-+91-9937148622 |
prerana_bgr@rediffmail.com |
Sunday 1st November 2026 |
R.N.I. Regd No. ODIODI/2010/46693
Breaking News
03-Apr-2023
ନବରଙ୍ଗପୁର(ମିହିର ଶଙ୍କର ପାତ୍ର)
ଏପ୍ରିଲ ୩ ତାରିଖରୁ ଆରମ୍ଭ ହେଲା ଡାବୁଗାଁ ର ପ୍ରସିଦ୍ଧ କଳସୀ ଯାତ୍ରା। ମାଁ ଠାକୁରାଣୀ ସହ ଗ୍ରାମ୍ୟ ଦେବାଦେବୀ ନବଦିନ ପାଇଁ ଆସିଲେ କଳସୀ ମଣ୍ଡପକୁ। ଏହି ଅବସରରେ ଆୟୋଜନ କମିଟି ର ସଭାପତି ସତ୍ୟ ରଞ୍ଜନ ପାତ୍ର, ଉପଦେଷ୍ଟା ଦେବରାଜ ପାତ୍ର, ଡାବୁଗାଁ ସରପଞ୍ଚ ବିନୋଦ ସୌରା,କୁନୁ ପାତ୍ର, ଉପଦେଷ୍ଟା ଜୟନ୍ତ କୁମାର ପାତ୍ର, ସୁରେନ୍ଦ୍ର ମିଶ୍ର, ଏମ୍ ବୁଲୁ ରାଓ, ଜି ସାଇରାଜୁ, ରାଜୁ ଦେଲି, ଜିତୁ ରେଲି, ସୁରେନ୍ଦ୍ର ରେଲି, ଶାନ୍ତି ସୁନା ଓ ଅନ୍ୟମାନଙ୍କ ସହ ଡାବୁଗାଁ ପଞ୍ଚାୟତ ଓ ଡଙ୍ଗରିଗୁଡା ପଞ୍ଚାୟତ ର ଅଧିବାସୀ ଉପସ୍ଥିତ ଥିଲେ। ଏକ ବିରାଟ ଵୋଭାଯାତ୍ରାରେ ଗ୍ରାମ୍ୟ ଦେବାଦେବୀ ମାନଙ୍କୁ ପାତ୍ର ସାହି ରେ ଥିବା କଳସୀ ମଣ୍ଡପକୁ ଅଣାଯାଇଥିଲା।