-+91-9937148622 |

prerana_bgr@rediffmail.com |

  Sunday 25th January 2026 |

| | | |

R.N.I. Regd No. ODIODI/2010/46693

Breaking News

ବଡ଼ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ବାଳିକା ଦିବସ ପାଳିତ   (24-Jan-2026)       ||      *୩୭ ତମ ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ - ସୁନ୍ଦରଗଡ ଦଳ ସେମି ଫାଇନାଲ ରେ ପ୍ରବେଶ* -   (24-Jan-2026)       ||      ବୋଡ଼େନ୍ ରେ ପାତାଳଗଙ୍ଗା ମହୋତ୍ସବ: ନୂଆପଡ଼ା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା   (24-Jan-2026)       ||      ଗାନ୍ଧୀଜୀ ଓ ନେତାଜୀଙ୍କ ବୈଚାରିକ ବିଭେଦକୁ ବ୍ୟକ୍ତିଗତ ବିବାଦର ରୂପ ଦିଆଯାଉଛି   (24-Jan-2026)       ||      ଲୋଇସିଂହା ଆଦିବାସୀ ଭବନ ଠାରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   (24-Jan-2026)       ||      ଜାତୀୟ ଶିଶୁ କନ୍ୟା ଦିବସରେ ସରକାରୀ ଶୁଖା ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଦ୍ୱାରା ଏକ ଅଭିନବ ନୁକ୍ଲଡ ନାଟକ ପ୍ରଦର୍ଶନ   (24-Jan-2026)       ||      କୁକୁଡାଗାଲି ଉପରେ ଚଢାଉ , ୫ ଗିରଫ   (24-Jan-2026)       ||      *ଆସନ୍ତା କାଲି ଠାରୁ ଶ୍ରୀ ଶ୍ରୀ ବଡ଼ ଗୋପାଳ ଜୀ ମହାପ୍ରଭୂଙ୍କ ଭବ୍ୟ ଉତ୍ସବ ଆରମ୍ଭ* - *ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ମହନ୍ତ ମହାରାଜ*-   (24-Jan-2026)       ||      ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଧାରଣ ପରିଷଦ ବୈଠକ, ବଲାଙ୍ଗୀରେ ପ୍ରସ୍ତାବିତ ନୂତନ ସିଭିଲ କୋର୍ଟ କୋଠା ନିର୍ମାଣ ନେଇ ଆଲୋଚନା   (24-Jan-2026)       ||      ବଲାଙ୍ଗୀର ପଲ୍ଲିଶ୍ରୀ ମେଳା ■ ୧କୋଟି ୩୦ଲକ୍ଷ ଟଙ୍କାର ବେପାର ■ ଯୋଗଦେଇଥିଲେ ୧୧ଟି ରାଜ୍ୟର ୩୦୩ ଗ୍ରୁପ   (24-Jan-2026)       ||      ଯୋଗୀସର୍ଡ଼l ପଂଚାୟତ ପରିସରରେ ଜଳ ଅର୍ପଣ ଦିବସ ପାଳିତ   (24-Jan-2026)       ||      ପାତାଳଗଙ୍ଗା ଲୋକ ମହୋତ୍ସବ ତୃତୀୟ ସନ୍ଧ୍ଯାରେ ମନ ମୋହିଛି ଦଳଗତ ନୃତ୍ଯ   (24-Jan-2026)       ||      ବୀର ସୁରେନ୍ଦ୍ର ସାଏ ପବ୍ଲିକ ସ୍କୁଲର ୧୫ତମ ବାର୍ଷିକୋତ୍ସବ   (24-Jan-2026)       ||      ସ୍ଥାନାନ୍ତରିତ ହେଲା ସୋନପୁର ବସଷ୍ଟାଣ୍ଡ; ସହରରେ ଖୁସିର ମାହୋଲ   (24-Jan-2026)       ||      ରୁଗୁଡ଼ିଖାଲ ମାନସ ବିହାର ଠାରେ ବିଶ୍ଵଶାନ୍ତି ପାଇଁ ୨୯ ତମ ଶ୍ରୀରାମ ଚରିତ ମାନସ ଯଜ୍ଞ ଅନୁଷ୍ଠିତ    (23-Jan-2026)       ||      ପର୍ଯ୍ୟଟନ ସ୍ଥଳୀରେ ପ୍ଲାଷ୍ଟିକ ମୁକ୍ତ ବଣଭୋଜି ପାଇଁ ସଚେତନତା   (23-Jan-2026)       ||      ଡାବୁଗାଁ ର ବିଭିନ୍ନ ବିଦ୍ୟାଳୟରେ ମାଁ ସରସ୍ଵତୀ ପୂଜା ପାଳନ   (23-Jan-2026)       ||      ଶିକେରପାଟ୍ ଚ୍ୟାମ୍ପିଆନ ଟ୍ରଫି ୨୦୨୬ ଉଦଘାଟିତ   (23-Jan-2026)       ||      ତୁଷୁରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମା ସରସ୍ବତୀ ଙ୍କ ପୂଜା ଓ ବିଦ୍ୟାରମ୍ଭ ସଂସ୍କାର   (23-Jan-2026)       ||      ଧରଣୀମାଲ ଗ୍ରାମ ବସ୍ତିପଡ଼ା ରେ ଧୂମଧାମ ରେ ପାଳିତ ହେଲା "ମା ସରସ୍ବତୀ" ପୂଜା   (23-Jan-2026)       ||     

HOME   ଜିଲ୍ଲା

ସରସ୍ବତୀ ଶିଶୁ ମନ୍ଦିର ରେ ଇସ୍କନ ପକ୍ଷରୁ ଆଧ୍ୟାତ୍ମିକ ଶିକ୍ଷା କାର୍ଯ୍ୟକ୍ରମ

08-Feb-2025



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଶନିବାର ଦିନ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର (ହିନ୍ଦୀ ବିଭାଗ) ସମ୍ମିଳନୀ କକ୍ଷରେ ପ୍ରଧାନ ଶିକ୍ଷକ ଶ୍ରୀ ଦିଲୀପ କୁମାର ସାଥିଆଙ୍କ ଅଧ୍ୟକ୍ଷତାରେ ବରଗଡ଼ ଇସ୍କନ ପକ୍ଷରୁ ଏକ ଆଧ୍ୟାତ୍ମିକ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବରଗଡ଼ ଇସ୍କନ ସେଣ୍ଟର ର ପ୍ରଧାନ ସେବକ ରାଜେଶ ପ୍ରଭୁ ଜୀ ଛାତ୍ର ଛାତ୍ରୀ ମାନଙ୍କୁ ତାଙ୍କର ଅମୂଲ୍ୟ ଜ୍ଞାନ ପ୍ରଦାନ କରିଥିଲେ ।ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ଜ୍ଞାନ ର ବିକାଶ କିପରି ଭାବେ ବୃଦ୍ଧି ପାଇବ ଏବଂ ସମାଜରେ ଏକ ଉତ୍ତମ ମଣିଷ ଭାବେ ନିଜକୁ ଗଢିତୋଳିବେ ସେଥିପାଇଁ ବରଗଡ଼ ଇସ୍କନ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୩୦୦ ରୁ ଅଧିକ ଛାତ୍ର ଛାତ୍ରୀ ଯୋଗଦେଇଥିଲେ । ପ୍ରୟାଗରାଜ ମହାକୁମ୍ଭର ପବିତ୍ର ମୌନି ଅମାବାସ୍ୟା ଦିନ ତ୍ରିବେଣୀ ସଙ୍ଗମ ର ଜଳ ଛାତ୍ର ଛାତ୍ରୀ ତଥା ବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଅର୍ପଣ କରାଯାଇଥିଲା । ଭବିଷ୍ୟତରେ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ରେ ଏହିପରି କାର୍ଯ୍ୟକ୍ରମ କରାଯାଇ ପବିତ୍ର ତ୍ରିବେଣୀ ସଙ୍ଗମ ର ଜଳ ଅର୍ପଣ କରାଯିବ ବୋଲିି ବରଗଡ଼ ସେଣ୍ଟର ର ପ୍ରଚାରକ ଶ୍ରୀ ଅଭିଜିତ ପ୍ରଭୁ ସୂଚନା ପ୍ରଦାନ କରିଥିଲେ । ଶିଶୁ ମନ୍ଦିର ର ସହକାରୀ ଶିକ୍ଷକ ଆଦି ଯୋଗଦେଇ  ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇସ୍କନ ସେଣ୍ଟର ର ପ୍ରଧାନ ସେବକ ରାଜେଶ ଦାଶ ପ୍ରଭୁ, ଇସ୍କନ ପ୍ରଚାରକ ଅଭିଜିତ ପ୍ରଭୁ, କିଶୋର କୁମାର ହୋତା,ଝସକେତନ ମେହେର,ଗଜରାଜ ପ୍ରଧାନ, ରଶ୍ମିତା ମିଶ୍ର, ସମରେନ୍ଦ୍ର ପଣ୍ଡା, ତନୁଜା ପାତ୍ର, ସୁରେଶ୍ଵରୀ ପ୍ରଧାନ, ମୁସ୍କାନ, ସୌଦାମିନୀ ହୋତା ଆଦି ଯୋଗଦେଇଥିଲେ ।ଖିରୋଦ ପ୍ରଧାନ,ସରତ ମିଶ୍ର ହାରମୋନିୟମ ଓ ତବଲା ବାଦକ ରେ ସହଯୋଗ କରିଥିବା ବେଳେ ଖୁସବୁ ଶର୍ମା ଓ ପଦ୍ମିନୀ ପୁରୋହିତ ସମସ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
