ପତ୍ର ଦାଖଲ କଲେ*- ପ୍ରଥମ ଥର ପାଇଁ ନାରୀ ଶକ୍ତି ର ଉଦାହରଣ ପାଲଟିଲେ ଓ ସାହସ ଦେଖେଇଲେ   (02-May-2024)       ||      ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଙ୍କୁ ଡାବୁଗାଁ ରେ ବିଜେପି ତରଫରୁ ସ୍ବାଗତ   (02-May-2024)       ||      ଜିଲ୍ଲାପରିଷଦ ସଭ୍ୟ ଧନସିଂ ଭତ୍ରାଙ୍କ ପ୍ରଚେଷ୍ଟାରେ ଘୋଡ଼ାଖୁଣ୍ଟା ଗ୍ରାମର 38 ଜଣ କର୍ମି ବିଭିନ୍ନ ଦଳ ଛାଡି ବିଜେଡିରେ ସାମିଲ   (02-May-2024)       ||     

HOME   ଜିଲ୍ଲା

ମତଦାନ କେନ୍ଦ୍ରରେ ଯୁବକଙ୍କୁ ପୋଲିସର ମାଡ଼,ଯୁବକ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

19-Feb-2022



ମତଦାନ କେନ୍ଦ୍ରରେ ଯୁବକକୁ ପୋଲିସର ମାଡ଼ ଯୁବକ ଗୁରୁତର ଡାକ୍ତର ଖାନାରେ ଭର୍ତ୍ତି ।ଗତକାଲି ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ଗାଇସିଲାଟ ବ୍ଲକରେ ମଧ୍ୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଚାଲିଥିଲା । ଗାଇସିଲାଟ ବ୍ଳକ ଫିରିଙ୍ଗିମାଲ ଠାରେ ନିଜର ମତଦାନ କରିବା ପାଇଁ ଶିଶୁପାଳ ଯାଇଥିବା ସମୟରେ ଗାଇସିଲାଟ ଥାନା ଅଧିକାରୀ ବିରବର ଭଗତ କୌଣସି କାରଣ ନ ଥାଇ ମାଡ଼ ମାରିଥିଲେ । ଯୁବକ ଜଣକଙ୍କ ହାତରେ ଏବଂ ଶରୀରର ପଛ ପଟରେ ବେଶି ଆଘାତ ଲାଗିଛି । ଯୁବକ ଜଣକ ଗୁରୁତର ହେବାରୁ ଆଜି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ପରେ ଉଚ୍ଚତର ଚିକିତ୍ସା ପାଇଁ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଖରିଆର ପୋଲିସ ଦ୍ବାରା ସୀମାନ୍ତରେ ଟଙ୍କା ଜବତ   03-May-2024
  ଜିଲ୍ଲା  
ପଟ୍ଟନାୟକ ଇଣ୍ଡିଆ ଫାଉଣ୍ଡେସନ ତରଫରୁ କିଶୋର ଦ୍ବିବେଦୀଙ୍କୁ ସମ୍ବର୍ଦ୍ଧନା   03-May-2024
  ଜିଲ୍ଲା  
କଳିକେଶ ଙ୍କ ମାରାଥନ ଘରକୁ ଘର ପ୍ରଚାର ଓ ସଦର ବ୍ଲକ ରେ ଆଦିବାସୀ ସମାବେଶ   03-May-2024
  ଜିଲ୍ଲା  
ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା   03-May-2024
  ଜିଲ୍ଲା  
ଭତାସର ଗ୍ରାମରେ ୧୦,୧୨ ଦିନରୁ ଜଳ ଯୋଗାଣ ବନ୍ଦ , ଲୋକେ ହାହାକାର   03-May-2024
  ଜିଲ୍ଲା  
୧୪ କ୍ଵିଣ୍ଟାଲ ୭୦ କେଜି ମହୁଲ ଜବତ, ଜଣେ ଗିରଫ   03-May-2024
  ରାଜ୍ୟ  
ବଲାଙ୍ଗୀର ବ୍ଲକ ରେ ସମରେନ୍ଦ୍ର ଓ ମନୋଜ ମିଶ୍ର ଙ୍କ ମାରାଥନ ପ୍ରଚାର... ଲୋକଙ୍କ ଆର୍ଥିକ ଵିକାଶ କଂଗ୍ରେସ ର ପ୍ରାଥମିକତା -ସମରେନ୍ଦ୍ର,ଯୁବକଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କଂଗ୍ରେସ କରିବ -ମନୋଜ   03-May-2024
  ଜିଲ୍ଲା  
ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀନୀ ଙ୍କ ସହ ପ୍ରଚାରରେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ   03-May-2024
  ଜିଲ୍ଲା  
ସୋନପୁର ବିଜେପି ବିଧାୟକ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ ସାଂସଦ ଙ୍କ ସହ ସହର ରେ କଲେ ରୋଡ ସୋ*   03-May-2024
  ଜିଲ୍ଲା  
ଦୁର୍ଘଟଣାରେ ଡାବୁଗାଁର ପୂର୍ବତନ ତହସିଲଦାର ଦମ୍ପତିଙ୍କ ମୃତ୍ୟୁ   03-May-2024
  ରାଜନୀତି  
ନିହାର ବେହେରାଙ୍କ ନାମାଙ୍କନପତ୍ର ଦାଖଲ, ନବୀନ ସରକାରଙ୍କ ଜନହିତକାରୀ ଯୋଜନା ହିଁ ଆମର ବଳ-ନିହାର   03-May-2024
  ଜିଲ୍ଲା  
ବିଶାଳ ଶୋଭାଯାତ୍ରା ରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରିୟବ୍ରତ ସାହୁ   03-May-2024

You Might Also Like