-+91-9937148622 |
prerana_bgr@rediffmail.com |
Tuesday 5th July 2022 |
R.N.I. Regd No. ODIODI/2010/46693
Breaking News
04-Oct-2021
ବୀରମହାରାଜପୁର,ମୁର୍ଷୁଣ୍ଢି(ଆର୍ତ୍ତତ୍ରାଣ ଖୁର୍ଡିଆ): ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ମୁର୍ଷୁଣ୍ଢି ପଞ୍ଚାୟତ ଅଧିନସ୍ଥ ବଙ୍କିଆ ଗ୍ରାମର ସିଲୁ ପଧାନ ସଦ୍ଯ ପ୍ରକାଶିତ ରାଜେନ୍ଦ୍ର ୟୁନିଭରସିଟିର ସ୍ନାତକୋତ୍ତର ଓଡିଆ ବିଭାଗରେ ୭.୮୩ ସିଜିପିଏ ମାର୍କ ରଖି ଟପ୍ପର ହୋଇ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ବୃଦ୍ଧି କରିଛନ୍ତି।ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।