ଶେଷରେ ପ୍ରଧାନ ଆଚାର୍ଯ୍ୟ ଦିଲୀପ କୁମାର ସାଥିଆ  ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଡ଼ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ବାଳିକା ଦିବସ ପାଳିତ   24-Jan-2026
  ଜିଲ୍ଲା  
*୩୭ ତମ ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ - ସୁନ୍ଦରଗଡ ଦଳ ସେମି ଫାଇନାଲ ରେ ପ୍ରବେଶ* -   24-Jan-2026
  ଜିଲ୍ଲା  
ବୋଡ଼େନ୍ ରେ ପାତାଳଗଙ୍ଗା ମହୋତ୍ସବ: ନୂଆପଡ଼ା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା   24-Jan-2026
  ଜିଲ୍ଲା  
ଗାନ୍ଧୀଜୀ ଓ ନେତାଜୀଙ୍କ ବୈଚାରିକ ବିଭେଦକୁ ବ୍ୟକ୍ତିଗତ ବିବାଦର ରୂପ ଦିଆଯାଉଛି   24-Jan-2026
  ଜିଲ୍ଲା  
ଲୋଇସିଂହା ଆଦିବାସୀ ଭବନ ଠାରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   24-Jan-2026
  ଜିଲ୍ଲା  
ଜାତୀୟ ଶିଶୁ କନ୍ୟା ଦିବସରେ ସରକାରୀ ଶୁଖା ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଦ୍ୱାରା ଏକ ଅଭିନବ ନୁକ୍ଲଡ ନାଟକ ପ୍ରଦର୍ଶନ   24-Jan-2026
  ଜିଲ୍ଲା  
କୁକୁଡାଗାଲି ଉପରେ ଚଢାଉ , ୫ ଗିରଫ   24-Jan-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ଶ୍ରୀ ଶ୍ରୀ ବଡ଼ ଗୋପାଳ ଜୀ ମହାପ୍ରଭୂଙ୍କ ଭବ୍ୟ ଉତ୍ସବ ଆରମ୍ଭ* - *ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ମହନ୍ତ ମହାରାଜ*-   24-Jan-2026
  ଜିଲ୍ଲା  
ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଧାରଣ ପରିଷଦ ବୈଠକ, ବଲାଙ୍ଗୀରେ ପ୍ରସ୍ତାବିତ ନୂତନ ସିଭିଲ କୋର୍ଟ କୋଠା ନିର୍ମାଣ ନେଇ ଆଲୋଚନା   24-Jan-2026
  ଜିଲ୍ଲା  
ବଲାଙ୍ଗୀର ପଲ୍ଲିଶ୍ରୀ ମେଳା ■ ୧କୋଟି ୩୦ଲକ୍ଷ ଟଙ୍କାର ବେପାର ■ ଯୋଗଦେଇଥିଲେ ୧୧ଟି ରାଜ୍ୟର ୩୦୩ ଗ୍ରୁପ   24-Jan-2026
  ଜିଲ୍ଲା  
ଯୋଗୀସର୍ଡ଼l ପଂଚାୟତ ପରିସରରେ ଜଳ ଅର୍ପଣ ଦିବସ ପାଳିତ   24-Jan-2026
  ଜିଲ୍ଲା  
ପାତାଳଗଙ୍ଗା ଲୋକ ମହୋତ୍ସବ ତୃତୀୟ ସନ୍ଧ୍ଯାରେ ମନ ମୋହିଛି ଦଳଗତ ନୃତ୍ଯ   24-Jan-2026

You Might Also Like