-+91-9937148622 |

prerana_bgr@rediffmail.com |

  Tuesday 16th August 2022 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଦେଶାତ୍ମବୋଧକ କବିତା ପାଠ    (16-Aug-2022)       ||      ଅଭିନଵ ଢଙ୍ଗରେ ଗାନ୍ଧୀ ଙ୍କ ଚିତ୍ର ଆଙ୍କି ଉତ୍ସବ ମନଇଲେ ସୋନପୁର ଆର୍ଟ ଏଣ୍ଡ କ୍ରାଫ୍ଟ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ   (16-Aug-2022)       ||      ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ "ସ୍ୱାଧୀନତା ଦିବସ" ଏବଂ "ରକ୍ଷ୍ୟା ବନ୍ଧନ" ପାଳିତ   (16-Aug-2022)       ||      ମା’ ଆଗରେ ପୁଅଙ୍କୁ ଖଣ୍ଡାରେ ହାଣି ହତ୍ୟା, ଅଶାନ୍ତ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସର    (16-Aug-2022)       ||      ରିଲିଜ୍ ହେଲା ନୁଆ ମ୍ୟୁଜିକ୍ ଭିଡିଓ    (16-Aug-2022)       ||      କଣ୍ଟାବାଞ୍ଜି ପ୍ରେସକ୍ଲବ ପରିସରରେ ୭୬ ତମ ସ୍ବାଧିନତା ଦିବସ ପାଳିତ   (16-Aug-2022)       ||      ବରଗଡ ରେ ସ୍ୱାଧୀନତା ଦିବସ ପାଳିତ   (16-Aug-2022)       ||      ରେଳ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟେସନ ରେ ଯାତ୍ରୀ ଙ୍କୁ ସାହାଯ୍ଯ ଦିଆଗଲା    (16-Aug-2022)       ||      ସୁବର୍ଣ୍ଣପୁର ରେ ୭୬ ତମ ସ୍ଵାଧୀନତା ଦିବସ ପାଳିତ, ଉଚ୍ଚଶିକ୍ଷା ମନ୍ତ୍ରୀ ଜିଲ୍ଲାର ସଂସ୍କୃତି ଓ ପରମ୍ପରା କୁ ଭୂୟସୀ ପ୍ରଶଂସା କଲେ    (16-Aug-2022)       ||      ୨୦ ଲିଟର ଦେଶୀ ମଦ ଓ ଏକ ବାଇକ ସହ ଦୁଇ ଜଣ ଗିରଫ    (16-Aug-2022)       ||      ନବରଙ୍ଗପୁର - ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପ୍ରବଳ ବୃଷ୍ଟିପାତ ସହ ବ୍ୟାପକ କ୍ଷୟକ୍ଷତି    (15-Aug-2022)       ||      ପାଉଁରୁଟି ଫେକ୍ଟ୍ରିର ଟ୍ରଲି ପଡି କାର୍ଯ୍ୟରତ ଶ୍ରମିକ ଗୁରୁତର   (15-Aug-2022)       ||      ଅଜଣା ଟ୍ରାକ୍ଟର ଧକ୍କାରେ ଯୁବକ ଗୁରୁତର   (15-Aug-2022)       ||      ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ୭୬ ତମ ସ୍ୱାଧୀନତା ଦିବସ ପାଳିତ    (15-Aug-2022)       ||      ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସ୍ୱାଧୀନତା ଦିବସ ପାଳିତ   (15-Aug-2022)       ||      *କାବ୍ୟାଞ୍ଜଳି ଲୋକାର୍ପିତ   (15-Aug-2022)       ||      କୁକେଡମାଳ ଗ୍ରାମର କୂଳରୁ ମଇଲା ଆବର୍ଜନା ସଫା କଲେ ରାଧାକୃଷ୍ଣ ପଡାବାସୀ    (15-Aug-2022)       ||      ମାୟାବର୍ହା ହାଇସ୍କୁଲରେ ସ୍ୱାଧିନତା ଦିବସ ପାଳିତ   (15-Aug-2022)       ||      ଏବିଭିପି ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ପାଳିତ   (15-Aug-2022)       ||      ୭୬ ତମ ସ୍ବାଧୀନତା ଦିବସ ପାଲିତ    (15-Aug-2022)       ||     

HOME   ଜିଲ୍ଲା

ଜୁନିଅର ରେଡକ୍ରସ ତରଫରୁ   ସ୍ୱେଚ୍ଚାକୃତ ରକ୍ତଦାନ ଶିବିର 

04-Oct-2021



ସୋନପୁର,(ମନୋରଂଜନ ତ୍ରିପାଠୀ)ସୋନପୁର ବ୍ଲକ ଅନ୍ତର୍ଗତ ଖରଜୁରା ସ୍ଥିତ ଜୟ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଜୁନିଅର ରେଡକ୍ରସ ୟୁନିଟ ତରଫରୁ   ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଲୋକନାଥ ମିଶ୍ରଙ୍କ ଶିବିରରେ ଅଧ୍ୟକ୍ଷତା କରିଥିଲେ । ମୂଖ୍ୟଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ଯୋଗଦାନ କରି ସାଂପ୍ରତିକ କରୋନା ସମୟରେ ସ୍ୱେଚ୍ଛକୃତ ଭାବରେ ରକ୍ତଦାନ କରବାକୁ  ି ଆସିଥିବା ରକ୍ତଦାତାମାନଙ୍କୁ ଜଣେ ଜଣେ ଜୀବନ ଦାତା ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଉମାକାନ୍ତ ନାଗ, ଜିଲ୍ଲା ଜୁନିଅର ରେଡକ୍ରସ ଉପସଭାପତି ଗତିକୃଷ୍ଣ ମିଶ, ଓଡିଶା ରକ୍ତଦାତା ସଂଘର ସଦସୟ ତଥା ଜୁନିଅର ରେଡକ୍ରସ କାଉନସିଲର ରାମ ନାରାୟଣ ଦାଶ ପ୍ରମୁଖ ଯୋଗଦେଇଥିଲେ । ଶିବିରକୁ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର

ପଶାୟତ ଏବଂ ବିଦ୍ୟାଳୟ ପରାମର୍ଶଦାତା ତଥା ସାଧନକର୍ମି  ଚନ୍ଦ୍ର ଶେଖର ମହାପାତ୍ର ସଂଯୋଜନା କରିଥିଲେ । ଶିବିରରେ ୩୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସାଧନକର୍ମି ଅନନ୍ତରାମ ପାଢୀ, ଚନ୍ଦ୍ରମଣି ବାଘ, ପରାମର୍ଶଦାତା ଗୋପେଶ ପଣ୍ଡା, ଶ୍ରୀଧର ପୁଟେଲ ପ୍ରମୁଖ ଯୋଗଦେଇଥିଲେ ।  ଶିବିରରେ ଆମ ଓଡିିଶା-ସମ୍ବାଦ, ଶିତଲ ଗ୍ରୁପ ଏବଂ ଏଚଡିଅଡଏଫସି ବ୍ୟାଙ୍କ ପ୍ରମୁଖ ସହଯୋଗ କରିଥିଲେ । ବିଦ୍ୟାଳୟର ଶିକ୍ଷକ ବିରେନ୍ଦ୍ର ପାତ୍ର ସ୍ୱାଗତ ଅଭଭାଷଣ କରିଥିଲେ । ବ୍ଲଡ ବ୍ୟାଙ୍କ କର୍ମଚାରୀ,  ଡା. ସୌରଭ କୁମାର ସାହୁ, ସୁବାଷ ପଣ୍ଡା, ଜଗତ ଦରୱାନ , ଟଙ୍କଧର କୁଅଁର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଶେଷରେ ଶିକ୍ଷକ ବିଶ୍ୱନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଦେଶାତ୍ମବୋଧକ କବିତା ପାଠ   16-Aug-2022
  ଜିଲ୍ଲା  
ଅଭିନଵ ଢଙ୍ଗରେ ଗାନ୍ଧୀ ଙ୍କ ଚିତ୍ର ଆଙ୍କି ଉତ୍ସବ ମନଇଲେ ସୋନପୁର ଆର୍ଟ ଏଣ୍ଡ କ୍ରାଫ୍ଟ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ   16-Aug-2022
  ଜିଲ୍ଲା  
ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ "ସ୍ୱାଧୀନତା ଦିବସ" ଏବଂ "ରକ୍ଷ୍ୟା ବନ୍ଧନ" ପାଳିତ   16-Aug-2022
  ଅପରାଧ  
ମା’ ଆଗରେ ପୁଅଙ୍କୁ ଖଣ୍ଡାରେ ହାଣି ହତ୍ୟା, ଅଶାନ୍ତ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସର   16-Aug-2022
  ମନୋରଞ୍ଜନ  
ରିଲିଜ୍ ହେଲା ନୁଆ ମ୍ୟୁଜିକ୍ ଭିଡିଓ   16-Aug-2022
  ଜିଲ୍ଲା  
କଣ୍ଟାବାଞ୍ଜି ପ୍ରେସକ୍ଲବ ପରିସରରେ ୭୬ ତମ ସ୍ବାଧିନତା ଦିବସ ପାଳିତ   16-Aug-2022
  ଜିଲ୍ଲା  
ବରଗଡ ରେ ସ୍ୱାଧୀନତା ଦିବସ ପାଳିତ   16-Aug-2022
  ଜିଲ୍ଲା  
ରେଳ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟେସନ ରେ ଯାତ୍ରୀ ଙ୍କୁ ସାହାଯ୍ଯ ଦିଆଗଲା   16-Aug-2022
  ଜିଲ୍ଲା  
ସୁବର୍ଣ୍ଣପୁର ରେ ୭୬ ତମ ସ୍ଵାଧୀନତା ଦିବସ ପାଳିତ, ଉଚ୍ଚଶିକ୍ଷା ମନ୍ତ୍ରୀ ଜିଲ୍ଲାର ସଂସ୍କୃତି ଓ ପରମ୍ପରା କୁ ଭୂୟସୀ ପ୍ରଶଂସା କଲେ   16-Aug-2022
  ଜିଲ୍ଲା  
୨୦ ଲିଟର ଦେଶୀ ମଦ ଓ ଏକ ବାଇକ ସହ ଦୁଇ ଜଣ ଗିରଫ   16-Aug-2022
  ଜିଲ୍ଲା  
ନବରଙ୍ଗପୁର - ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପ୍ରବଳ ବୃଷ୍ଟିପାତ ସହ ବ୍ୟାପକ କ୍ଷୟକ୍ଷତି   15-Aug-2022
ପାଉଁରୁଟି ଫେକ୍ଟ୍ରିର ଟ୍ରଲି ପଡି କାର୍ଯ୍ୟରତ ଶ୍ରମିକ ଗୁରୁତର   15-Aug-2022

You Might Also Like