-+91-9937148622 |

prerana_bgr@rediffmail.com |

  Thursday 21st May 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେଡି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ    (21-May-2026)       ||      ଜୁନିଅର ରେଡ କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର ଆୟୋଜିତ : ରେଡ୍ କ୍ରସ ସେବା ଗାଁ ଗାଁ ରେ ପହଞ୍ଚିଲେ ମାନବୀୟ ଭାବନା ଉଦ୍ରେକ ହେବ   (21-May-2026)       ||      ଧର୍ମପ୍ରାଣ ମଣିଷ ବୀରେନ୍ଦ୍ର ସାହୁଙ୍କ ପରଲୋକ    (21-May-2026)       ||      ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ   (21-May-2026)       ||      ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ    (21-May-2026)       ||      ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ ll ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଟ୍ରଷ୍ଟ ପ୍ରତିଶୃତିବଦ୍ଧ : ବ୍ରଜ ମୋହନ ଗୋଏଲ, ଟ୍ରଷ୍ଟ ସଭାପତି ll   (21-May-2026)       ||      ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ତମ କଣ୍ଟାମାଳ ଲୋକ କଳା ମହୋତ୍ସବ   (21-May-2026)       ||      *ବଣ ମଲ୍ଲୀ ପ୍ରତିଭାକୁ ସମ୍ବର୍ଧିତ ଦେଲେ ଜିଲ୍ଲପାଳ* *ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ପହଞ୍ଚିଲେ*   (21-May-2026)       ||      କଣ୍ଟାମାଳରେ ବିଜେଡିର ନାରୀ ଅଧିକାର ଅଭିଯାନ♦️ ନାରୀ ସୁରକ୍ଷାକୁନେଇ ବିଜେଡିର ରାଲି ଓ ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବୀପତ୍ର    (21-May-2026)       ||      ଏଚ.ସି.ଏଲ. ଫାଉଣ୍ଡେସନ ଓ ଆରସିଡିସି ଦ୍ୱାରା ନୂତନ ଜୈବ ବିବିଧତା ପ୍ରକଳ୍ପର ଶୁଭାରମ୍ଭ   (21-May-2026)       ||      ଭୂମିକାର ନାଟ୍ୟ କର୍ମଶାଳା ସ୍ଥଗିତ    (21-May-2026)       ||      ରାଜସ୍ଥାନରେ ଦୁଇ ଭଉଣୀଙ୍କ ଉପରେ ଗଣ ଦୁଷ୍କର୍ମ ଓ  ଆତ୍ମହତ୍ୟା ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବିରେ ଏସ ୟୁ ସି ଆଇ (ସି)ର ବିକ୍ଷୋଭ   (20-May-2026)       ||      ଜନଭାଗୀଦାରୀ ଅଭିଯାନରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସଚେତନତା   (20-May-2026)       ||      ଅରିନ୍ଦମଙ୍କ ନାଁରେ ଏତଲା ଦେଲେ ସାମ୍ବାଦିକ   (20-May-2026)       ||      କଟକ ଜିଲ୍ଲାର ନୂତନ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ବିଧିବଦ୍ଧ ଭାବରେ ଦାୟିତ୍ଵ ଗ୍ରହଣ କଲେ ଶ୍ରୀମତୀ ସ୍ଵାଗତିକା ବେହେରା   (20-May-2026)       ||      ସ୍ବାବଲମ୍ବୀ କାରିଗର ସଂଘ ପକ୍ଷରୁ କଟକ ସଦର ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ   (20-May-2026)       ||      କୁକୁର କାମୁଡ଼ିବାରୁ ସାମ୍ବାଦିକ ନିଲୁ ସାହୁ ଆହତ, ଡାକ୍ତରଖାନା ପହଞ୍ଚି ଚିକିତ୍ସା କଥା ପଚାରି ବୁଝିଲେ ପ୍ରସନ୍ନ I   (20-May-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ତୁରେକେଲା ବ୍ଲକ କମିଟି ର ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ    (20-May-2026)       ||      ଓଡ଼ିଶା  ସିଏଚ୍ଏସି  ୨୦୨୬ ପରିକ୍ଷା ଫଳାଫଳରେ  ଜେ ଏସ୍ ଏମ୍ କଲେଜର ୧୦୦% ସଫଳତା   (20-May-2026)       ||      ଜିଲ୍ଳା କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ ତରଫରୁ ବନ୍ଦ ଡାକରା ପୁର୍ଣ ସଫଳ    (20-May-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ସର୍କିଟ ହାଉସ ଠାରେ ମନ୍ତ୍ରୀ ରବି ନାରାୟଣ ନାୟକ ଙ୍କ ସାମ୍ୱାଦିକ ସମ୍ମିଳନୀ

23-May-2025



ସୋନପୁର ( ମନୋରଞ୍ଜନ ତ୍ରିପାଠୀ)
ଓଡ଼ିଶା ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତ ରାଜ ତଥା ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ରେ ପହଞ୍ଚି ବୀର ମହାରାଜ ପୁର ଓଡ଼ିଶା ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତ ରାଜ ତଥା ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ରେ ପହଞ୍ଚି ବୀର ମହାରାଜ ପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବ୍ଲକ ଅଞ୍ଚଳ ରେ ସମୁଦାୟ ୨୭ କୋଟି ଟଙ୍କା ବ୍ୟୟରେ ୬୩ ଗୋଟି ପ୍ରକଳ୍ପ ର ଶୁଭାରମ୍ଭ କରିଥିଲେ l ସୋନପୁର ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ମନ୍ତ୍ରୀ ଶ୍ରୀ ନାୟକ ଏ ବିଷୟରେ ସୂଚନା ଦେଇ ସୁବର୍ଣ୍ଣପୁର ଜିଲ୍ଲା ର ସାମଗ୍ରିକ ବିକାଶ ଦିଗରେ ସେ ଆମ ସରକାର ବଦ୍ଧ ପରିକର ବୋଲି ମଧ୍ୟ ପ୍ରକାଶ କରିଥିଲେ l ଜିଲ୍ଲା ରେ ମନେରଗା କାମ ସବୁ ଟ୍ରାକ୍ଟର ଓ ବିଭିନ୍ନ ମେସିନ ଦ୍ୱାରା କରା ଯାଉଥିବା, ପି ଆର୍ ଆଇ ମେମ୍ବର ଙ୍କ ବିଶ୍ରାମ ପାଈଁ ଉଦ୍ଧିଷ୍ଟ ଜିଲ୍ଲା ସଦର ମହକୁମା ରେ ଭୁତ କୋଠୀ ( ଋଗ୍ଣ ) ଭଳି ପଡ଼ି ଥିବା ପଞ୍ଚାୟତ ଭବନ କୁ କାର୍ଯ୍ୟକ୍ଷମ କରାଇବା, ଅଧା ପନ୍ତରିଆ ହୋଇ ପଡ଼ିଥିବା ରିଙ୍ଗ ରୋଡ କାର୍ଯ୍ଯ, ଅଙ୍ଗ କେନାଲ ସମ୍ପ୍ରସାରଣ କାର୍ଯ୍ଯ, ଆଧୁନିକ ବା ନୂତନ ବସଷ୍ଟାଣ୍ଡ ନିର୍ମାଣ, ୭୫ ବର୍ଷ ର ପୁରାତନ ସୋନପୁର କଲେଜ୍ କୁ ସରକାରୀ କରିବା, କୃଷି ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ଦାବୀ ଓ ନୂଆଁ ସରକାର କୁ ଗୋଟେ ବର୍ଷ ବିତିଲା ପରେ ବି କେବଳ ରଙ୍ଗ ବଦଳିବା  ବ୍ୟତୀତ ଆଉ କିଛି ବି ପରିବର୍ତନ ଦେଖା ଯାଉ ନ ଥିବା, ଯେଉଁ ବ୍ୟୁରୋକ୍ରାଟ ଶାସନ କୁ ସେଇ ଶାସନ ଥିବା ଓ ତଳ ସ୍ତର ର ଦଳୀୟ କର୍ମୀ ନିରୁତ୍ସାହିତ ଥିବା  କହି ଏଭଳି ବିଭିନ୍ନ ଜରୁରୀ ପ୍ରସଙ୍ଗ ଉପରେ ସାମ୍ୱାଦିକ ଙ୍କ ଅନେକ ପ୍ରଶ୍ନ କୁ ମନ୍ତ୍ରୀ ଗୁରୁତ୍ଵ ର ସହ ହୃଦୟଙ୍ଗମ କରି ଶୀଘ୍ର ସମାଧାନ ପାଇଁ ପ୍ରତିଶୁତି ଦେଇ ଥିଲେ l  ଓ ଏ ସମସ୍ତ ବିଷୟ ରେ ଆଜି ବୁଦ୍ଧିଜୀବୀ , ପ୍ରଶାସନ ଓ ଦଳୀୟ ନେତା କର୍ମୀ ଙ୍କ ସହିତ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିବା ଓ   ଏ ପ୍ରକଳ୍ପ ଗୁଡ଼ିକ କାର୍ଯ୍ଯ କୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ପରାମର୍ଶ କରିଥିବା ବିଷୟ ସାମ୍ୱାଦିକ ଙ୍କୁ ଉତ୍ତର ରଖିଥିଲେ l ଓ କର୍ମୀ ମାନଙ୍କ ଉତ୍ସାହ କମିବା ପ୍ରଶ୍ନ କୁ ମନ୍ତ୍ରୀ ସ୍ବୀକାର କରି ଏହା ଦଳ ରେ ଉପରି ମହଲ ରେ ଗୁରୁତର ସହ ଆଲୋଚନା କରିବି ବୋଲି କହି ଉନ୍ନୟନ କାର୍ଯ୍ଯ ରେ ଲୋକ ଙ୍କ ବିଭିନ୍ନ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରମାଣ ସହିତ ମୋ ପାଖକୁ ଭିଡିଓ ଫଟୋ ପଠାଇବାକୁ ସାମ୍ୱାଦିକ ଙ୍କୁ କହିଥିଲେ lନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବ୍ଲକ ଅଞ୍ଚଳ ରେ ସମୁଦାୟ ୨୭ କୋଟି ଟଙ୍କା ବ୍ୟୟରେ ୬୩ ଗୋଟି ପ୍ରକଳ୍ପ ର ଶୁଭାରମ୍ଭ କରିଥିଲେ l ସୋନପୁର ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ମନ୍ତ୍ରୀ ଶ୍ରୀ ନାୟକ ଏ ବିଷୟରେ ସୂଚନା ଦେଇ ସୁବର୍ଣ୍ଣପୁର ଜିଲ୍ଲା ର ସାମଗ୍ରିକ ବିକାଶ ଦିଗରେ ସେ ଆମ ସରକାର ବଦ୍ଧ ପରିକର ବୋଲି ମଧ୍ୟ ପ୍ରକାଶ କରିଥିଲେ l ଜିଲ୍ଲା ରେ ମନେରଗା କାମ ସବୁ ଟ୍ରାକ୍ଟର ଓ ବିଭିନ୍ନ ମେସିନ ଦ୍ୱାରା କରା ଯାଉଥିବା, ପି ଆର୍ ଆଇ ମେମ୍ବର ଙ୍କ ବିଶ୍ରାମ ପାଈଁ ଉଦ୍ଧିଷ୍ଟ ଜିଲ୍ଲା ସଦର ମହକୁମା ରେ ଭୁତ କୋଠୀ ( ଋଗ୍ଣ ) ଭଳି ପଡ଼ି ଥିବା ପଞ୍ଚାୟତ ଭବନ କୁ କାର୍ଯ୍ୟକ୍ଷମ କରାଇବା, ଅଧା ପନ୍ତରିଆ ହୋଇ ପଡ଼ିଥିବା ରିଙ୍ଗ ରୋଡ କାର୍ଯ୍ଯ, ଅଙ୍ଗ କେନାଲ ସମ୍ପ୍ରସାରଣ କାର୍ଯ୍ଯ, ଆଧୁନିକ ବା ନୂତନ ବସଷ୍ଟାଣ୍ଡ ନିର୍ମାଣ, ୭୫ ବର୍ଷ ର ପୁରାତନ ସୋନପୁର କଲେଜ୍ କୁ ସରକାରୀ କରିବା, କୃଷି ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ଦାବୀ ଓ ନୂଆଁ ସରକାର କୁ ଗୋଟେ ବର୍ଷ ବିତିଲା ପରେ ବି କେବଳ ରଙ୍ଗ ବଦଳିବା  ବ୍ୟତୀତ ଆଉ କିଛି ବି ପରିବର୍ତନ ଦେଖା ଯାଉ ନ ଥିବା, ଯେଉଁ ବ୍ୟୁରୋକ୍ରାଟ ଶାସନ କୁ ସେଇ ଶାସନ ଥିବା ଓ ତଳ ସ୍ତର ର ଦଳୀୟ କର୍ମୀ ନିରୁତ୍ସାହିତ ଥିବା  କହି  ଏଭଳି ସ୍ଥିତି ରେ ଆଗାମୀ ପଞ୍ଚାୟତ ନିର୍ବାଚନ ର କିଭଳି ଆପଣ ସମ୍ମୁଖୀନ ହେବେ ବୋଲି ବିଭିନ୍ନ ଜରୁରୀ ପ୍ରସଙ୍ଗ ଉପରେ ସାମ୍ୱାଦିକ ଙ୍କ ଅନେକ ପ୍ରଶ୍ନ ଉପରେ  ମନ୍ତ୍ରୀ ହଡ଼ ବଡ଼େଇ ଯାଇଥିଲେ l ଓ ଗୁରୁତ୍ଵ ର ସହ ଶୁଣି ଏହାର  ଶୀଘ୍ର ସମାଧାନ ପାଇଁ ପ୍ରତିଶୁତି ଦେଇ ଥିଲେ l  ଏ ସମସ୍ତ ବିଷୟ ରେ ଆଜି ବୁଦ୍ଧିଜୀବୀ , ପ୍ରଶାସନ ଓ ଦଳୀୟ ନେତା କର୍ମୀ ଙ୍କ ସହିତ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିବା ଓ   ଏ ପ୍ରକଳ୍ପ ଗୁଡ଼ିକ କାର୍ଯ୍ଯ କୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ପରାମର୍ଶ କରିଥିବା ବିଷୟ ସାମ୍ୱାଦିକ ଙ୍କୁ ଉତ୍ତର ରଖିଥିଲେ l ଓ କର୍ମୀ ମାନଙ୍କ ଉତ୍ସାହ କମିବା ପ୍ରଶ୍ନ କୁ ମନ୍ତ୍ରୀ ସ୍ବୀକାର କରି ଏହା ଦଳ ରେ ଉପରି ମହଲ ରେ ଗୁରୁତର ସହ ଆଲୋଚନା କରିବି ବୋଲି କହି ଉନ୍ନୟନ କାର୍ଯ୍ଯ ରେ ଲୋକ ଙ୍କ ବିଭିନ୍ନ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରମାଣ ସହିତ ମୋ ପାଖକୁ ଭିଡିଓ ଫଟୋ ପଠାଇବାକୁ ସାମ୍ୱାଦିକ ଙ୍କୁ କହିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେଡି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ   21-May-2026
  ଜିଲ୍ଲା  
ଜୁନିଅର ରେଡ କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର ଆୟୋଜିତ : ରେଡ୍ କ୍ରସ ସେବା ଗାଁ ଗାଁ ରେ ପହଞ୍ଚିଲେ ମାନବୀୟ ଭାବନା ଉଦ୍ରେକ ହେବ   21-May-2026
  ଜିଲ୍ଲା  
ଧର୍ମପ୍ରାଣ ମଣିଷ ବୀରେନ୍ଦ୍ର ସାହୁଙ୍କ ପରଲୋକ   21-May-2026
  ଜିଲ୍ଲା  
ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ   21-May-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ   21-May-2026
  ଜିଲ୍ଲା  
ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ ll ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଟ୍ରଷ୍ଟ ପ୍ରତିଶୃତିବଦ୍ଧ : ବ୍ରଜ ମୋହନ ଗୋଏଲ, ଟ୍ରଷ୍ଟ ସଭାପତି ll   21-May-2026
  ଜିଲ୍ଲା  
ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ତମ କଣ୍ଟାମାଳ ଲୋକ କଳା ମହୋତ୍ସବ   21-May-2026
  ଜିଲ୍ଲା  
*ବଣ ମଲ୍ଲୀ ପ୍ରତିଭାକୁ ସମ୍ବର୍ଧିତ ଦେଲେ ଜିଲ୍ଲପାଳ* *ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ପହଞ୍ଚିଲେ*   21-May-2026
  ରାଜ୍ୟ  
କଣ୍ଟାମାଳରେ ବିଜେଡିର ନାରୀ ଅଧିକାର ଅଭିଯାନ♦️ ନାରୀ ସୁରକ୍ଷାକୁନେଇ ବିଜେଡିର ରାଲି ଓ ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବୀପତ୍ର   21-May-2026
  ଜିଲ୍ଲା  
ଏଚ.ସି.ଏଲ. ଫାଉଣ୍ଡେସନ ଓ ଆରସିଡିସି ଦ୍ୱାରା ନୂତନ ଜୈବ ବିବିଧତା ପ୍ରକଳ୍ପର ଶୁଭାରମ୍ଭ   21-May-2026
  ଜିଲ୍ଲା  
ଭୂମିକାର ନାଟ୍ୟ କର୍ମଶାଳା ସ୍ଥଗିତ    21-May-2026
  ରାଜ୍ୟ  
ରାଜସ୍ଥାନରେ ଦୁଇ ଭଉଣୀଙ୍କ ଉପରେ ଗଣ ଦୁଷ୍କର୍ମ ଓ  ଆତ୍ମହତ୍ୟା ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବିରେ ଏସ ୟୁ ସି ଆଇ (ସି)ର ବିକ୍ଷୋଭ   20-May-2026

You Might Also Like